Home Bibles ହିତୋପଦେଶ 24 · ଓଡ଼ିଆ ବାଇବେଲ ||

ହିତୋପଦେଶ

Chapter 24

ଓଡ଼ିଆ ବାଇବେଲ
1ମନ୍ଦ ଲୋକମାନଙ୍କ ପ୍ରତି ଇର୍ଷା କର ନାହିଁ। ସମାନଙ୍କେର ମଧ୍ଯ ସାଙ୍ଗ ହୁଅ ନାହିଁ। 2ସମାନେେ ମନ ରେ ଦୌରାତ୍ମ୍ଯ କଳ୍ପନା କରନ୍ତି। ସମାନେେ ଅନିଷ୍ଟ କରିବା ପାଇଁ କହନ୍ତି। 3ବୁଦ୍ଧି ଓ ଜ୍ଞାନଦ୍ବାରା ଉତ୍ତମ ଗୃହ ନିର୍ମିତ ହୁଏ। 4ଜ୍ଞାନ ରେ ତାହାର କଠାେରୀ ସବୁ ବହୁମୂଲ୍ଯ ଓ ମନୋରମ ବସ୍ତ୍ର ରେ ପରିପୂର୍ଣ୍ଣ ହୁଏ। 5ଜ୍ଞାନବାନ ଲୋକମାନେ ବଳବାନ୍ ଅଟନ୍ତି। ଏବଂ ବିଦ୍ବାନ୍ ଲୋକମାନେ ବଳ ବଢ଼ାନ୍ତି। 6ୟୁଦ୍ଧ କରିବା ପୂର୍ବରୁ ଯତ୍ନ ରେ ଯୋଜନା କରିବା ଉଚିତ୍। ଯଦି ତୁମ୍ଭେ ୟୁଦ୍ଧ ରେ ଜଯ କରିବାକୁ ଚାହଁ, ତୁମ୍ଭମାନଙ୍କର ନିଶ୍ଚିତ ଉତ୍ତମ ଉପଦେଷ୍ଟା ରହିବା ଉଚିତ। 7ଅଜ୍ଞାନ ଲୋକମାନେ ଜ୍ଞାନକୁ ବୁଝିପାରନ୍ତି ନାହିଁ। ଯେତବେେଳେ ଲୋକମାନେ ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତା କରନ୍ତି ବୋକାମାନେ ନୀରବ ରୁହନ୍ତି। 8ଯେଉଁ ଲୋକମାନେ ମନ୍ଦକାର୍ୟ୍ଯ କରିବାକୁ ଯୋଜନା କରନ୍ତି, ଲୋକମାନେ ସମାନଙ୍କେୁ କୁସନ୍ଧାନୀ ବୋଲି କହିବେ। ଏବଂ ସମାନେେ ତୁମ୍ଭମାନଙ୍କର କଥା ଶୁଣିବେ ନାହିଁ। 9ନିର୍ବୋଧ ଲୋକମାନେ ଯାହାସବୁ ଯୋଜନା କରନ୍ତି, ତାହା ପାପ। ଲୋକମାନେ ସହେି ଲୋକକୁ ଘୃଣା କରନ୍ତି ୟିଏ ଅନ୍ୟମାନଙ୍କଠାରୁ ନିଜକୁ ଉତ୍ତମ ବୋଲି ବିବଚେନା କରେ। 10ବିପଦ ଦିନ ରେ ତୁମ୍ଭେ ଯଦି ଭୀରୁ ଦଖାଇବେ, ତବେେ ତୁମ୍ଭର ଶକ୍ତି କ୍ଷୀଣ ହବେ। 11ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ଯା କରିବାକୁ, ତବେେ ତୁମ୍ଭେ ତାଙ୍କୁ ରକ୍ଷା କର। 12ତୁମ୍ଭେ ଏପରି କୁହ ନାହିଁ, ଏହା ମାରେ କର୍ତ୍ତବ୍ଯ ନୁହେଁ। ଯେ ହତେୁ ସଦାପ୍ରଭୁ ସମସ୍ତ ବିଷଯ ଜାଣନ୍ତି। ସଦାପ୍ରଭୁ ତୁମ୍ଭର ପ୍ରେତ୍ୟକକ କର୍ମକୁ ଦେଖୁଛନ୍ତି। ତୁମ୍ଭେ କ'ଣସବୁ କରୁଅଛ। ତେଣୁ ସଦାପ୍ରଭୁ ତୁମ୍ଭର ଉତ୍ତମ କାର୍ୟ୍ଯ ପାଇଁ ତୁମ୍ଭକୁ ପୁରସ୍କୃତ କରିବେ। 