Home Bibles ହିତୋପଦେଶ 24:6 · ଓଡ଼ିଆ ବାଇବେଲ
ହିତୋପଦେଶ 24:6 · ଓଡ଼ିଆ ବାଇବେଲ

ୟୁଦ୍ଧ କରିବା ପୂର୍ବରୁ ଯତ୍ନ ରେ ଯୋଜନା କରିବା ଉଚିତ୍। ଯଦି ତୁମ୍ଭେ ୟୁଦ୍ଧ ରେ ଜଯ କରିବାକୁ ଚାହଁ, ତୁମ୍ଭମାନଙ୍କର ନିଶ୍ଚିତ ଉତ୍ତମ ଉପଦେଷ୍ଟା ରହିବା ଉଚିତ।

Cross references

ହିତୋପଦେଶ 11:14

ଗୋଟିଏ ଜାତି ଠିକ୍ ଦଖାେଶୁଣା ଅଭାବ ୟୋଗୁ ଧ୍ବଂସ ହାଇେଥାଏ, କିନ୍ତୁ ବହୁତ ଉପଦେଷ୍ଟାମାନଙ୍କ ଦ୍ବାରା ସଫଳତା ଆସିଥାଏ।

ହିତୋପଦେଶ 15:22

ମନ୍ତ୍ରଣା ଅଭାବରେ ସଙ୍କଳ୍ପ ବିଫଳ ହୁଏ। ମାତ୍ର ବହୁତ ମନ୍ତ୍ରଣାଦ୍ବାରା ତାହା ସ୍ଥିରୀକୃତ ହୁଏ।

ହିତୋପଦେଶ 20:18

ମନ୍ତ୍ରଣା ଦ୍ବାରା ପ୍ରେତ୍ୟକକ ସଂକଳ୍ପ ସ୍ଥିର ହବେ। ମାତ୍ର ଯଦି ତୁମ୍ଭେ ୟୁଦ୍ଧ କରିବାକୁ ୟାଅ ଭଲ ପରାମର୍ଶ ଗ୍ରହଣ କର।

ଲୂକଲିଖିତ ସୁସମାଚାର 14:31

ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ୟୁଦ୍ଧ କରିବାକୁ ବାହାରନ୍ତି, ତବେେ ସେ ଆଗ ବସି ଯୋଜନା କରନ୍ତି। ଯଦି ସହେି ରାଜାଙ୍କର କବଳେ ଦଶ ହଜାର ସୈନ୍ଯ ଥାଆନ୍ତି, ତବେେ ସେ କୋଡିଏ ହଜାର ସୈନ୍ଯ ଧରି ଆସୁଥିବା ଜଣେ ବିରୋଧୀ ରାଜାଙ୍କୁ ପରାସ୍ତ କରିପାରିବେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:25

ଖଳେ ରେ ପ୍ରେତ୍ୟକକ ପ୍ରତି ଯୋଗୀକୁ କଠାେର ପ୍ରଶିକ୍ଷଣ ନବୋକୁ ହୁଏ। ସମାନେେ ମୁକୁଟ ପାଇବା ପାଇଁ ଏହା କରନ୍ତି। ଏହି ମୁକୁଟ ଏକ ଜାଗତିକ ଓ କ୍ଷଣକାଳସ୍ଥାଯୀ ବିଷୟ। କିନ୍ତୁ ଆମ୍ଭେ ଅକ୍ଷୟ ମୁକୁଟ ପାଇବା ପାଇଁ ଏପରି କରୁ।

ଏଫିସୀୟଙ୍କ ପ୍ରତି ପତ୍ର 6:10

ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:11

କିନ୍ତୁ ତୁମ୍ଭେ ଜଣେ ପରମେଶ୍ବରଙ୍କର ଲୋକ। ଅତଏବ ତୁମ୍ଭେ ସହେି ସବୁ ବିଷୟଠାରୁ ଦୂର ରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ବରଙ୍କ ଉପାସନା କର। ତୁମ୍ଭ୍ ଜୀବନ ରେ ବିଶ୍ବାସ, ପ୍ ରମେ, ର୍ଧୈୟ୍ଯ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:7

ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ବାସ ବଜାୟ ରଖିଛି।

Interlinear

Choose Theme