Home Bibles ଏଫିସୀୟଙ୍କ ପ୍ରତି ପତ୍ର 5:32 · ଓଡ଼ିଆ ବାଇବେଲ
ଏଫିସୀୟଙ୍କ ପ୍ରତି ପତ୍ର 5:32 · ଓଡ଼ିଆ ବାଇବେଲ

ଏହି ସତ୍ଯଟି ଅତି ମହତ୍ବପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟ ରେ ମୁଁ ଏହା କହୁଅଛି।

Cross references

ଗୀତସଂହିତା 45:9

ତୁମ୍ଭ ବିବାହରେ ୟୋଗ ଦଇେଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି। ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାଶର୍‌ବରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଓ ପୋଷାକ ପିନ୍ଧି ଛିଡ଼ା ହାଇେଛନ୍ତି।

ପରମଗୀତ 1:1

ଶ ଲୋମନଙ୍କର ପରମଗୀତର ଗୀତଗୁଡ଼ିକ।

ଯିଶାଇୟ 54:5

କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।

ଯିଶାଇୟ 62:4

ତୁମ୍ଭର 'ଦେଶ ପରିତ୍ଯକ୍ତା ବୋଲି' ନାମିତ ହବେ ନାହିଁ ; କିମ୍ବା ତୁମ୍ଭର ଦେଶକୁ କହେି ଅନାଥିନୀ' ବୋଲି ଜାଣିବେ ନାହିଁ। ମାତ୍ର ତୁମ୍ଭର ଦେଶ ବରଂ 'ପରମେଶ୍ବରଙ୍କ କନ୍ଯା' ରୂପେ ବିବଚେିତ ହବେ ଏବଂ ମାରେ ଉଲ୍ଲାସ ତାହାର ମଧ୍ଯ ହାଇେଅଛି' କାରଣ ସଦାପ୍ରଭୁ ତୁମ୍ଭ ଉପ ରେ ସନ୍ତାଷେ ଅଛନ୍ତି।

ଯୋହନଲିଖିତ ସୁସମାଚାର 3:29

କନ୍ଯା କବଳେ ବରର। ବରକୁ ସାହାୟ୍ଯ କରୁଥିବା ବନ୍ଧୁ ବର ଆସିବା ପର୍ୟ୍ଯନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ବର ଶୁଣି ସହେି ବନ୍ଧୁ ବହୁତ ଖୁସି ହୁଏ। ମୁଁ ଏବେ ସହେି ଭଳି ଆନନ୍ଦ ପାଉଛି। ଏହା ମାରେ ଆନନ୍ଦର ସମୟ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:2

ମୁଁ ତୁମ୍ଭ ପ୍ରତି ଇର୍ଷା କରିଲି, ଏହା ପରମେଶ୍ବରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ଯା ହବୋ ପାଇଁ ତାହାଙ୍କଠା ରେ ସମର୍ପିତ କରିବି।

ଏଫିସୀୟଙ୍କ ପ୍ରତି ପତ୍ର 6:19

ମାେ ପାଇଁ ମଧ୍ଯ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହାଇେ, ସୁସମାଚାରର ନିଗୂଢ଼ ସତ୍ଯ ପ୍ରକାଶ କରିପା ରେ, ସେଥିନିମନ୍ତେ ପରମେଶ୍ବର ମାେତେ ତାହାଙ୍କର ବାକ୍ଯ ପ୍ରଦାନ କଲେ।

କଲସୀୟଙ୍କ ପ୍ରତି ପତ୍ର 2:2

ମୁଁ ଇଚ୍ଛା କରେ ଯେ ସମାନେେ ପ୍ ରମେ ରେ ବାନ୍ଧି ହାଇେ ଶକ୍ତିଶାଳୀ ହୁଅନ୍ତୁ। ମୁଁ ଏହା ମଧ୍ଯ ଇଚ୍ଛା କରେ ଯେ ସମାନେେ ବୋଧଶକ୍ତି ଦ୍ବାରା ପ୍ରାପ୍ତ ଦୃଢ଼ ବିଶ୍ବାସ ରେ ଧନୀ ହୁଅନ୍ତୁ। ମାରଇେଚ୍ଛା ଯେ ତୁମ୍ଭମାନେେ ପରମେଶ୍ବରଙ୍କ ଦ୍ବାରା ଜ୍ଞାତ କରାଯାଇଥିବା ଗୁପ୍ତ ସତ୍ଯ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପୂର୍ଣ୍ଣ ଭାବରେ ଜାଣ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3:8

ସହେିପରି ମଣ୍ଡଳୀ ରେ ନିୟୁକ୍ତି ପାଇଥିବା ସ୍ବତନ୍ତ୍ର ସବେକଗଣ ଏଭଳି ଲୋକ ହାଇେଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସମାନେେ ଯାହା କହନ୍ତି, ତାହା ବିଶ୍ବାସ ଯୋଗ୍ଯ ହବୋ ଉଚିତ। ଅଧିକ ଦ୍ରାକ୍ଷାରସ ପିଇବା ରେ ନିଜ ସମୟ କାଟିବା ଉଚିତ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହବୋକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସମାନେେ ହାଇେ ନ ଥିବେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3:16

ଏଥି ରେ ସନ୍ଦହେ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ଯ ଏହା ଯେ,

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:7

ଆସ, ଆମ୍ଭମାନେେ ଆନନ୍ଦ ଉଲ୍ଲାସ କରିବା ଓ ପରମେଶ୍ବରଙ୍କୁ ଗୌରବ ଦବୋ ! ଯେ ହତେୁ ' ମଷେଶାବକଙ୍କର ବିବାହ ଉତ୍ସବର ସମୟ ଆସି ଉପସ୍ଥିତ ଓ ତାହାଙ୍କର କନ୍ଯା ନିଜକୁ ପ୍ରସ୍ତୁତ କରି ସାରିଛି ; ତେଣୁ ଆମ୍ଭମାନେେ ତାହାଙ୍କୁ ଗୌରବ ଦବୋ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:2

ତା'ପରେ ମୁଁ ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ୟିରୁଶାଲମ ଅଟେ। ବର ପାଇଁ କନ୍ଯା ଯେପରି ସୁସଜ୍ଜିତା ହାଇେଥାଏ, ଠିକ୍ ସହେିପରି ଏହା ପ୍ରସ୍ତୁତ ଥିଲା।

Interlinear

Choose Theme