Home Bibles ଗଣନା ପୁସ୍ତକ 35:19 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 35:19 · ଓଡ଼ିଆ ବାଇବେଲ

ଜଣେ ମୃତ ପରିବାରର ଲୋକ, ହତ୍ଯାକାରୀକୁ ହତ୍ଯା କରିପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ଯା କରିପାରିବ।

Cross references

ଗଣନା ପୁସ୍ତକ 35:12

ଏହି ନଗରଗୁଡିକ ହତ୍ଯାକାରୀ ପାଇଁ ନିରାପଦ ଅଟେ, ସହେି ବ୍ଯକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାଯିତ୍ବ ହତ୍ଯାକାରୀକୁ ଦଣ୍ତିତ କରିବା, ହତ୍ଯାକାରୀକୁ ମଣ୍ତଳ ନିକଟରେ ବିଚାର ପାଇଁ ଉପସ୍ଥିତ ନକଲା ପର୍ୟ୍ଯନ୍ତ।

ଗଣନା ପୁସ୍ତକ 35:21

ଯେଉଁ ବ୍ଯକ୍ତି ହତ୍ଯା କରିଥିଲା ତାକୁ ମୃତବ୍ଯକ୍ତିର ପରିବାରର କୌଣସି ସଦସ୍ଯ ତାକୁ ଦେଖିଲା ମାତ୍ ରେ ହତ୍ଯା କରିବେ।

ଗଣନା ପୁସ୍ତକ 35:24

ତବେେ ମଣ୍ତଳୀ ସହେି ହତ୍ଯାକାରୀର ଓ ରକ୍ତର ପ୍ରତିହନ୍ତାର ବିଷଯ ଏହି ଶାସନାନୁସା ରେ ବିଚାର କରିବେ।

ଗଣନା ପୁସ୍ତକ 35:27

ସୀମାର ବାହା ରେ ତାହାକୁ ପାଏ ଓ ପ୍ରତିହନ୍ତା ତାହାକୁ ବଧ କରେ ତବେେ ସେ ରକ୍ତପାତ ରେ ଅପରାଧୀ ହବେ ନାହିଁ।

ଦିତୀୟ ବିବରଣ 19:6

ଯଦି ନଗରଟି ସଠାେରକ୍ସ୍ଟ ବହକ୍ସ୍ଟତ ଦୂର ରେ ଥାଏ। ଯଦି ସଠାେକକ୍ସ୍ଟ ଶିଘ୍ର ଦୌଡି ନ ୟାଇପା ରେ ତବେେ ରକ୍ତର ପ୍ରତିହନ୍ତା ତଲ୍ଗତିତ୍ତ ହଇେ ନରହତ୍ଯା କାରୀର ପେଛ ଗୋଡ଼ାଇ ଦୂରପଥ ସକାଶକ୍ସ୍ଟ ତାହାକକ୍ସ୍ଟ ଧରି ଜୀବନ ରେ ମାରି ଦବେ। ମାତ୍ର ସହେି ଲୋକ ପ୍ରାଣଦଣ୍ତ ଯୋଗ୍ଯ ନକ୍ସ୍ଟ ହେଁ। କାରଣ ତାହା ପୂର୍ବରକ୍ସ୍ଟ ତାହାକକ୍ସ୍ଟ ହିଂସା କରୁ ନ ଥିଲା।

ଦିତୀୟ ବିବରଣ 19:12

ଯଦି ଏପରି ଘଟେ, ତବେେ ତା'ର ନଗରର ପ୍ରାଚୀନମାନେ ତାକକ୍ସ୍ଟ ଡାକି ପଠାଇବେ ଏବଂ ତାକକ୍ସ୍ଟ ଫରୋଇ ଆଣିବେ। ଏବଂ ତାହାକକ୍ସ୍ଟ ହତ୍ଯା କରିବା ପାଇଁ ରକ୍ତର ପ୍ରତିହଁନ୍ତାର ହସ୍ତ ରେ ସମର୍ପଣ କରିବେ। ଏବଂ ତାକକ୍ସ୍ଟ ହତ୍ଯା କରାୟିବା ଉଚିତ୍।

