Home Bibles ଯିଶାଇୟ 49:14 · ଓଡ଼ିଆ ବାଇବେଲ
ଯିଶାଇୟ 49:14 · ଓଡ଼ିଆ ବାଇବେଲ

ମାତ୍ର ସିୟୋନ କ ହେ, ସଦାପ୍ରଭୁ ମାେତେ ପରିତ୍ଯାଗ କରିଛନ୍ତି। ମାରେପ୍ରଭୁ ମାେତେ ଭୁଲି ୟାଇଛନ୍ତି।

Cross references

ଗୀତସଂହିତା 13:1

ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ। ମୁଁ ଗୁରୁତ୍ବପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ। ମୁଁ ମହାନ୍ କାର୍ୟ୍ଯ କିଅବା ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ଆଗ୍ରହୀ ହାଇେ ନାହିଁ।

ଗୀତସଂହିତା 22:1

ହେ ମାରେ ପରମେଶ୍ବର, ହେ ମାରେ ସଦାପ୍ରଭୁ, କାହିଁକି ତୁମ୍ଭେ ମାେତେ ପରିତ୍ଯାଗ କଲ ? ତୁମ୍ଭେ ମାେ ନିକଟରୁ ବହୁତ ଦୂରରେ ଥାଇ କିପରି ମାେତେ ସାହାୟ୍ଯ କରିବ। ତୁମ୍ଭେ ମାରେ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ ?

ଗୀତସଂହିତା 31:22

ମୁଁ ଭୟଭୀତ ହାଇେ ପଡ଼ିଲି ଓ ମୁଁ କହିଲି, ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ବର ମାେତେ ଦେଖିପାରିବେ ନାହିଁ। କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ ପରମେଶ୍ବର ତୁମ୍ଭେ ସହାୟତା ପାଇଁ ମାରେ ଡ଼ାକ ଶୁଣିଲ।

ଗୀତସଂହିତା 77:6

ରାତିରେ ମୁଁ ନିଜ ଗୀତ ବିଷଯରେ ଭାବିଲି। ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ। ମାରେ ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।

ଗୀତସଂହିତା 89:38

କିନ୍ତୁ ହେ ପରମେଶ୍ବର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କୋର୍ଧ ହାଇେଅଛି, ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ଯାଗ କରିଅଛ।

ଯିଶାଇୟ 40:27

ହେ ଯାକୁବ, ତୁମ୍ଭେ କାହିଁକି ଅଭିଯୋଗ କରୁଛ ? ହେ ଇଶ୍ରାୟେଲ, ତୁମ୍ଭେ କାହିଁକି ଏହା ପ୍ରଚାର କରୁଛ ? ମାରେପଥ, ସଦାପ୍ରଭୁଙ୍କଠାରୁ ଗୁପ୍ତ ବୋଲି ଓ ମାରେ ବିଚାର ପରମେଶ୍ବରଙ୍କର ଜ୍ଞାନର ଅତୀତ ବୋଲି କହୁଅଛି।'

ଯିଶାଇୟ 54:6

କାରଣ ତୁମ୍ଭ ପରମେଶ୍ବର କୁହନ୍ତି, ତ୍ଯକ୍ତା ଓ ମନୋଦୁଃଖିନୀ ଭାର୍ୟ୍ଯା କିମ୍ବା ୟୌବନକାଳୀନ ପରିତ୍ଯକ୍ତା ଭାର୍ୟ୍ଯାପରି ସଦାପ୍ରଭୁ ତୁମ୍ଭକୁ ଆହ୍ବାନ କରିଅଛନ୍ତି।

ଯିରିମିୟ 23:39

ମାତ୍ର ତୁମ୍ଭମାନେେ ଆମ୍ଭର ବାକ୍ଯକୁ ଭାରୋକ୍ତି ବୋଲି କହିଲ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବା। ପୁଣି ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଯେଉଁ ନଗର ଦଇେଅଛୁ, ତାହାକୁ ଆମ୍ଭ ସମ୍ମୁଖରୁ ଦୂର କରିବା।

ଯିରିମିୟ 31:3

ସଦାପ୍ରଭୁ ତାକୁ ବହୁଦୂର ସ୍ଥାନରୁ ଦର୍ଶନ ଦେଲେ ଓ କହିଲେ, ଆମ୍ଭେ ଚିରସ୍ଥାଯୀ ଭାବରେ ତୁମ୍ଭକୁ ପ୍ ରମେ କରି ଆସିଛୁ। ଏଣୁ ସ୍ନହପେୂର୍ଣ୍ଣ କରୁଣା ରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିବା।

ଯିରିମିୟଙ୍କ ବିଳାପ 5:20

ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ଯାଗ କରିଅଛ?

ରୋମୀୟଙ୍କ ପ୍ରତି ପତ୍ର 11:1

ତା' ହେଲେ ମୁଁ ପ୍ରଶ୍ନ କରୁଛି: କଣ ପରମେଶ୍ବର ନିଜ ଲୋକମାନଙ୍କୁ ପରିତ୍ଯାଗ କରନ୍ତି କି? ନା! ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ଅବ୍ରାହାମଙ୍କ ପରିବାରର ଅଟେ। ବିନ୍ଯାମୀନଙ୍କ ଗୋଷ୍ଠୀ ରେ ଜାତ।

Interlinear

Choose Theme