ମାର୍କଲିଖିତ ସୁସମାଚାର 13:25 · ଓଡ଼ିଆ ବାଇବେଲ
ଆକାଶରୁ ତାରାମାନେ ଖସି ପଡିବେ, ଆକାଶ ରେ ନକ୍ଷତ୍ର ମଣ୍ଡଳର ମହାଶକ୍ତିଗୁଡିକ ଦୋହଲି ୟିବ।' ୟିଶାଇୟ 13:10;34:4
Cross references
ଯିଶାଇୟ 34:4
ପୁଣି ଆକାଶ ମଣ୍ଡଳର ସମସ୍ତ ସୈନ୍ଯ କ୍ଷଯପ୍ରାପ୍ତ ହବେେ ଏବଂ ମାେଡ଼ା କାଗଜ ଭଳି ସେ ଗୁଡ଼ାଇ ହାଇେଥିବେ। ଦ୍ରାକ୍ଷାଲତାର ଓ ଡ଼ିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର ସଦୃଶ ସମସ୍ତ ସୈନ୍ଯ ବିହୀନ ହବେେ ଏବଂ ପଡ଼ିଯିବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:13
ପ୍ରବଳ ଝଡ଼ ରେ ଦୋହଲି ଡ଼ିମ୍ବିରି ଗଛରୁ ଅପକ୍ବ ଡ଼ିମ୍ବିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀ ରେ ଝଡ଼ି ପଡ଼ିଲେ।