ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି।
Cross references
କିନ୍ତୁ ଯାକୁବ ତାଙ୍କୁ କହିଲଲ, ତୁମ୍ଲଭ ଜାଣସମାର ସନ୍ତାନଗଣସଛାଟ ଏବଂ ମୁଁସମାର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ସହବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକସଗାଟିଏ ଦିନସର ବହୁତ ବାଟସନଇୟାଏସତଲବ ସମସ୍ତ ପଶୁ ମରିଯିଲବ।
ତେଣୁ ଯିହୁଦା ତା'ର ଭାଇମାନଙ୍କୁ କହିଲେ, ଯଦି ଆମ୍ଭେ ଆମ୍ଭର ଭାଇକୁ ହତ୍ଯାକରି ଓ ତା'ର ମୃତ୍ଯୁକୁ ଲୁଚାଇଲେ ଆମ୍ଭର ଲାଭ କ'ଣ?
ତହୁଁ ସଦାପ୍ରଭୁ ଗଧ ମୁଖ ରେ ଭାଷା ଦେଲେ, ତେଣୁ ସେ ବିଲିଯମକୁ କହିଲା, ମୁଁ ତୁମ୍ଭର କ'ଣ କଲି? କାହିଁକି ତୁମ୍ଭେ ରାଗି ମାେତେ ତିନିଥର ପ୍ରହାର କଲ?
ତହୁଁ ବିଲିଯମ ଗଧକୁ କହିଲା, କାରଣ ତୁମ୍ଭେ ମାେତେ ଦେଖିବାକୁ ନିର୍ବୋଧପରି କଲ। ଯଦି ମାେ ହାତ ରେ ଖଣ୍ତା ଥାନ୍ତା ମୁଁ ତୋତେ ବର୍ତ୍ତମାନ ହତ୍ଯା କରିଥାନ୍ତି।
ବଳଦମାନେ ବେଁଙ୍ଗଲା ରେ ବକ୍ସ୍ଟଲିବା ସମୟରେ ସମାନଙ୍କେର ମକ୍ସ୍ଟହଁ ବାନ୍ଧିବ ନାହିଁ।
ଏହାପରେ ଅଦୋନୀବଷେକ୍ ସମାନଙ୍କେୁ କହିଲେ, ହସ୍ତପାଦର ଛିନ୍ନା ଅଙ୍ଗକ୍ସ୍ଟଳି ସତକ୍ସ୍ଟରି ଜଣ ରାଜା ଆମ୍ଭ ମଜେ ତଳେ ନିଜର ଆହାର ସାଉଣ୍ଟକ୍ସ୍ଟ ଥିଲେ। ମୁ ଯେପରି କରିଥିଲି ପରମେଶ୍ବର ମାେତେ ସହେିପରି ଦେଲେ। ଏହାପରେ ୟିହକ୍ସ୍ଟଦାର ଲୋକମାନେ ଅଦୋନୀବଷେକ୍ଙ୍କକ୍ସ୍ଟ ଯିରୁଶାଲମକୁ ଆଣିଲେ ଓ ସେ ସଠାେରେ ମୃତକ୍ସ୍ଟ୍ଯବରଣ କଲା।
ଅେମ୍ମାନୀୟ ନାହଶ ତାଙ୍କୁ ଉତ୍ତର କଲା, ତକ୍ସ୍ଟମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷକ୍ସ୍ଟ ଉପକ୍ସ୍ଟଡା ଗଲେ ମୁ ତା'ପରେ ନିଯମ ସ୍ଥିର କରିବି। ତଦ୍ଦ୍ବାରା ସମସ୍ତ ଇଶ୍ରାୟେଲୀୟ ଲଜ୍ଜିତ ହବେେ।
ତୁମ୍ଭମାନଙ୍କୁ ସ୍ବଦେଶକୁ ନଇୟିବୋ ପର୍ୟ୍ଯନ୍ତ ତୁମ୍ଭମାନେେ ଏହି କାର୍ୟ୍ଯ କର। ସହେି ନୂତନ ଦେଶ ରେ ତୁମ୍ଭମାନେେ ଉତ୍ତମ ଶସ୍ଯ ଓ ଦ୍ରାକ୍ଷାରସ ଏବଂ ରୁଟୀ ଓ ଦ୍ରାକ୍ଷା କ୍ଷେତ୍ରମାନ ଲାଭ କରିବ।
ସହେି ସ୍ତ୍ରୀ ଲୋକଟି କହିଲା, ମହାଶୟ, ଆପଣ କେଉଁଠାରୁ ସହେି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢିବା ପାଇଁ ଆପଣଙ୍କ ପାଖ ରେ କିଛି ନାହିଁ।
ସଦେିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶଷେ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଚାହୁଁ ନଥିଲେ ଯେ, ମୃତ ଶରୀରଗୁଡିକ କୃଶ ଉପରେ ବିଶ୍ରାମବାର ଦିନ ପର୍ୟ୍ଯନ୍ତ ଝୁଲି ରହୁ। ତେଣୁ ସମାନେେ ପୀଲାତଙ୍କୁ ଅନୁ ରୋଧ କଲେ ଯେ, ସମାନଙ୍କେର ଗୋଡ ଭାଙ୍ଗିଦବୋ ପାଇଁ ଆଦେଶ ଦିଅନ୍ତୁ। ଯେପରି ସମାନେେ ଶ୍ରୀଘ୍ର ମରିଯିବେ ଓ ସମାନଙ୍କେର ଦହେ କୃଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ।
ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।
ଯେଉଁ ବିଶ୍ବାସୀ ଜଗତର ସମସ୍ତ ଧନ ରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା ରେ ଦେଖି ମଧ୍ଯ ତାହାକୁ ସାହାୟ୍ଯ କରେ ନାହିଁ, ତା' ହୃଦୟ ରେ ପରମେଶ୍ବରଙ୍କର ପ୍ ରମେ ନାହିଁ।