Home Bibles ଗଣନା ପୁସ୍ତକ 35:20 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 35:20 · ଓଡ଼ିଆ ବାଇବେଲ

ଆଉ ଯବେେ କହେି ହିଂସା କରି କାହାକୁ ଆପଣା ହସ୍ତ ରେ ଆଘାତ କରେ, ଅବା କିଛି ଗୋଟିଏ ତା' ଉପରକୁ ଫିଙ୍ଗିଦିଏ ଓ ସେଥି ରେ ସହେି ଅନ୍ୟ ବ୍ଯକ୍ତି ମ ରେ, ତବେେ ଆଘାତକାରୀ ହତ୍ଯାକାରୀ ବୋଲି ବିବଚେିତ ହବେ ଓ ସେ ପ୍ରାଣଦଣ୍ତ ରେ ଦଣ୍ତିତ ହବେ।

Cross references

ଆଦି ପୁସ୍ତକ 4:5

କିନ୍ତୁ ସଦାପ୍ରଭୁ କଯିନଙ୍କୁ ଓ ତାଙ୍କର ନବୈେଦ୍ଯକୁ ଗ୍ରହଣ କଲେ ନାହିଁ। ଏଣୁ କଯିନ ବହୁତ କୋରଧ ଏବଂ ଦୁଃଖ କଲା।

ଆଦି ପୁସ୍ତକ 4:8

କଯିନ ତା'ର ଭାଇ ହବେଲକୁ କହିଲା, ଚ଼ାଲ କ୍ଷତକେୁ ୟିବା। ତେଣୁ କଯିନ ଏବଂ ହବେଲ କ୍ଷତକେୁ ବାହାରି ଗଲେ। ଏହାପରେ କଯିନ ହବେଲକୁ ଆକ୍ରମଣ କରି ହତ୍ଯା କଲେ।

ଯାତ୍ରା ପୁସ୍ତକ 21:14

କିନ୍ତୁ ଯଦି ଜଣେ ବ୍ଯକ୍ତି ଇଚ୍ଛା କରି କିମ୍ବା ରାଗ ରେ ଅନ୍ୟଜଣକୁ ହତ୍ଯା କରେ, ତବେେ ହତ୍ଯାକାରୀ ନିଶ୍ଚିତ ମୃତ୍ଯୁଦଣ୍ଡ ପାଇବ। ତାକୁ ମାରେ ୟଜ୍ଞବଦେୀ ପାଖରୁ ନଇୟୋଅ ଓ ହତ୍ଯା କର।

ଦିତୀୟ ବିବରଣ 19:11

ଏହା ଏପରି ହାଇପୋ ରେ ଯେ, କହେି ଜଣେ ଲକ୍ସ୍ଟଚି ରହିବ ଏବଂ ଫାନ୍ଦ ରେ ପକାଇବା ପାଇଁ ଅପେକ୍ଷା କରିବ, ଯାହାକକ୍ସ୍ଟ ସେ ଘୃଣା କରେ ତାକକ୍ସ୍ଟ ହତ୍ଯା କରିବାକୁ ଏବଂ ତାକକ୍ସ୍ଟ ହତ୍ଯା କରିବା ପରେ, ଧରାଯାଉ ସେ ସହେି ନଗରମାନଙ୍କରକ୍ସ୍ଟ ଏକ ନଗରକକ୍ସ୍ଟ ଦୌଡେ ଓ ଏକ ନାରାପଦ ନଗର ରେ ରହେ।

ପ୍ରଥମ ଶାମୁୟେଲ 18:10

ପରଦିନ ପରମେଶ୍ବରଙ୍କଠାରକ୍ସ୍ଟ ଯେତବେେଳେ ମନ୍ଦ ଆତ୍ମା ଶାଉଲଙ୍କକ୍ସ୍ଟ ଅକ୍ତିଆର କଲେ, ସେ ତାଙ୍କ ଗୃହ ମଧିଅରେ ଅବାନ୍ତର କାର୍ୟ୍ଯ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତ ରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।

ପ୍ରଥମ ଶାମୁୟେଲ 18:25

ଶାଉଲ ସମାନଙ୍କେୁ କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ଏକଥା କକ୍ସ୍ଟହ, 'ରାଜା ଗ୍ଭହାଁନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ପ୍ରତିଶୋଧ ନବୋକକ୍ସ୍ଟ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସକ୍ସ୍ଟନ୍ନତ ଚର୍ମ ଗ୍ଭହାଁନ୍ତି।' ପଲେଷ୍ଟୀୟମାନଙ୍କ ଦ୍ବାରା ଦାଉଦକକ୍ସ୍ଟ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା।

