Home Bibles ☰ Books ଲୂକଲିଖିତ ସୁସମାଚାର 12:16 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 12:16 · ଓଡ଼ିଆ ବାଇବେଲ

ତା'ପରେ ସେ ସମାନଙ୍କେୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: ଜଣେ ଧନୀ ଲୋକର କେତକେ ଜମି ଥିଲା। ସହେି ଜମି ରେ ବହୁତ ଖାଦ୍ୟଶସ୍ଯ ଫଳିଲା।

Cross references

ଆଦି ପୁସ୍ତକ 26:12

ଏହାପରେ ଇସ୍ହାକ ସହେି ଦେଶ ରେ କୃଷି କର୍ମ କରି ସହେି ବର୍ଷ ଯାହା ଲଗାଇଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ।

ଆଦି ପୁସ୍ତକ 41:47

ସହେି ସୁର୍ଭିକ୍ଷ ସାଦବର୍ଷ ମଧ୍ଯ ପ୍ରଚୁର ପରିମାଣ ରେ ଫସଲ ଉତ୍ପନ୍ନ ହେଲା।

ଆୟୁବ ପୁସ୍ତକ 12:6

ଡ଼କାଯତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ। ଯେଉଁମାନେ ପରମେଶ୍ବରଙ୍କୁ ବିରକ୍ତ କରାନ୍ତି, ସମାନେେ ଶାନ୍ତି ରେ ରହନ୍ତି ଏବଂ ସମାନଙ୍କେର ବଳ ହେଉଛି ସମାନଙ୍କେର ପରମେଶ୍ବର।

ଆୟୁବ ପୁସ୍ତକ 24:23

ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ। ସମାନେେ ଶକ୍ତିଶାଳୀ ହବୋକୁ ଚେଷ୍ଟା କରନ୍ତି।

ଗୀତସଂହିତା 73:3

ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଇର୍ଷାପରାଯଣ ହାଇଗଲିେ, ଯେତବେେଳେ ସମାନେେ କୃତକାର୍ୟ୍ଯ ହେଉଥିବାର ଦେଖିଲି।

ଗୀତସଂହିତା 73:12

ତାହା ହେଉଛି, ୟାହାକି ଦୁଷ୍ଟମାନେ ଚାହାଁନ୍ତି। ସମାନଙ୍କେ ପାଖରେ ଚିନ୍ତା ନାହିଁ, ଏବଂ ସମାନେେ ଧନୀରୁ ଅଧିକ ଧନୀ ହେଉଛନ୍ତି।

ହୋଶେୟ 2:8

ସେ ଜାଣି ନ ଥିଲା ଆମ୍ଭେ ୟିଏକି ତା'କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା ରୂପା ତାକୁ ଦଇେ ଗ୍ଭଲିଥିଲୁ। କିନ୍ତୁ ଇଶ୍ରାୟେଲୀୟମାନେ ସହେି ସୁନା ଓ ରୂପାକୁ ବାଲ୍ଙ୍କ ମୂର୍ତ୍ତି ତିଆରି ରେ ବ୍ଯବହାର କଲେ।

ମାଥିଉଲିଖିତ ସୁସମାଚାର 5:45

ତା ହେଲେ ତୁମ୍ଭେ ସ୍ବର୍ଗ ରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହାଇେ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ୟ୍ଯଙ୍କୁ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:17

କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ଯ ଦଇେ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ବର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ଯ ଦଇେଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦ ରେ ଭରି ଦିଅନ୍ତି।

Interlinear

Choose Theme