Home Bibles ହିତୋପଦେଶ 24:1 · ଓଡ଼ିଆ ବାଇବେଲ
ହିତୋପଦେଶ 24:1 · ଓଡ଼ିଆ ବାଇବେଲ

ମନ୍ଦ ଲୋକମାନଙ୍କ ପ୍ରତି ଇର୍ଷା କର ନାହିଁ। ସମାନଙ୍କେର ମଧ୍ଯ ସାଙ୍ଗ ହୁଅ ନାହିଁ।

Cross references

ଆଦି ପୁସ୍ତକ 13:10

ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।

ଆଦି ପୁସ୍ତକ 19:1

ସହେି ସଂଧ୍ଯା ରେ ଦୁଇଜଣ ସ୍ବର୍ଗଦୂତ ସଦୋମ ରେ ଉପସ୍ଥିତ ହେଲେ। ସହେି ସମୟରେ ଲୋଟ ନଗରଦ୍ବାର ଫାଟକ ନିକଟରେ ବସିଥିଲେ। ସେ ଯେତବେେଳେ ସ୍ବର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସମାନଙ୍କେୁ ପ୍ରଣାମ କଲେ।

ଗୀତସଂହିତା 26:9

ହେ ସଦାପ୍ରଭୁ, ମାେତେ ସହେି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମାେତେ ସହେି ହତ୍ଯାକାରୀମାନଙ୍କ ସହିତ ମାର ନାହିଁ।

ଗୀତସଂହିତା 37:1

ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହବୋର ଆବଶ୍ଯକତା ନାହିଁ। ଯେଉଁମାନେ କୁକର୍ମ କରିଛନ୍ତି, ସହେି ଲୋକମାନଙ୍କ ଉପରେ ଇର୍ଷା କର ନାହିଁ।

ଗୀତସଂହିତା 37:7

ସଦାପ୍ରଭୁଙ୍କୁ ବିଶ୍ବାସ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ହତାଶ ହୁଅ ନାହିଁ। ଯେତବେେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦ କାର୍ୟ୍ଯ ସଫଳ ହୁଏ। ହତାଶ ହୁଅ ନାହିଁ ଯେତବେେଳେ ଦୁଷ୍ଟ ଲୋକମାନେ ମନ୍ଦ କାର୍ୟ୍ଯ କରିବାକୁ ମନ୍ତ୍ରଣା କରି ସମାନଙ୍କେର ଯୋଜନାରେ ସଫଳ ହୁଅନ୍ତି।

ଗୀତସଂହିତା 73:3

ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଇର୍ଷାପରାଯଣ ହାଇଗଲିେ, ଯେତବେେଳେ ସମାନେେ କୃତକାର୍ୟ୍ଯ ହେଉଥିବାର ଦେଖିଲି।

ହିତୋପଦେଶ 1:11

ସହେି ଲୋକମାନେ ତୁମ୍ଭକୁ କହିପାରନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭମାନେେ ରକ୍ତପାଦ କରିବାକୁ ଚାହିଁ ବସୁ। ନିର୍ଦ୍ଦୋଶମାନଙ୍କୁ ବିନା କାରଣ ରେ ଧରିବାକୁ ଗୁପ୍ତ ରେ ଲୁଚି ରହୁ।

ହିତୋପଦେଶ 3:31

କିଛି ଲୋକ ଅଛନ୍ତି ଯେଉଁମାନେ ସହଜ ରେ ରାଗିୟାନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସପରେି ହୁଅ ନାହିଁ।

ହିତୋପଦେଶ 4:14

ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସମାନଙ୍କେ ପରି ବାସ କର ନାହିଁ। ସମାନଙ୍କେ ପରି ହବୋକୁ ଚେଷ୍ଟା କର ନାହିଁ।

ହିତୋପଦେଶ 4:15

ସମାନଙ୍କେ ପଥରୁ ଦୂ ରଇେ ରୁହ, ତହିଁର ନିକଟକୁ ୟାଅ ନାହିଁ। ତହିଁରୁ ବିମୁଖ ହାଇେ ଚାଲିୟାଅ।

ହିତୋପଦେଶ 13:20

ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହବେ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।

ହିତୋପଦେଶ 23:17

ପାପୀଗଣଙ୍କ ପ୍ରତି ଇର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ଇର୍ଷାପରାଯଣ ଭାବରେ ସମ୍ମାନ ଓ ଭୟ କର।

ହିତୋପଦେଶ 24:19

ମନ୍ଦକର୍ମକାରୀମାନଙ୍କ ସକାେଶ ନିଶ୍ଚିତ ହୁଅନ୍ତି ନାହିଁ। ଏବଂ ଦୁଷ୍ଟମାନଙ୍କ ପ୍ରତି ଇର୍ଷା କର ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 5:19

ଆମ୍ଭର ପାପମୟ ସ୍ବଭାବ ଦ୍ବାରା ହେଉଥିବା ପାପପୂର୍ଣ୍ଣ କ୍ରିଯାଗୁଡ଼ିକ ବିଷୟ ରେ ସମସ୍ତେ ଜାଣନ୍ତି। ସଗେୁଡ଼ିକ ହେଲା : ୟୌନ ପାପାଚାର, ଅପବିତ୍ରତା, ଭୋଗବିଳାସ,

ଯାକୁବଙ୍କ ପତ୍ 4:5

ତୁମ୍ଭେ କ'ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ ? ଶାସ୍ତ୍ର କୁ ହେ : ପରମେଶ୍ବର ଆମ୍ଭ ମଧିଅରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦଇେଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣରୂପେ ଅଧିକାର କରିବା ନିମନ୍ତେ ଚାହାଁନ୍ତି।334

Interlinear

Choose Theme