ପ୍ରଥମ ଶାମୁୟେଲ 19:9

କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକକ୍ସ୍ଟ ଆସିଲା। ଶାଉଲ ତାଙ୍କ ନିଜ ଗୃହ ରେ ବସିଥିଲେ। ଶାଉଲ ହାତ ରେ ବର୍ଚ୍ଛା ଧରିଥିଲେ। ଦାଉଦ ଆପଣା ହସ୍ତ ରେ ବାଦ୍ଯ ବଜାଉ ଥିଲେ।

ପ୍ରଥମ ଶାମୁୟେଲ 20:1

ଦାଉଦ ନାଯୋତ ଠାରକ୍ସ୍ଟ ରାମାକକ୍ସ୍ଟ ପଳାଯନ କଲେ। ଦାଉଦ ଯୋନାଥନଙ୍କ ପାଖକକ୍ସ୍ଟ ୟାଇ ପଚାରିଲେ, ମୁ କ'ଣ ଭକ୍ସ୍ଟଲ କଲି, ମୁ ତକ୍ସ୍ଟମ୍ଭ ପିତାଙ୍କ ବିରକ୍ସ୍ଟଦ୍ଧ ରେ କଣ ଦୋଷ କରିଛି? ତୁମ୍ଭର ପିତା କାହିଁକି ମାେତେ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଛନ୍ତି?

ପ୍ରଥମ ଶାମୁୟେଲ 23:7

ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ ବର୍ତ୍ତମାନ ଦାଉଦ କିଯୀଲା ରେ ଅଛନ୍ତି। ଶାଉଲ କହିଲେ, ପରମେଶ୍ବର ମାେ ହସ୍ତ ରେ ତାକକ୍ସ୍ଟ ରକ୍ଷା କରିଅଛନ୍ତି। ସେ ଦ୍ବାର ଓ ଅର୍ଗଳ ବିଶିଷ୍ଟ ନଗର ରେ ପ୍ରବେଶ କରିବା ହତେକ୍ସ୍ଟରକ୍ସ୍ଟ ସେ ମଧ୍ଯ ନିଜେ ନିଜେ ଧରା ଦଇେଛନ୍ତି।

ପ୍ରଥମ ଶାମୁୟେଲ 24:11

ଦେଖ, ମାେ ହାତ ରେ ଥିବା ଲକ୍ସ୍ଟଗା ଖଣ୍ତକକ୍ସ୍ଟ। ମୁ ଏହାକକ୍ସ୍ଟ ତକ୍ସ୍ଟମ୍ଭ ଲକ୍ସ୍ଟଗା ଧଡିରକ୍ସ୍ଟ କାଟିଅଛି। ମୁ ତୁମ୍ଭକୁ ମାରି ପାରିଥାନ୍ତି କିନ୍ତୁ ମୁ ମାରି ନାହିଁ। ମୁ ତୁମ୍ଭକୁ ବର୍ତ୍ତମାନ ବକ୍ସ୍ଟଝିବାକକ୍ସ୍ଟ ଦେଉଛି। ମୁ ତୁମ୍ଭକୁ ଜଣାଇ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି ଯେ ମୁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନଥିଲି। ମୁ ତକ୍ସ୍ଟମ୍ଭ ପ୍ରତି କବେେ ଅନ୍ଯାଯ କରି ନାହିଁ। କିନ୍ତୁ ତୁମ୍ଭେ ମାେତେ ଆଘାତ କରିଛ ଏବଂ ମାରିବାକକ୍ସ୍ଟ ମଧ୍ଯ ଗ୍ଭହିଁଛ।

ଦିତୀୟ ଶାମୁୟେଲ 3:27

ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।

ଦିତୀୟ ଶାମୁୟେଲ 13:22

ଅବଶାଲୋମ ଅମ୍ମାନେକକ୍ସ୍ଟ ଭଲ କି ମନ୍ଦ କିଛି କହିଲା ନାହିଁ। କାରଣ ତାହାର ଭଉଣୀ ତାମରକକ୍ସ୍ଟ ବଳାତ୍କାର କରିବାରକ୍ସ୍ଟ ଅବଶା ଲୋମ ଅମ୍ ନୋନକକ୍ସ୍ଟ ଘୃଣା କଲା।

