Home Bibles ହିତୋପଦେଶ 24:34 · ଓଡ଼ିଆ ବାଇବେଲ
ହିତୋପଦେଶ 24:34 · ଓଡ଼ିଆ ବାଇବେଲ

ତବେେ ଦରିଦ୍ରତା ତୁମ୍ଭ ଉପରକୁ ଖଳବ୍ଯକ୍ତି ତୁଲ୍ଯ ଏବଂ ତୁମ୍ଭର ଅଭାବ ସସଜ୍ଜ ଲୋକ ପରି ଆସିବ। ଯେଉଁଗୁଡ଼ିକୁ ତୁମ୍ଭେ ପରାସ୍ତ କରିବାକୁ ଅସମର୍ଥ ହବେ।

Cross references

ହିତୋପଦେଶ 6:10

ଅଳସୁଆମାନେ କହନ୍ତି, ଆଉ ଟିକିଏ ଶାଇେବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ୟିବା ପାଇଁ ଭିଡ଼ିମାେଡ଼ି ହୁଏ।

ହିତୋପଦେଶ 10:4

ଅଳସୁଆ ଦରିଦ୍ର ହବେ। ପରିଶ୍ରମୀ ଲୋକ ଧନୀ ହବେ।

ହିତୋପଦେଶ 13:4

ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସା ରେ ଫଳ ଭୋଗ କରେ।

ହିତୋପଦେଶ 18:9

ଆପଣା କାର୍ୟ୍ଯ ରେ ଯେ ଅଳସ, ସେ ବିନାଶକର ଭଳଇ।

ହିତୋପଦେଶ 28:19

ଆପଣା ଭୂମିକୁ ଯେ ଚଷେ, ସେ ୟଥେଷ୍ଟ ଆହାର ପାଇବ। ଯେଉଁ ଲୋକ ଅସାର ଲୋକର ଅନୁଗାମୀ ହବେ, ତାହାର ୟଥେଷ୍ଟ ଦରିଦ୍ରଦା ପାଇବ।

Interlinear

Choose Theme