Home Bibles ☰ Books ଯିଶାଇୟ 36:17 · ଓଡ଼ିଆ ବାଇବେଲ
ଯିଶାଇୟ 36:17 · ଓଡ଼ିଆ ବାଇବେଲ

ତୁମ୍ଭମାନଙ୍କୁ ସ୍ବଦେଶକୁ ନଇୟିବୋ ପର୍ୟ୍ଯନ୍ତ ତୁମ୍ଭମାନେେ ଏହି କାର୍ୟ୍ଯ କର। ସହେି ନୂତନ ଦେଶ ରେ ତୁମ୍ଭମାନେେ ଉତ୍ତମ ଶସ୍ଯ ଓ ଦ୍ରାକ୍ଷାରସ ଏବଂ ରୁଟୀ ଓ ଦ୍ରାକ୍ଷା କ୍ଷେତ୍ରମାନ ଲାଭ କରିବ।

Cross references

ଯାତ୍ରା ପୁସ୍ତକ 3:8

ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।

ଦିତୀୟ ବିବରଣ 8:7

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକକ୍ସ୍ଟ ନଇେ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶି ରେ ଝରଣା ରେ ଓ ଗଭୀର ଜଳ ସୋର୍ତ ରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦଇେ ଝରିୟାଏ।

ଦିତୀୟ ବିବରଣ 11:12

ସହେି ଦେଶ ବିଷଯ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ମନୋୟୋଗ କରନ୍ତି। ବର୍ଷର ଆରମ୍ଭରକ୍ସ୍ଟ ବର୍ଷର ଶଷେ ପର୍ୟ୍ଯନ୍ତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।

ଦିତୀୟ ରାଜାବଳୀ 17:6

ହାେେଶୟ ରାଜତ୍ବର ନବମ ବର୍ଷ ରେ ଅଶୂରର ରାଜା ଶମରିଯା ଅଧିକାର କଲେ। ସେ ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା ଓ ସମାନଙ୍କେୁ ଓ ଗୋଶୋନ ନଗର ହାବୋର ନଦୀର ହଲହ ରେ ଓ ମାଦୀଯମାନଙ୍କ ନାନା ଦେଶ ରେ ରଖିଲେ।

ଦିତୀୟ ରାଜାବଳୀ 18:9

ଅନନ୍ତର ଯିହୁଦାର ରାଜା ହିଜକିଯଙ୍କର ରାଜତ୍ବର ଚତୁର୍ଥ ବର୍ଷ ରେ ଓ ଇଶ୍ରାୟେଲର ରାଜା ଏଲାଙ୍କର ପୁତ୍ର ହାେେଶୟଙ୍କ ରାଜତ୍ବର ସପ୍ତମ ବର୍ଷ ରେ ଅଶୂରର ରାଜା ଶଲ୍ମନଷେର ଶମରିଯା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ୟାଇ ତାଙ୍କୁ ଅବରୋଧ କଲେ।

ଦିତୀୟ ରାଜାବଳୀ 18:32

ଶଷେ ରେ ମୁଁ ଆସି ତୁମ୍ଭମାନଙ୍କର ସ୍ବଦେଶ ତୁଲ୍ଯ ଏକ ଦେଶକୁ ନଇୟିବେି ଯେଉଁଠା ରେ ଶସ୍ଯ, ଦ୍ରାକ୍ଷାରସ, ରୋଟୀ, ଦ୍ରାକ୍ଷାକ୍ଷେତ୍ର, ଜିତତୈଳ ଓ ମଧୂ ବିପୁଳ ପରିମାଣ ରେ ଅଛି, ସଠାେରେ ତୁମ୍ଭମାନେେ ବଞ୍ଚିବ ଓ ମରିବ ନାହିଁ। ମାତ୍ର ରାଜା ହିଜକିଯ କଥା ଶୁଣ ନାହିଁ। ତୁମ୍ଭମାନଙ୍କର ମନକୁ ବଦଳାଇବା ପାଇଁ ସେ ସବୁବେଳେ କହିବ, 'ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।'

ଦିତୀୟ ରାଜାବଳୀ 24:11

ତା'ପରେ ବାବିଲର ରାଜା ନବୂଖଦ୍ତ୍ସର ଅବରୋଧ ହାଇେଥିବା ନଗର ରେ ତାଙ୍କର ଅଧିକାରୀମାନଙ୍କ ଦ୍ବାରା ଉପସ୍ଥିତ ହେଲେ।

ଆୟୁବ ପୁସ୍ତକ 20:17

ଦୁଷ୍ଟ ଲୋକ ଜଳଷୋର୍ତ ଓ ନଦୀ ପରି ବହି ଯାଉଥିବା ମହୁ ଓ ଦୁଧସରକୁ ଉପ ଭୋଗ କରି ପାରନ୍ତି ନାହିଁ।

ହିତୋପଦେଶ 12:10

ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି।

Interlinear

Choose Theme