ଦିତୀୟ ଶାମୁୟେଲ 13:28

ଏହାପରେ ଅବଶା ଲୋମ ନିଜର ସବେକମାନଙ୍କୁ ଆଜ୍ଞା ଦେଲେ ଓ କହିଲେ, ଅମ୍ ନୋନକକ୍ସ୍ଟ ଜଗିଥାଅ, ଯେତବେେଳେ ସେ ଟିକେ ମାତାଲ ହବେ, ଦ୍ରାକ୍ଷାରସରକ୍ସ୍ଟ ଉତ୍ତମ ଅନକ୍ସ୍ଟଭବ କରିବ, ମାେ ଆଦେଶ ଅନକ୍ସ୍ଟକରଣ କରି ତାକକ୍ସ୍ଟ ହତ୍ଯା କର। ଭୟ କର ନାହିଁ, ମୁ କ'ଣ ତୁମ୍ଭମାନଙ୍କୁ ଆଜ୍ଞା ଦଇନୋହିଁ, ବଳବାନ୍ ଏବଂ ସାହସି ହକ୍ସ୍ଟଅ।

ଦିତୀୟ ଶାମୁୟେଲ 20:10

ମାତ୍ର ଯୋୟାବର ହସ୍ତସ୍ଥିତ ଖଡ୍ଗ ପ୍ରତି ଅମାସା କିଛି ଦୃଷ୍ଟି ଦଲୋ ନାହିଁ। ଏବଂ ଯୋୟାବ ସହେି ଖଡ୍ଗ ରେ ତା'ର ଉଦରକକ୍ସ୍ଟ ଆଘାତ କରି ତାହାର ଅନ୍ତବକ୍ସ୍ଟଜକ୍ସ୍ଟଳି କାଢି ଭୂମିରେ ପକାଇ ଦଲୋ। ସେ ଦ୍ବିତୀୟ ଥର ଆଘାତ କଲା ନାହିଁ। ସେଥି ରେ ହିଁ ସେ ମରି ୟାଇଥିଲା। ତା'ପରେ ଯୋୟାବ ଏବଂ ତାହାର ଭାଇ ଅବୀଶଯ ବିଖ୍ରିର ପକ୍ସ୍ଟତ୍ର ପଛ ରେ ଗୋଡ଼ାଇବାକକ୍ସ୍ଟ ଆରମ୍ଭ କଲେ।

ପ୍ରଥମ ରାଜାବଳୀ 2:5

ଦାଉଦ ପୁଣି କହିଲେ, ସରୁଯାର ପୁତ୍ର ଯୋୟାବ ମାେ ବିରୁଦ୍ଧ ରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇଶ୍ରାୟେଲର ଦୁଇ ସନୋପତିଙ୍କୁ ହତ୍ଯା କରିଛି, ନରର ପୁତ୍ର ଅବନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଇର୍ଷାନ୍ବିତ ହାଇେ ହତ୍ଯା କଲା। ସହେି ରକ୍ତ ରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମାରେ ଦଣ୍ତ ଦବୋର ଉଚିତ୍ ଥିଲା।

ପ୍ରଥମ ରାଜାବଳୀ 2:31

ତା'ପରେ ରାଜା ବନାଯକୁ ଆଦେଶ ଦେଲେ, ସେ ଯେପରି କହିଅଛି, ସହେିପରି କର। ସହେିଠା ରେ ତାକୁ ହତ୍ଯା କର ଓ କବର ଦିଅ। ତାହାହେଲେ ଯୋୟାବ ନୀରିହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସହେି ପାପରୁ ମୁଁ ଓ ମାରେ ପରିବାର ମୁକ୍ତ ହବେୁ।

ଗୀତସଂହିତା 10:7

ସହେି ଲୋକମାନେ ସବୁବେଳେ ଈଶ୍ବରଙ୍କୁ ତିରସ୍କାର କରନ୍ତି। ସମାନେେ ସବୁବେଳେ ଅନ୍ୟମାନଙ୍କ ବିଷଯରେ ମନ୍ଦ କଥା କହନ୍ତି। ସମାନେେ ସବୁବେଳେ ମନ୍ଦକାର୍ୟ୍ଯ କରିବାକୁ ଯୋଜନା କରନ୍ତି।

ଗୀତସଂହିତା 11:2

ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି। ସମାନେେ ଅନ୍ଧାରରେ ଲୁଚି ରହନ୍ତି। ସମାନେେ ଧନୁରେ ଗୁଣ ଚଢ଼ାନ୍ତି। ସମାନେେ ତୀର ଦ୍ବାରା ଲକ୍ଷ୍ଯ ସ୍ଥିର କରନ୍ତି ଏବଂ ସମାନେେ ସିଧା ସାଧୁ ଓ ଉତ୍ତମ ବ୍ଯକ୍ତିର ହୃଦଯକୁ ଶରବିଦ୍ଧ କରନ୍ତି।

ଗୀତସଂହିତା 35:7

ମୁଁ କୌଣସି ଭୁଲ କାର୍ୟ୍ଯ କରି ନାହିଁ। ତଥାପି ସେ ଲୋକମାନେ ବିନା କାରଣରେ ମାେତେ ୟନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ। ସମାନେେ ମାେତେ ୟନ୍ତାରେ ପକାଇବାକୁ ଉଦ୍ଯମ କରିଥିଲେ।

