Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:1 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:1 · ଓଡ଼ିଆ ବାଇବେଲ

ତା'ପରେ ସ୍ବର୍ଗ ରେ ଏକ ବିଚିତ୍ର ଚିହ୍ନ ଦଖାଗେଲା। ମୁଁ ଜଣେ ନାରୀଙ୍କୁ ସୂର୍ୟ୍ଯଙ୍କୁ ବସ୍ତ୍ରରୂପେ ଧାରଣ କରିବାର ଦେଖିଲି। ଚନ୍ଦ୍ର ତାହାଙ୍କ ପାଦତଳେ ଥିଲେ। ତାହାଙ୍କ ମସ୍ତକରେ ବାରଟି ନକ୍ଷତ୍ରର ମୁକୁଟ ଥିଲା।

Cross references

ଦିତୀୟ ବଂଶାବଳୀ 32:31

ଥରେ ବାବିଲୀଯ ନେତାମାନେ ହିଜକିଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ସହେି ବାର୍ତ୍ତାବାହକମାନେ ଦେଶ ମଧିଅରେ ଘଟିଥିବା ଏକ ଅଦ୍ଭୁତ ଚିହ୍ନ ସମ୍ବନ୍ଧ ରେ ପଚାରିଲେ। ଯେତବେେଳେ ସମାନେେ ଆସିଲେ ସେତବେେଳେ ହିଜକିଯଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ହିଜକିଯଙ୍କ ହୃଦଯ ରେ ଯାହା କିଛି ଅଛି, ତାହା ଜାଣିବା ନିମନ୍ତେ ପରମେଶ୍ବର ହିଜକିଯଙ୍କୁ ଏକାକୀ ଛାଡ଼ିଗଲେ।

ଗୀତସଂହିତା 84:11

ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।

ଗୀତସଂହିତା 104:2

ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର। ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।

ପରମଗୀତ 6:10

ଏହି ଯେ ଅରୁଣ ତୁଲ୍ଯ ଉଦୀଯମନା, ଚନ୍ଦ୍ରମା ତୁଲ୍ଯ ସୁନ୍ଦରୀ, ସୂର୍ୟ୍ଯ ତୁଲ୍ଯ ବିଶୁଦ୍ଧତା, ଧୂଜା ବିଶିଷ୍ଟ ସୈନ୍ଯତୁଲ୍ଯ ଭୟଙ୍କର, ସେ କିଏ?

ଯିଶାଇୟ 49:14

ମାତ୍ର ସିୟୋନ କ ହେ, ସଦାପ୍ରଭୁ ମାେତେ ପରିତ୍ଯାଗ କରିଛନ୍ତି। ମାରେପ୍ରଭୁ ମାେତେ ଭୁଲି ୟାଇଛନ୍ତି।

ଯିଶାଇୟ 54:5

କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।

ଯିଶାଇୟ 60:1

ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପ ରେ ପ୍ରତିଭାତ ହାଇେଛି।

ଯିଶାଇୟ 60:19

ଦିବସର ସୂର୍ୟ୍ଯ ତୁମ୍ଭର ଜ୍ଯୋତି ହବେ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ଯୋତ୍ସ୍ଲା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ଯୋତି ଓ ତୁମ୍ଭର ପରମେଶ୍ବର ତୁମ୍ଭର ମହିମାସ୍ବରୂପ ହବେେ।

ଯିଶାଇୟ 61:10

ମୁଁ ସଦାପ୍ରଭୁଙ୍କଠା ରେ ଅତିଶଯ ଆନନ୍ଦ କରିବି, ମାରେ ପ୍ରାଣ ମାରେ ପରମେଶ୍ବରଙ୍କଠା ରେ ଉଲ୍ଲସିତ ହବେ ; କାରଣ ବର ଯେପରି ଭୂଷଣ ରେ ନିଜକୁ ଭୂଷିତ କରେ ଓ କନ୍ଯା ଯେପରି ନିଜକୁ ରତ୍ନ ରେ ଭୂଷିତା କରେ ସହେିପରି ସେ ପରିତ୍ରାଣରୂପ ବସ୍ତ୍ର ରେ ମାେତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ର ରେ ମାେତେ ଆବୃତ କରିଅଛନ୍ତି।

ଯିଶାଇୟ 62:3

ଆଉ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତ ରେ ଗୋଟିଏ ସୁନ୍ଦର ମୁକୁଟ ସ୍ବରୂପ ଓ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତ ରେ ଗୋଟିଏ ରାଜକିରୀଟ ସ୍ବରୂପ ହବେ।

