Home Bibles ମାଥିଉଲିଖିତ ସୁସମାଚାର 24:30 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 24:30 · ଓଡ଼ିଆ ବାଇବେଲ

ସତେିକି ବେଳେ ମନୁଷ୍ଯପୁତ୍ରଙ୍କ ଆସିବା ସଙ୍କତେ ଆକାଶ ରେ ଦଖାଦେବେ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକ୍ଶ ରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ଯପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।

Cross references

ଦାନିଏଲ 7:13

ଆଉ ମୁଁ ରାତ୍ରି ରେ ଦର୍ଶନ ରେ ଦେଖିଲି, ମନୁଷ୍ଯ ସଦୃଶ କହେି ଆକାଶ ରେ ମେଘ ରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପ ରେ ସହେି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସମାନେେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।

ଯିଖରିୟ 12:10

ଆମ୍ଭେ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ ରେ ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। ସମାନେେ ଆମ୍ଭକୁ ଦେଖିବେ, ଯାହାକୁ ସମାନେେ ବିନ୍ଧି କଲେ। ଏବଂ ସମାନେେ ଶାେକ କରିବେ। ସମାନେେ ଏପରି ଶାେକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ ରେ ଜଣେ ଯେପରି ଶାେକ କରେ। ସମାନେେ ବ୍ଯାକୁଳ ହାଇେ କାନ୍ଦିବେ, ଯେପରି ଜଣେ ଜେଷ୍ଠପୁତ୍ରର ମୃତ୍ଯୁ ରେ କାନ୍ଦନ୍ତି।

ମାଥିଉଲିଖିତ ସୁସମାଚାର 16:27

ମନୁଷ୍ଯପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ବର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ଯପୁତ୍ର ପ୍ରେତ୍ୟକକ ଲୋକକୁ ତାର କର୍ମ ଅନୁସାରେ ଫଳ ଦବେେ।

ମାଥିଉଲିଖିତ ସୁସମାଚାର 24:3

ପରେ ଯେତବେେଳେ ଯୀଶୁ ଜୀତ ପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ଯମାନେ ସେ ଏକାନ୍ତ ରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କବେେ ଘଟିବ? କେଉଁ ସଙ୍କତେ ଦଖାଇବେ ଯେ ଆପଣଙ୍କ ପୁନର୍ବାର ଆସିବ ଓ ଜଗତର ଅନ୍ତ ହବୋ ସମୟ ହେଲାଣି?

ମାଥିଉଲିଖିତ ସୁସମାଚାର 26:64

ଯୀଶୁ କହିଲେ, ହଁ, ମୁଁ ପରମେଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ଭବିଷ୍ଯତ ରେ ମନୁଷ୍ଯପୁତ୍ରଙ୍କୁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କ ଡ଼ାହାଣ ପଟେ ବସିଥିବାର ଓ ଆକାଶର ମେଘମାଳା ରେ ଆସୁଥିବାର ଦେଖିବ।

ମାର୍କଲିଖିତ ସୁସମାଚାର 13:4

ଏ ସବୁ କବେେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହାଇଗେଲା ବୋଲି, କ'ଣ କ'ଣ ଚିହ୍ନ ମାନ ଦଖାେ ୟିବ?

ମାର୍କଲିଖିତ ସୁସମାଚାର 13:26

ସେତବେେଳେ ଲୋକେ ମନୁଷ୍ଯପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧିଅରେ ଆସିବାର ଦେଖିବେ।

ମାର୍କଲିଖିତ ସୁସମାଚାର 14:62

ଯୀଶୁ ଉତ୍ତର ଦେଲେ, ହଁ ମୁଁ ପରମେଶ୍ବରଙ୍କ ପୁତ୍ର। ଏବଂ ଭବିଷ୍ଯତ ରେ ତୁମ୍ଭେ ମନୁଷ୍ଯପୁତ୍ରଙ୍କୁ ସହେି ସର୍ବଶକ୍ତିମାନଙ୍କ ଡାହାଣ ପଟେ ବସିଥିବାର ଏବଂ ସ୍ବର୍ଗର ମେଘମାଳା ମଧିଅରେ ଆସୁଥିବାର ଦେଖିବ।

ଲୂକଲିଖିତ ସୁସମାଚାର 21:27

ସେତବେେଳେ ଲୋକେ ମନୁଷ୍ଯ ପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ।

ଲୂକଲିଖିତ ସୁସମାଚାର 22:69

କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ଯପୁତ୍ର ପରମେଶ୍ବରଙ୍କ ସିଂହାସନ ରେ ଡାହାଣ ପଟେ ବସିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:11

ସହେି ଦୁଇଜଣ ପୁରୁଷ ପ୍ ରରେିତମାନଙ୍କୁ କହିଲେ, ହେ ଗାଲିଲୀର ଲୋକେ, ତୁମ୍ଭମାନେେ ଏଠା ରେ ଠିଆ ହାଇେ ଆକାଶ ଆଡ଼େ କାହିଁକି ଚାହିଁଛ? ଏହି ଯୀଶୁଙ୍କୁ ଯେପରି ତୁମ୍ଭମାନଙ୍କ ମଧ୍ଯରୁ ଉଠାଇ ନିଆଗଲା, ସେ ସ୍ବର୍ଗକୁ ଗଲେ ଓ ତୁମ୍ଭମାନେେ ତାହାଙ୍କୁ ଉପରକୁ ୟିବାର ଯେପରି ଦେଖିଲ, ସହେିପରି ସେ ପୁଣି ଫରେିଆସିବେ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:7

ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ଯ ଶାନ୍ତି ଦବେେ। ଯେତବେେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ବର୍ଗଦୂତମାନଙ୍କ ସହିତ ସ୍ବର୍ଗରୁ ଆସିବେ, ସେତବେେଳେ ପରମେଶ୍ବର ଆମ୍ଭର ଦୁଃଖ ଉପଶମ କରି ଦବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:7

ଦେଖ, ଯୀଶୁ ମେଘମାଳା ରେ ଆସୁଅଛନ୍ତି। ପ୍ରେତ୍ୟକକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ଯ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନ ରେ ଉଚ୍ଚସ୍ବର ରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।

Interlinear

Choose Theme