ମନ୍ଦକର୍ମକାରୀମାନଙ୍କ ସକାେଶ ନିଶ୍ଚିତ ହୁଅନ୍ତି ନାହିଁ। ଏବଂ ଦୁଷ୍ଟମାନଙ୍କ ପ୍ରତି ଇର୍ଷା କର ନାହିଁ।
Cross references
ତହୁଁ ମାଶାେ ମଣ୍ତଳୀକି କହିଲେ, ବିନଯ କରୁଅଛ ତୁମ୍ଭମାନେେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣୀରୁ ଉଠିୟାଅ ଏବଂ ସମାନଙ୍କେର କିଛି ମାତ୍ର ସ୍ପର୍ଶ କରନାହିଁ। ନଚେତ୍ ତୁମ୍ଭମାନେେ ସମାନଙ୍କେ ପାପ ଲାଗି ବିନଷ୍ଟ ହବେ।
ଜଣେ ବ୍ଯକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ୟଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନ ୟାପନ କରେ ନାହିଁ, ଯେଉଁମାନେ କି ପରମେଶ୍ବରଙ୍କୁ ସମ୍ମାନ ଦଖାେନ୍ତି ନାହିଁ, ସହେି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ,
ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ। କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହବୋର ଆବଶ୍ଯକତା ନାହିଁ। ଯେଉଁମାନେ କୁକର୍ମ କରିଛନ୍ତି, ସହେି ଲୋକମାନଙ୍କ ଉପରେ ଇର୍ଷା କର ନାହିଁ।
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଇର୍ଷାପରାଯଣ ହାଇଗଲିେ, ଯେତବେେଳେ ସମାନେେ କୃତକାର୍ୟ୍ଯ ହେଉଥିବାର ଦେଖିଲି।
ମନ୍ଦ ଲୋକମାନେ, ମାେ ନିକଟକୁ ଆସନ୍ତି ନାହିଁ, ୟପରେିକି ମୁଁ ମାରେ ପରମେଶ୍ବରଙ୍କର ଆଜ୍ଞାମାନ ପାଳନ କରିପାରିବି।
ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହବେ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।
ପାପୀଗଣଙ୍କ ପ୍ରତି ଇର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ଇର୍ଷାପରାଯଣ ଭାବରେ ସମ୍ମାନ ଓ ଭୟ କର।
ମନ୍ଦ ଲୋକମାନଙ୍କ ପ୍ରତି ଇର୍ଷା କର ନାହିଁ। ସମାନଙ୍କେର ମଧ୍ଯ ସାଙ୍ଗ ହୁଅ ନାହିଁ।
ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11
ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର।
ସହେି ସମୟରେ ଲୋକେ କବଳେ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସମାନେେ ଅହଂକାରୀ ଓ ଉଦ୍ଧତ ହବେେ। ଅନ୍ୟ ଲୋକଙ୍କ ବିରୁଦ୍ଧ ରେ ନିନ୍ଦାକଥା କହିବେ। ମାତାପିତାଙ୍କୁ ମାନିବେ ନାହିଁ। ସମାନେେ ବିଶ୍ବାସଘାତକ ହବେେ। ପରମେଶ୍ବରଙ୍କ ଇଚ୍ଛାନୁଯାଯୀ ଜୀବନଯାପନ କରିବେ ନାହିଁ।
ତା'ପରେ ମୁଁ ସ୍ବର୍ଗରୁ ଆଉ ଏକ ସ୍ବର ଶୁଣିଲି