13ହେ ମାରେ ପୁତ୍ର, ତୁମ୍ଭେ ମହୁ ଖାଅ। ଯେ ହତେୁ ତାହା ଭଲ। ତୁମ୍ଭେ ମଧୁ ଚାଖି ଖାଅ, ଯେ ହତେୁ ତାହା ତୁମ୍ଭକୁ ସୁସ୍ବାଦୁ ଲାଗିବ। 14ଠିକ୍ ସହେିପରି ଭାବରେ ଜ୍ଞାନ ତୁମ୍ଭମାନଙ୍କର ପ୍ରାଣ ପାଇଁ ମହୁପରି ଅଟେ। ଯଦି ତୁମ୍ଭେ ଜ୍ଞାନ ଆହରଣ କର, ତବେେ ତୁମ୍ଭର ଭବିଷ୍ଯତ୍ ରହିବ ଏବଂ ତୁମ୍ଭର ଆଶା କବେେ ଶଷେ ହବେ ନାହିଁ। 15ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧ ରେ ଓଗାଳି ବସ ନାହିଁ। ତାହାର ବିଶ୍ରାମ ସ୍ଥାନ ଲୁଟ କର ନାହିଁ। 16ଧାର୍ମିକମାନେ ସାତଥର ପଡ଼ିଲେ ହେଁ ପୁନର୍ବାର ଉଠନ୍ତି। ମାତ୍ର ଦୁଷ୍ଟମାନେ ବିପଦ ରେ ପରାସ୍ତ ହୁଅନ୍ତି। 17ଯେତବେେଳେ ତୁମ୍ଭର ଶତ୍ରୁ ସମସ୍ଯା ରେ ଅଛି, ତୁମ୍ଭେ ହସ ନାହିଁ, ଯେତବେେଳେ ସେ ପଡ଼ିୟାଏ, ସହେି ସମୟରେ ମଧ୍ଯ ତୁମ୍ଭେ ଖୁସି ହୁଅ ନାହିଁ। 18ଯଦି ତୁମ୍ଭେ ଏପରି କର, ତାହା ମଧ୍ଯ ସଦାପ୍ରଭୁ ଦେଖିବେ। ସଦାପ୍ରଭୁ ଏପରି କର୍ମ ରେ ତୁମ୍ଭମାନଙ୍କ ପ୍ରତି ଖୁସି ହବେେ ନାହିଁ। ଏହାପ ରେ ସଦାପ୍ରଭୁ ତୁମ୍ଭର ଶତ୍ରୁକୁ ସାହାୟ୍ଯ କରିପାରନ୍ତି। 19ମନ୍ଦକର୍ମକାରୀମାନଙ୍କ ସକାେଶ ନିଶ୍ଚିତ ହୁଅନ୍ତି ନାହିଁ। ଏବଂ ଦୁଷ୍ଟମାନଙ୍କ ପ୍ରତି ଇର୍ଷା କର ନାହିଁ। 20ମନ୍ଦ ଲୋକମାନଙ୍କର କୌଣସି ଭବିଷ୍ଯତ୍ ନାହିଁ। ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାୟିବ। 21ହେ ମାରେ ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର। ସହେି ଲୋକମାନଙ୍କ ସହିତ ଜଡିତ ହୁଅ ନାହିଁ। ଯେଉଁମାନେ ସମାନଙ୍କେର ବିପକ୍ଷ ରେ ଅଛନ୍ତି। 22କାରଣ ସମାନଙ୍କେର ହଠାତ୍ ବିପଦ ଘଟିବ। ତୁମ୍ଭେ ଜାଣ ନାହିଁ ସଦାପ୍ରଭୁ ଏବଂ ରାଜା ସମାନଙ୍କେର ଶତ୍ରୁମାନଙ୍କ ପାଇଁ କି ବିପଦ ଆଣନ୍ତି। 