ମୁଁ ଦେଖିଲି ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି। ବିଛୁଆତି ତହିଁ ଉପ ରେ ବଢ଼ିଅଛି। ତହିଁର ପଥର ପ୍ରାଚୀର ସବୁ ଭାଙ୍ଗିଅଛି।
Cross references
ଏହାପର ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ କହିଲେ, ମୁଁ ତୁମ୍ଭକୁ ସହେି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦଇେଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସହେି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ଥ ହେଲା, ତୁମ୍ଭେ ତୁମ୍ଭର ୟାବଜ୍ଜୀବନ କ୍ଲେଶ ରେ ତହିଁରୁ ଭକ୍ଷ କରିବ।
ଯଦି ମୁଁ କବେେ ବି ସହେିସବୁ ଭୁଲ୍ କାମ କରିଥାଏ, ତବେେ ମାେ ଜମି ରେ ଗହମ ଓ ୟଅ ବଦଳ ରେ କଣ୍ଟା ଓ ବାଳୁଙ୍ଗା ଉଠୁ। ଏବଂ ତା'ପରେ ଆୟୁବର କଥା ସମାପ୍ତ ହେଲା।
ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସା ରେ ଫଳ ଭୋଗ କରେ।
ସଦାପ୍ରଭୁ ବିଷଯକ ଭୟ ଜୀବନଦାୟକ, ତାହା ଯେଉଁ ଲୋକଠା ରେ ଥାଏ, ସେ ଶାନ୍ତି ରେ ବାସ କରିପାରିବ। ବିପଦ ତା'ର ନିକଟରେ ୟାଇ ପାରିବ ନାହିଁ।
ଜଣେ ଅଳସୁଆ ତା'ର ଅଳସୁଆପଣ ଯୋଗୁଁ ଶସ୍ଯ ବୁଣେ ନାହିଁ। କିନ୍ତୁ ଫସଲ କଟା ସମୟରେ ସେ ଫସଲ ଖାଜେିଲେ ପାଏ ନାହିଁ।
ଆଳସ୍ଯ ଲୋକ କ ହେ, ବାହା ରେ ସିଂହ ଅଛି। ମୁଁ ସଡ଼କରେ ହତ ହବେି।
ମାତାଲମାନେ ଓ ପଟେୁ ଦରିଦ୍ର ପିଡ଼ୀତ ହବେ। ପୁଣି ସମାନଙ୍କେୁ ଚିରା ବସ୍ତ୍ର ରେ ଘାଡ଼ୋଇ ଦିଏ।
ଆଳସ୍ଯ ଛାତକୁ ଭୁଷୁଡ଼ାଇ ଦିଏ, ପୁଣି ଗୃହ ରେ ଛିଦ୍ର ହୁଏ।
ବର୍ତ୍ତମାନ ମୁଁସମାର ଦ୍ରାକ୍ଷାକ୍ଷଲତ ପାଇଁ କ'ଣ କରିବି ତାହା ତୁମ୍ଭମାନଙ୍କୁ କହିବି।
ସମାରସସହି ଦ୍ରାକ୍ଷାକ୍ଷଲତକୁ ଉଜାଡ଼ି ନଲବି।ସକୗଣସି ବ୍ଯକ୍ତିସସ ଗଛ ଗୁଡ଼ିକର ଯତ୍ନ ନଲବ ନାହିଁ କିମ୍ବାସସହି କ୍ଷଲତସରସକହି କୋଡ଼ାକୋଡ଼ି କରିଲବ ନାହିଁ।ସସଠାସର କଣ୍ଟା ଓ ଅନାବନା ଘାସ ଜନ୍ମିବ।ସସହି କ୍ଷଲତସର ବର୍ଷାଜଳ ନ ପଡ଼ିବା ପାଇଁ ମୁଁ ମଲଘକୁ ଆଲଦଶସଦବି।
କାରଣ ସଦାପ୍ରଭୁ ଯିହୁଦା ଓ ୟିରୁଶାଳମର ଲୋକମାନଙ୍କୁ ଏହିକଥା କହନ୍ତି,
ଆଉ କିଛି ବୀଜ କଣ୍ଟା ବୁଦା ରେ ପଡିଗଲା। କଣ୍ଟାବୁଦା ବଢି ୟିବାରୁ ଗ୍ଭରା ଗଛକୁ ଚାପି ଦଲୋ।
କଣ୍ଟାବୁଦା ରେ ପଡିଯାଇଥିବା ବୀଜର ଅର୍ଥ କ'ଣ? ମଞ୍ଜିଟି ସହେି ଲୋକ ଯେ ସୁସମାଚାର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମାହେ ଲାଗି ସୁସମାଚାରକୁ ତା ଭିତ ରେ ବଢିବାକୁ ଦିଏନାହିଁ, ସେ ବ୍ଯକ୍ତି କବେେ ସଫଳ ହାଇପୋ ରେ ନାହିଁ।
କିନ୍ତୁ ଯଦି ସହେି କ୍ଷେତ୍ର କଣ୍ଟା ଓ ଅନାବନା ଘାସ ଉତ୍ପନ୍ନ କରେ, ତା' ହେଲେ ତାହା ଅକାମୀ ଅଟେ। ସହେି ଭୂମି ପରମେଶ୍ବରଙ୍କ ଦ୍ବାରା ଅଗ୍ରାହ୍ଯ ହାଇେ ଅଭିଶପ୍ତ ହୁଏ, ଓ ଶଷେ ରେ ତାହା ଅଗ୍ନି ଦ୍ବାରା ବିନଷ୍ଟ ହବେ।