ହୋଶେୟ 2:19

ଏବଂ ଆମ୍ଭେ ତୁମ୍ଭକୁ ସବୁଦିନ ପାଇଁ ଆମ୍ଭର ସ୍ତ୍ରୀ କରିବା। ଆମ୍ଭେ ତୁମ୍ଭକୁ ପ୍ ରମେ, ସାଧୁତା, ନ୍ଯାଯ ଓ ଦୟାର ସହିତ ଆମ୍ଭର ସ୍ତ୍ରୀ କରିବା।

ଯିଖରିୟ 9:16

ସଦାପ୍ରଭୁ ସମାନଙ୍କେର ପରମେଶ୍ବର ସମାନଙ୍କେୁ ରକ୍ଷା କରିବେ, ସହେିଦିନ ତାଙ୍କର ଲୋକମାନେ ମଷେପରି ହବେେ। ସମାନେେ ତାଙ୍କ ଦେଶ ରେ ମୁକୁଟର ରତ୍ନ ସ୍ବରୂପ ଝକ୍ମକ କରିବେ।

ମଲାଖୀ 4:2

ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ ରେ ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭମାନେେ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ ହବେ।

ମାଥିଉଲିଖିତ ସୁସମାଚାର 12:38

ତା'ପରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଭିତରୁ କେତକେ ଯୀଶୁଙ୍କୁ କହିଲେ, ଗୁରୁ, ତୁମ୍ଭେ ଆମ୍ଭକୁ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯଟିଏ ଦଖାେଅ।

ମାଥିଉଲିଖିତ ସୁସମାଚାର 24:30

ସତେିକି ବେଳେ ମନୁଷ୍ଯପୁତ୍ରଙ୍କ ଆସିବା ସଙ୍କତେ ଆକାଶ ରେ ଦଖାଦେବେ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକ୍ଶ ରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ଯପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।

ମାର୍କଲିଖିତ ସୁସମାଚାର 13:25

ଆକାଶରୁ ତାରାମାନେ ଖସି ପଡିବେ, ଆକାଶ ରେ ନକ୍ଷତ୍ର ମଣ୍ଡଳର ମହାଶକ୍ତିଗୁଡିକ ଦୋହଲି ୟିବ।' ୟିଶାଇୟ 13:10;34:4

ଲୂକଲିଖିତ ସୁସମାଚାର 21:11

ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନକେ ସ୍ଥାନ ରେ ଘଟିବ। କେତକେ ସ୍ଥାନ ରେ ମରୁଡି ପଡିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚତାବେନୀ ଦବୋ ପାଇଁ ଆକାଶ ରେ ଅନକେ ଆଶ୍ଚର୍ୟ୍ଯ ଜନକ ବିଷୟ ଦଖାୟିବେ।

ଲୂକଲିଖିତ ସୁସମାଚାର 21:25

ସୂର୍ୟ୍ଯ, ଚନ୍ଦ୍ର ଓ ତାରାମାନଙ୍କ ରେ ସଙ୍କତେ ରୂପକ ଅନକେ ଅଦ୍ଭୁତ ବିଷୟ ଘଟିବ। ପୃଥିବୀ ରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ'ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।

ଯୋହନଲିଖିତ ସୁସମାଚାର 3:29

କନ୍ଯା କବଳେ ବରର। ବରକୁ ସାହାୟ୍ଯ କରୁଥିବା ବନ୍ଧୁ ବର ଆସିବା ପର୍ୟ୍ଯନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ବର ଶୁଣି ସହେି ବନ୍ଧୁ ବହୁତ ଖୁସି ହୁଏ। ମୁଁ ଏବେ ସହେି ଭଳି ଆନନ୍ଦ ପାଉଛି। ଏହା ମାରେ ଆନନ୍ଦର ସମୟ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:19

ମୁଁ ଉପରିସ୍ଥ ଆକାଶ ରେ ବିସ୍ମୟଜନକ କାର୍ୟ୍ଯ ଓ ନୀଚ୍ଚସ୍ଥ ପୃଥିବୀ ରେ ରକ୍ତ ନିଆଁ ମେଘ, ଧୂଆଁର ଚିହ୍ନମାନ ଦଖାଇବେି।

ରୋମୀୟଙ୍କ ପ୍ରତି ପତ୍ର 3:22

ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ବିଶ୍ବାସ ଦ୍ବାରା ପରମେଶ୍ବର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠା ରେ ବିଶାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ବର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ।

ରୋମୀୟଙ୍କ ପ୍ରତି ପତ୍ର 13:14

ନିଜର ପାପପୂର୍ଣ ସ୍ବାର୍ଥପର ଇଚ୍ଛାକୁ ତୃପ୍ତି କରିବା ରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:2

