ତା'ପରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଭିତରୁ କେତକେ ଯୀଶୁଙ୍କୁ କହିଲେ, ଗୁରୁ, ତୁମ୍ଭେ ଆମ୍ଭକୁ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯଟିଏ ଦଖାେଅ।
Cross references
ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋକୁ କହିଲେ, କାରଣ ଯୀଶୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ ଫଳ ରେ ପ୍ରମାଣିତ ହାଇେ ପାରିବ ଯେ ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି।
ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଚାରିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କୁ, ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ୟ୍ଯ-କର୍ମ କରିବାକୁ କହିଲେ।
ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ସମାନେେ ଯୀଶୁଙ୍କୁ ସ୍ବର୍ଗର କୌଣସି ଚିହ୍ନ ଦଖାଇବୋକୁ କହିଲେ।
ଧୀ ରେ ଧୀ ରେ ଭିଡ ବଢିବାକୁ ଲାଗିଲା। ଯୀଶୁ କହିଲେ, ବର୍ତ୍ତମାନ ୟୁଗର ଲୋକେ ବଡ ମନ୍ଦ। ସମାନେେ ପରମେଶ୍ବରଙ୍କଠାରୁ ପ୍ରମାଣ ସ୍ବରୁପ ଏକ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ବରୂପ କୌଣସି ଆଶ୍ଚର୍ୟ୍ଯକର୍ମ ଦଖାଇେ ଦିଆୟିବ ନାହିଁ। ୟୂନସଙ୍କ ସମ୍ବନ୍ଧ ରେ ଘଟିଥିବା ଆଶ୍ଚର୍ୟ୍ଯକର୍ମ ହେଉଛି ଏକମାତ୍ର ଚିହ୍ନ।
ଯୀହୂଦୀମାନେ ଯୀଶୁଙ୍କୁ କହିଲେ, ଆମ୍ଭକୁ ଚିହ୍ନ ସ୍ବରୂପେ ଏକ ଆଶ୍ଚର୍ୟ୍ଯ କାର୍ୟ୍ଯ କରି ଦଖାେଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।
ଯୀଶୁ ତାହାଙ୍କୁ କହିଲେ, ତୁମ୍ଭମାନେେ ଅଲୌକିକ ଓ ଅଶ୍ଚର୍ୟ୍ଯଜନକ କାର୍ୟ୍ଯମାନ ନ ଦେଖିଲେ ତୁମ୍ଭମାନେେ ମାେତେ ବିଶ୍ବାସ କରିବ ନାହିଁ।
ତେଣୁ ଲୋକମାନେ ପଚାରିଲେ, ତୁମ୍ଭକୁ ଯେ ପରମେଶ୍ବର ପଠାଇଛନ୍ତି, ଏକଥା ତୁମ୍ଭେ କେଉଁ ଆଶ୍ଚର୍ୟ୍ଯକାର୍ୟ୍ଯ ଦ୍ବାରା ପ୍ରମାଣ କରି ଦଖାଇବେ? ତୁମ୍ଭେ ଯଦି କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଆମ୍ଭକୁ କରି ଦଖାଇବେ, ତବେେ ଆମ୍ଭେ ତୁମ୍ଭକୁ ବିଶ୍ବାସ କରିବୁ। ତୁମ୍ଭେ କ'ଣ କରିବ?
ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ୟ୍ଯ କର୍ମ ଦେଖିବାକୁ ଚାହାଁନ୍ତି, ଓ ଗ୍ରୀକ୍ମାନେ ଜ୍ଞାନ ଚାହାଁନ୍ତି।