Home Bibles ଗଣନା ପୁସ୍ତକ 22:28 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 22:28 · ଓଡ଼ିଆ ବାଇବେଲ

ତହୁଁ ସଦାପ୍ରଭୁ ଗଧ ମୁଖ ରେ ଭାଷା ଦେଲେ, ତେଣୁ ସେ ବିଲିଯମକୁ କହିଲା, ମୁଁ ତୁମ୍ଭର କ'ଣ କଲି? କାହିଁକି ତୁମ୍ଭେ ରାଗି ମାେତେ ତିନିଥର ପ୍ରହାର କଲ?

Cross references

ଯାତ୍ରା ପୁସ୍ତକ 4:11

ଏହାପରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ଯର ମୁଖ କିଏ ନିର୍ମାଣ କରିଛି? ମନୁଷ୍ଯକୁ କିଏ ମୁକ ବା ବଧିର କରେ? ମନୁଷ୍ଯକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ଯକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସହେି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସହେି ସଦାପ୍ରଭୁ।

ଲୂକଲିଖିତ ସୁସମାଚାର 1:37

ପରମେଶ୍ବର ସବୁ କିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 8:22

ଆମ୍ଭେ ଯାଣୁ ଯେ ପରମେଶ୍ବରଙ୍କ ନିର୍ମିତ ପ୍ରେତ୍ୟକକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦବୋ ପ୍ରସବ ବଦନୋ ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷା ରେ ଅଛି।

ପିତରଙ୍କ ଦିତୀୟ ପତ୍ର 2:16

କିନ୍ତୁ ଗୋଟିଏ ଗଧ ତାହାକୁ କହିଲା ଯେ ସେ ଭୁଲ କରୁଛି। ଗଧ ସାଧାରଣ ଭାବରେ କଥା କହିପା ରେ ନାହିଁ, କିନ୍ତୁ ସହେି ଗଧଟି ମଣିଷର ଭାଷା ରେ କଥା କହିଲା ଓ ବିଲିଯାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା।

Interlinear

Choose Theme