ମୁଁ ତୁମ୍ଭ ପ୍ରତି ଇର୍ଷା କରିଲି, ଏହା ପରମେଶ୍ବରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ଯା ହବୋ ପାଇଁ ତାହାଙ୍କଠା ରେ ସମର୍ପିତ କରିବି।

ଗାଲାତୀୟଙ୍କ ପ୍ରତି ପତ୍ର 3:27

ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠା ରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭମାନେେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ।

ଗାଲାତୀୟଙ୍କ ପ୍ରତି ପତ୍ର 6:14

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶ ହିଁ ମାରେ ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠା ରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ଯୁ ଦ୍ବାରା ମାେ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ଯ ଜଗତ ପାଇଁ ମୃତ।

ଏଫିସୀୟଙ୍କ ପ୍ରତି ପତ୍ର 5:25

ହେ ପତିଗଣ ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ ରମେ କରି ତା' ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭମାନେେ ମଧ୍ଯ ସହେିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ ରମେ କର।

ଏଫିସୀୟଙ୍କ ପ୍ରତି ପତ୍ର 5:32

ଏହି ସତ୍ଯଟି ଅତି ମହତ୍ବପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟ ରେ ମୁଁ ଏହା କହୁଅଛି।

ତୀତସଙ୍କ ପ୍ରତି ପତ୍ର 2:11

ଯଦି ତା'ପରେ ମଧ୍ଯ ସେ ପୁନଃ ତର୍କବିତର୍କ କରେ, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସଭେଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:20

ମାରେ ଡ଼ାହାଣ ହାତ ରେ ଯେଉଁ ସାତାଟେି ନକ୍ଷତ୍ର ଦେଖିଲ, ତାହାର ଓ ସାତଟି ସୁନାର ଦୀପରୁଖାର ନିଗୂଢ଼ ଅର୍ଥ ଏହିପରି ଅଟେ : ସାତ ଦୀପରୁଖା ହେଉଛି ସାତାଟେି ମଣ୍ଡଳୀ। ସାତ ନକ୍ଷତ୍ର ହେଉଛନ୍ତି ସାତାଟେି ମଣ୍ଡଳୀର ଦୂତ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:19

ତା'ପରେ ସ୍ବର୍ଗ ରେ ପରମେଶ୍ବରଙ୍କ ମନ୍ଦିର ଖାଲିଗେଲା ଓ ସହେି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦଖାଗେଲା। ଏହି ପବିତ୍ର ସିନ୍ଦୁକରେ ସହେି ଚୁକ୍ତି ଥିଲା, ଯାହାକୁ ପରମେଶ୍ବର ଲୋକମାନଙ୍କୁ ଦଇେଥିଲେ। ତା'ପରେ ସଠାେରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:3

ସ୍ବର୍ଗ ରେ ଅନ୍ୟ ଏକ ଚିହ୍ନ ଦଖାଗେଲା। ସଠାେରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା'ର ସାତାଟେି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡ ରେ ସାତାଟେି ମୁକୁଟ ଥିଲା। ତା'ର ଦଶଟି ଶିଙ୍ଗ ମଧ୍ଯ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:1

ଏହାପରେ ମୁଁ ସ୍ବର୍ଗ ରେ ଗୋଟିଏ ବଡ଼ ଓ ଆଶ୍ଚର୍ୟ୍ଯ ଜନକ ଲକ୍ଷଣ ଦେଖିଲି। ସଠାେରେ ସାତଜଣ ଦୂତ ସମାନଙ୍କେ ହାତ ରେ ସାତାଟେି ଶଷେ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ବରଙ୍କ କୋରଧର ସମାପ୍ତି ଘଟିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:14

ନଗରୀର କାନ୍ଥସବୁ ବାରଟି ମୂଳଦୁଆ ପଥର ଉପରେ ଥିଲା। ସହେି ପଥର ଉପରେ ମଷେଶାବକଙ୍କର ବାର ଜଣ ପ୍ ରରେିତଙ୍କର ନାମ ଲଖାଯାେଇଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:23

ସହେି ନଗରୀକୁ ଆଲୋକ ଦବୋପାଇଁ ସୂର୍ୟ୍ଯ ବା ଚନ୍ଦ୍ରର ଆବଶ୍ଯକତା ନାହିଁ। ପରମେଶ୍ବରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମଷେଶାବକ ସହେି ନଗରୀର ପ୍ରଦୀପ ସ୍ବରୂପ।

Interlinear

Choose Theme