ହିତୋପଦେଶ 12:9 · ଓଡ଼ିଆ ବାଇବେଲ
ଯେଉଁ ଲୋକ ତୁଚ୍ଛୀକୃତ ଆଉ ଯାହାର ଦାସ ଅଛି, ସେ ଅନ୍ୟମାନଙ୍କଠାରୁ ଶ୍ ରେଷ୍ଠ, ୟିଏ ନିଜକୁ ମହତ୍ତ୍ବ ବୋଲି ଛଳନା କରେ, କିନ୍ତୁ ତା ପାଖ ରେ ୟଥେଷ୍ଟ ଖାଦ୍ୟ ନ ଥାଏ।
Cross references
ହିତୋପଦେଶ 13:7
କହେି କହେି ଆପଣାକୁ ଧନୀ ବୋଲି ପରିଚଯ ଦିଅନ୍ତି। କିନ୍ତୁ ତା'ର କିଛି ନ ଥାଏ। ମାତ୍ର କେତକଙ୍କେର ଧନ ଥାଇ ମଧ୍ଯ ସମାନେେ ଦରିତ୍ର ପରି ଆଚରଣ କରନ୍ତି।
ଲୂକଲିଖିତ ସୁସମାଚାର 14:11
ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।