ଦିତୀୟ ବିବରଣ 8:13 · ଓଡ଼ିଆ ବାଇବେଲ
ତୁମ୍ଭମାନଙ୍କ ଗୋବତ୍ସ, ମଷେ, ଛଳେିଙ୍କର ସଂଖ୍ଯା ବିର୍ଦ୍ଧିଷ୍ତୁ ହବେ। ତୁମ୍ଭେ ପ୍ରଚକ୍ସ୍ଟର ପରିମାଣର ସକ୍ସ୍ଟନା ରୂପା ପାଇବ। ତୁମ୍ଭମାନଙ୍କର ଯାହାସବୁ ଅଛି ତାହା ବୃଦ୍ଧି ପାଇବ।
Cross references
ଆଦି ପୁସ୍ତକ 13:1
ତେଣୁ ଅବ୍ରାମ ମିଶର ପରିତ୍ଯାଗ କଲେ। ସେ ତାଙ୍କର ସ୍ତ୍ରୀ ଓ ତାଙ୍କର ସବୁ ନିଜର ସମସ୍ତ ଜିନିଷଧରି ଲୋଟ ସହିତ ନଗେଭେକୁ ୟାତ୍ରା କଲେ।
ଆୟୁବ ପୁସ୍ତକ 1:3
ଆୟୁବ 7 ,000 ମେଣ୍ଢା, 3 ,000 ଓଟ, 1 ,000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା'ର ଅନକେ ଗୁଡ଼ିଏ ଭୃତ୍ଯ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧିଅରେ ସବୁଠାରୁ ବେଶୀ ଧନୀ ଥିଲା।
ଗୀତସଂହିତା 39:6
ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ଯୁପରେ ସେ ସବୁକୁ କିଏ ପାଇବ।
ଲୂକଲିଖିତ ସୁସମାଚାର 12:13
ଜନସମୂହ ମଧ୍ଯରୁ କହେି ଜଣେ ଯୀଶୁଙ୍କୁ କହିଲା, ଗୁରୁ! ଆମ୍ଭର ବାପା ଏବେ ମରିଗଲେ। ଆମ୍ଭ ବାପାଙ୍କ ସମ୍ପତ୍ତିକୁ ଆମ୍ଭ ଭିତ ରେ ଭାଗ କରିବା ପାଇଁ ମାେ ଭାଇକୁ କୁହନ୍ତୁ।