Home Bibles ଲୂକଲିଖିତ ସୁସମାଚାର 21:11 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 21:11 · ଓଡ଼ିଆ ବାଇବେଲ

ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନକେ ସ୍ଥାନ ରେ ଘଟିବ। କେତକେ ସ୍ଥାନ ରେ ମରୁଡି ପଡିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚତାବେନୀ ଦବୋ ପାଇଁ ଆକାଶ ରେ ଅନକେ ଆଶ୍ଚର୍ୟ୍ଯ ଜନକ ବିଷୟ ଦଖାୟିବେ।

Cross references

ଆୟୁବ ପୁସ୍ତକ 41:9

ତୁମ୍ଭେ କ'ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରିପାରିବ ? ଭୁଲି ୟାଅ ! କୌଣସି ଭରସା ନାହିଁ ! ତା' ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହବେ।

ମାଥିଉଲିଖିତ ସୁସମାଚାର 24:29

ସହେି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:

ଲୂକଲିଖିତ ସୁସମାଚାର 21:25

ସୂର୍ୟ୍ଯ, ଚନ୍ଦ୍ର ଓ ତାରାମାନଙ୍କ ରେ ସଙ୍କତେ ରୂପକ ଅନକେ ଅଦ୍ଭୁତ ବିଷୟ ଘଟିବ। ପୃଥିବୀ ରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ'ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।

Interlinear

Choose Theme