ଗୀତସଂହିତା 57:4

ମାରେ ଜୀବନ ସଙ୍କଟପୂର୍ଣ୍ଣ। ମାରେ ଶତ୍ରୁମାନେ ମାରେ ଚତୁଃପାଶର୍‌ବରେ ଘରେି ରହିଛନ୍ତି। ସମାନେେ ମଣିଷ ଖିଆ ସିଂହ ପରି। ସମାନଙ୍କେର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ଯ। ସମାନଙ୍କେର ଜିହ୍ବା ତୀକ୍ଷ୍ମ ଖଡ୍ଗ ତୁଲ୍ଯ।

ହିତୋପଦେଶ 1:18

ତେଣୁ ଏହି ଲୋକମାନେ ଗୁପ୍ତ ରେ ଛକି ବସନ୍ତି ଅନ୍ୟମାନଙ୍କୁ ହତ୍ଯା କରିବା ପାଇଁ। କିନ୍ତୁ ବାସ୍ତବ ରେ ସମାନେେ ନିଜ ନିଜର ପ୍ରାଣକୁ ଧରିବା ପାଇଁ ଜାଲ ବିଛାଇଥାନ୍ତି।

ହିତୋପଦେଶ 26:24

ଘୃଣାକାରୀ ନିଜ କଥା ରେ କପଟ କରେ, କିନ୍ତୁ ସେ ହୃଦଯ ରେ ପ୍ରବଞ୍ଚନା ରେଖ।

ହିତୋପଦେଶ 28:17

ଯେଉଁ ଲୋକ କୌଣସି ଲୋକର ରକ୍ତ ରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ୟ୍ଯନ୍ତ ପଳାଇବ। ତାକୁ କହେି ଅଟକାଇବେ ନାହିଁ।

ମାର୍କଲିଖିତ ସୁସମାଚାର 6:19

ତେଣୁ େ ହରୋଦିଆ ଯୋହନଙ୍କୁ ଶତୃ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ଯା କରିବାକୁ ଚାହୁଁଥିଲେ। କିନ୍ତୁ ସେ ଏଥିପାଇଁ ହରେୋଦଙ୍କୁ ପ୍ରବର୍ତ୍ତାଇବା ରେ ଅସଫଳ ହାଇେଥିଲେ।

ମାର୍କଲିଖିତ ସୁସମାଚାର 6:24

ଝିଅଟି ତା ମାଆ ପାଖକୁ ଯାଇ ପଚାରିଲା, ରାଜା େ ହରୋଦଙ୍କୁ ମୁଁ କ'ଣ ମାଗିବି?

ଲୂକଲିଖିତ ସୁସମାଚାର 4:29

ଲୋକମାନେ ଉଠି ପଡିଲେ ଓ ଜାରେ ଜବରଦସ୍ତି ୟିଶୁଙ୍କୁ ନଗର ମଧ୍ଯରୁ ବାହାର କରି ଦେଲେ। ସମାନଙ୍କେ ନଗର ଗୋଟିଏ ପାହାଡ ଉପରେ ନିର୍ମିତ ଥିଲା। ସମାନେେ ଯୀଶୁଙ୍କୁ ପାହାଡର ଧାରକୁ ନଇଗେଲେ। ସମାନେେ ଯୀଶୁଙ୍କୁ ସଠାରୁେ ତଳକୁ ଫିଙ୍ଗି ଦବୋକୁ ଚାହୁଁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:3

ସଠାେରେ ସେ ତିନିମାସ ପର୍ୟ୍ଯନ୍ତ ରହିଲେ। ସଠାରୁେ ସୁରିଆକୁ ଜଳଯାତ୍ରା କରିବାପାଇଁ ଚାହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କରିବାରୁ ସେ ମାକିଦନୀଆକୁ ଫରେି ୟିବାପାଇଁ ସ୍ଥିର କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:21

କିନ୍ତୁ ଆପଣ ସମାନଙ୍କେ କଥା ବିଶ୍ବାସ କରିବେ ନାହିଁ। ଚ଼ାଳିଶ ଜଣରୁ ଅଧିକ ଯିହୂଦୀୟ ଲୁଚ଼ଛନ୍ତି ଏବଂ ପାଉଲଙ୍କୁ ହତ୍ଯା କରିବା ପାଇଁ ଅପେକ୍ଷା କରିଛନ୍ତି। ସମାନେେ ତାହାଙ୍କୁ ନ ମାରିବା ପର୍ୟ୍ଯନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସମାନେେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।

Interlinear

Choose Theme