Home Bibles ଦିତୀୟ ବିବରଣ 25:4 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 25:4 · ଓଡ଼ିଆ ବାଇବେଲ

ବଳଦମାନେ ବେଁଙ୍ଗଲା ରେ ବକ୍ସ୍ଟଲିବା ସମୟରେ ସମାନଙ୍କେର ମକ୍ସ୍ଟହଁ ବାନ୍ଧିବ ନାହିଁ।

Cross references

ହିତୋପଦେଶ 12:10

ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି।

ଯିଶାଇୟ 28:27

କୃଷକ କ'ଣ କଳାଜିରାକୁ କୌଣସି ତୀକ୍ଷ୍ମ ପତ୍ର ରେ ପଷେେ ? ସେ କ'ଣ ଜିରା ଅମଳ କରିବା ପାଇଁ ଶକଟ ଚକ୍ର ବୁଲାଏ ? ସେ ୟଷ୍ଟି ବ୍ଯବହାର କରି ସମାନଙ୍କେୁ ଅମଳ କରେ।

ହୋଶେୟ 10:11

ଇଫ୍ରଯିମ ତାଲିମପ୍ରାପ୍ତ ଗାଈ ପରି ଖଳା ରେ ଶସ୍ଯ ଉପ ରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ୟୁଆଳି ତା' କାନ୍ଧ ରେ ପକାଇବା। ଆମ୍ଭେ ତାକୁ ଦଉଡି ରେ ବାନ୍ଧିବା। ତା'ପ ରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:9

ମାଶାଙ୍କେ ବ୍ଯବସ୍ଥା ରେ ଲଖାେ ଅଛି : ଖଳା ରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ। ପରମେଶ୍ବର ଏହା କ'ଣ କବଳେ ବଳଦଙ୍କ ବିଷୟ ରେ କହିଲେ ? ନା।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:17

ମଣ୍ଡଳୀକୁ ଉତ୍ତମରୂପେ ଆଗଇେ ନଇେ ଯାଉଥିବା ପ୍ରାଚୀନମାନେ ଅତ୍ଯଧିକ ସମ୍ମାନ ପାଇବା ଉଚିତ। ଯେଉଁ ପ୍ରାଚୀନମାନେ ପ୍ରଚାର ଓ ଉପଦେଶ ପ୍ରଦାନ କରୁଛନ୍ତି, ସମାନେେ ଅତ୍ଯଧିକ ସମ୍ମାନର ଅଧିକାରୀ ଅଟନ୍ତି।

Interlinear

Choose Theme