Home Bibles ଗଣନା ପୁସ୍ତକ 22:29 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 22:29 · ଓଡ଼ିଆ ବାଇବେଲ

ତହୁଁ ବିଲିଯମ ଗଧକୁ କହିଲା, କାରଣ ତୁମ୍ଭେ ମାେତେ ଦେଖିବାକୁ ନିର୍ବୋଧପରି କଲ। ଯଦି ମାେ ହାତ ରେ ଖଣ୍ତା ଥାନ୍ତା ମୁଁ ତୋତେ ବର୍ତ୍ତମାନ ହତ୍ଯା କରିଥାନ୍ତି।

Cross references

ଆଦି ପୁସ୍ତକ 30:34

ଲାବନ ଉତ୍ତର ଦଲୋ, ତୁମ୍ଭେ ଯାହା କହିଲ ଆମ୍ଭେ ତାହା କରିବା ପାଇଁ ମୁଁ ତୁମ୍ଭ ସହିତ ଏକମତ।

ହିତୋପଦେଶ 12:10

ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି।

ହିତୋପଦେଶ 12:16

ଅଜ୍ଞାନର ବିରକ୍ତି ହଠାତ୍ ପ୍ରକାଶ ପାଏ ; କିନ୍ତୁ ବିଜ୍ଞ ମନୁଷ୍ଯ ଅପମାନକୁ ଉପେକ୍ଷା କରେ।

ଉପଦେଶକ 9:3

ଯାହାସବୁ ସୂର୍ୟ୍ଯ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସହେିପରି ଶଷେ ହୁଏ। ଏବଂ ଲୋକମାନେ ଯେତବେେଳେ ଜୀବିତ ଥାନ୍ତି, ସମାନଙ୍କେର ହୃଦଯ ଦୁଷ୍ଟତା ଓ ମୂର୍ଖାମୀ ରେ ପୁରିଥାଏ। ଏହାପ ରେ ସମାନେେ ମୃତ ଲୋକମାନଙ୍କ ପାଖକୁ ୟାଆନ୍ତି।

ମାଥିଉଲିଖିତ ସୁସମାଚାର 15:19

କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।

Interlinear

Choose Theme