23ଏହିସବୁ ମଧ୍ଯ ଜ୍ଞାନୀମାନଙ୍କର କଥା ଅଟେ ; 24ସହେି ଧାର୍ମିକ ୟିଏ ଏକ ଦୋଷୀ ମନୁଷ୍ଯକୁ କ ହେ, 'ତୁମ୍ଭେ ନିରୀହ ଅଟ,' ଲୋକମାନେ ତାଙ୍କୁ ଅଭିଶାପ ଦବେେ। ଏପରିକି ଅନ୍ୟ ଗୋଷ୍ଠୀଯମାନେ ନିନ୍ଦା କରିବେ। 25ଯେଉଁମାନେ ନିଜର ଦୋଷକୁ ସାବ୍ଯସ୍ତ କରନ୍ତି, ସମାନେେ ଧନବାନ୍ ହୁଅନ୍ତି। ସମାନେେ ଭଲ ଆଶୀର୍ବାଦ ଲାଭ କରନ୍ତି। 26ୟିଏ ଯଥାର୍ଥ ଉତ୍ତର ଦିଏ ଲୋକମାନଙ୍କୁ ଆନନ୍ଦ ଦିଏ। ଏହା ଓଠ ରେ ଚୁମ୍ବନ ତୁଲ୍ଯ। 27ବାହା ରେ ତୁମ୍ଭ କାର୍ୟ୍ଯର ଆଯୋଜନ କର। ଆପଣା ନିମନ୍ତେ ସହେି କ୍ଷେତ୍ର ପ୍ରସ୍ତୁତ କର। ଏହାପ ରେ ଆପଣା ଗୃହ ନିର୍ମାଣ କର। 28ଏକ ଯଥାର୍ଥ କାରଣ ବିନା ତୁମ୍ଭର ପ୍ରତିବେଶୀର ବିପକ୍ଷ ରେ ସାକ୍ଷୀ ହୁଅ ନାହିଁ। ମିଥ୍ଯା କୁହ ନାହିଁ। 29 ସେ ମାେପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସପରେି କରିବି ଓ ତାହାର କର୍ମାନୁସା ରେ ମୁଁ ତାହାକୁ ପ୍ରତିଫଳ ଦବେି, ଏପରି କୁହ ନାହିଁ। 30ମୁଁ ଅଳସୁଆର କ୍ଷେତ୍ର ଓ ନିର୍ ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ଦଇେ ଗଲି। 31ମୁଁ ଦେଖିଲି ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି। ବିଛୁଆତି ତହିଁ ଉପ ରେ ବଢ଼ିଅଛି। ତହିଁର ପଥର ପ୍ରାଚୀର ସବୁ ଭାଙ୍ଗିଅଛି। 32ତେଣୁ ମୁଁ ଅନାଇଲି, ପୁଣି ମନୋୟୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି। 33ଦିନ ବେଳେ ଗଡିପଡ଼ି ତୁମ୍ଭର ହାତକୁ ବିଶ୍ରାମ ଦଇେ ତୁମ୍ଭେ ଯଦି ଶାଇେ ରୁହ, 34ତବେେ ଦରିଦ୍ରତା ତୁମ୍ଭ ଉପରକୁ ଖଳବ୍ଯକ୍ତି ତୁଲ୍ଯ ଏବଂ ତୁମ୍ଭର ଅଭାବ ସସଜ୍ଜ ଲୋକ ପରି ଆସିବ। ଯେଉଁଗୁଡ଼ିକୁ ତୁମ୍ଭେ ପରାସ୍ତ କରିବାକୁ ଅସମର୍ଥ ହବେ।

Choose Theme