Home Bibles ☰ Books ପ୍ରଥମ ଶାମୁୟେଲ 11:2 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 11:2 · ଓଡ଼ିଆ ବାଇବେଲ

ଅେମ୍ମାନୀୟ ନାହଶ ତାଙ୍କୁ ଉତ୍ତର କଲା, ତକ୍ସ୍ଟମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷକ୍ସ୍ଟ ଉପକ୍ସ୍ଟଡା ଗଲେ ମୁ ତା'ପରେ ନିଯମ ସ୍ଥିର କରିବି। ତଦ୍ଦ୍ବାରା ସମସ୍ତ ଇଶ୍ରାୟେଲୀୟ ଲଜ୍ଜିତ ହବେେ।

Cross references

ଆଦି ପୁସ୍ତକ 34:14

ତେଣୁ ଭାଇମାନେ ତାଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭ ସହିତ ଆମର ଭଉଣୀକୁ ବୀବୀହ ଦଇପୋରିବୁ ନାହିଁ। କାରଣ ତୁମ୍ଭମାନେେ ଏପର୍ୟ୍ଯନ୍ତ ସୁନ୍ନତ ହାଇେ ନାହଁ। ଆମ ଭଉଣୀ ସହିତ ବିବାହ କରିବା ଏହା ବହୁତ ଭୁଲ ହବେ।

ଯାତ୍ରା ପୁସ୍ତକ 3:6

ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ବର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ବର ଅଟୁ। ଆମ୍ଭେ ଇସ୍ହାକର ପରମେଶ୍ବର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ବର ଅଟୁ। ମାଶାେ ପରମେଶ୍ବରଙ୍କୁ ଦେଖି ଭୟ ରେ ତାଙ୍କର ମୁହଁ ଆବୃତ କଲେ।

ଗଣନା ପୁସ୍ତକ 16:14

ଆମ୍ଭେ କାହିଁକି ତୁମ୍ଭକୁ ମାନିବୁ? ତୁମ୍ଭେତ ଆମ୍ଭମାନଙ୍କୁ ଦୁଗ୍ଧମଧୁ ପ୍ରବାହୀ ଦେଶକୁ ଆଣି ନାହଁ? ତୁମ୍ଭେ ତ ଆମ୍ଭମାନଙ୍କୁ ଏକ ଉର୍ବର ଅଞ୍ଚଳକୁ ଆଣି ନାହିଁ, ଯେଉଁଠା ରେ ଆମ୍ଭମାନେେ ଶସ୍ଯ କ୍ଷେତ୍ର ଓ ଦ୍ରାକ୍ଷା କ୍ଷେତ୍ରର ଅଧିକାର ପାଇବୁ। ତୁମ୍ଭେ ଏହି ମନୁଷ୍ଯମାନଙ୍କୁ ଠକିବ କି? ନା ଆମ୍ଭମାନେେ ଯାଉ ନାହୁଁ।

ବିଚାରକର୍ତାମାନଙ୍କ ବିବରଣ 16:21

ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ତାଙ୍କର ଆଖିକକ୍ସ୍ଟ ଉପାଡି ଦେଲେ। ପକ୍ସ୍ଟଣି ତାଙ୍କୁ ଘସାକକ୍ସ୍ଟ ଆଣି ପିତ୍ତଳ ବେଢି ରେ ତାଙ୍କୁ ବାନ୍ଧି ରେ। ଆଉ ସେ କାରାଗାର ରେ ଚକି ପେଶିଲେ।

ପ୍ରଥମ ଶାମୁୟେଲ 11:10

ତା'ପରେ ୟାବେଶ୍ର ଲୋକମାନେ ଅମ୍ମାନେୀୟ ନାହଶକକ୍ସ୍ଟ କହିଲେ, ଆସନ୍ତା କାଲି ଆମ୍ଭମାନେେ ତୁମ୍ଭମାନଙ୍କ ନିକଟକକ୍ସ୍ଟ ଆସିବକ୍ସ୍ଟ। ତୁମ୍ଭର ଯାହା ଇଚ୍ଛା ହବେ ତାହା ଆମ୍ଭମାନଙ୍କ ପ୍ରତି କରିବ।

ପ୍ରଥମ ଶାମୁୟେଲ 17:26

ଦାଉଦ ସଠାେରେ ଠିଆ ହାଇେଥିବା ଲୋକମାନଙ୍କୁ ପଚାରିଲେ, ସେ କ'ଣ କହିଲା? ଯେଉଁଲୋକ ଏହି ପଲେଷ୍ଟୀୟକକ୍ସ୍ଟ ବଧ କରି ଏବଂ ଇଶ୍ରାୟେଲର ଏହି ଅପମାନ ଦୂର କରିବ, ତାହାପ୍ରତି କ'ଣ କରାୟିବ? କିଏ ଏହି ଅସକ୍ସ୍ଟନ୍ନତ ପଲେଷ୍ଟୀୟ ୟିଏ ଜୀବିତ ପରମେଶ୍ବରଙ୍କ ସୈନ୍ଯ ଛାଉଣୀକି ଅବମାନନା କରିବାକୁ ସାହାସ କରେ।

ଦିତୀୟ ରାଜାବଳୀ 18:31

ହିଜକିଯ କଥା ଶୁଣ ନାହିଁ।

ହିତୋପଦେଶ 12:10

ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି।

ଯିରିମିୟ 39:7

ପୁଣି ସେ ସିଦିକିଯର ଚକ୍ଷୁ ଉପାଡ଼ି ତାକୁ ବାବିଲକୁ ନବୋକୁ ପିତ୍ତଳ ଶୃଙ୍ଖଳ ରେ ବାନ୍ଧିଲେ।

Interlinear

Choose Theme