ଯିହୋଶୂୟ 20:3

ଯଦି କୌଣସି ନରହତ୍ଯାକାରୀ ଭୂଲ୍ ରେ ଓ ଅଜ୍ଞାତସାର ରେ କାହାକକ୍ସ୍ଟ ବଧ କରେ ସେ ସହେି ନିରାପଦ ସହରକକ୍ସ୍ଟ ପଳାଇ ୟାଇପା ରେ। ତେଣୁ ସହେିସବୁ ନଗର ରକ୍ତର ପ୍ରତିହନ୍ତାଠାରକ୍ସ୍ଟ ତୁମ୍ଭମାନଙ୍କ ପ୍ରତି ଆଶ୍ରଯ ନଗର ହବେ।

ଯିହୋଶୂୟ 20:5

କିନ୍ତୁ ଯେଉଁ ଲୋକମାନେ ତା ପଛ ରେ ଗୋଡ଼ାଇ ଆସିବେ ନିଶ୍ଚିତ ଭାବରେ ସମାନେେ ଆସି ଏହି ନଗର ରେ ପହଁଞ୍ଚି ପାରନ୍ତି। ଯଦି ଏହିପରି ଘଟଣା ଘଟେ ସହରର ପ୍ରାଚୀନ ବର୍ଗମାନେ ତାହାକକ୍ସ୍ଟ ପ୍ରତିରୋଧ ଦବୋ ପାଇଁ ଆସିଥିବା ଲୋକମାନଙ୍କୁ ହସ୍ତାନ୍ତର କରିବେ ନାହିଁ। କାରଣ ସେ ଦକ୍ସ୍ଟଃର୍ଘଟଣା ବଶତଃ ଜଣେ ବ୍ଯକ୍ତିକକ୍ସ୍ଟ ହତ୍ଯା କରିଥିଲେ। ସେ ରାଗି କରି କିମ୍ବା ଦ୍ବଷେ ରେ ବା ଇଚ୍ଛାକରି ସେ ତାକକ୍ସ୍ଟ ହତ୍ଯା କରି ନଥିଲା। ଏହା ଦକ୍ସ୍ଟର୍ଘଟଣା ବଶତଃ ହାଇେଥିଲା।

ବିଚାରକର୍ତାମାନଙ୍କ ବିବରଣ 8:19

ଗିଦ୍ଦିୟୋନ କହିଲେ, ସମାନେେ ମାରେ ଭାଇ ଥିଲେ। ମାରେ ମା'ର ପକ୍ସ୍ଟତ୍ର! ଯେ ହତେକ୍ସ୍ଟ ସଦାପ୍ରଭୁ ଅଛନ୍ତି, ଯଦି ତୁମ୍ଭେ ସମାନଙ୍କେୁ ମାରି ନ ଥାନ୍ତ ତବେେ ମୁ ତୁମ୍ଭକୁ ବର୍ତ୍ତମାନ ମାରି ନଥାନ୍ତି।

ଦିତୀୟ ଶାମୁୟେଲ 3:27

ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।

ଦିତୀୟ ଶାମୁୟେଲ 3:30

ଯୋୟାବ ଓ ତା'ର ଭାଇ ଅବୀଶଯ ଅବ୍ନରକକ୍ସ୍ଟ ହତ୍ଯା କଲେ, କାରଣ ଅବ୍ନର ସମାନଙ୍କେର ଭାଇ ଅସା ହେଲକକ୍ସ୍ଟ ଗିବିଯା ୟକ୍ସ୍ଟଦ୍ଧ ରେ ହତ୍ଯା କରିଥିଲେ।

ଦିତୀୟ ଶାମୁୟେଲ 14:11

ସ୍ତ୍ରୀ ଲୋକଟି କହିଲେ, ଆପଣ ସଦାପ୍ରଭୁ ପରମେଶ୍ବରଙ୍କ ନାମ ରେ ଶପଥ ନଇେ କହନ୍ତକ୍ସ୍ଟ, ଆପଣ ସମାନଙ୍କେୁ ଅଟକାଇବେ, ଯେଉଁମାନେ ତା'ର ଭାଇର ହତ୍ଯା ୟୋଗକ୍ସ୍ଟଁ ମାରେ ପକ୍ସ୍ଟତ୍ରକକ୍ସ୍ଟ ହତ୍ଯା କରିବାକୁ ଗ୍ଭହାଁନ୍ତି। ଶପଥ କରନ୍ତକ୍ସ୍ଟ ଯେ, ଆପମ ସମାନଙ୍କେୁ ମାରେ ପକ୍ସ୍ଟତ୍ରକକ୍ସ୍ଟ ଧ୍ବଂସ କରିବା ପାଇଁ ଦବେେ ନାହିଁ।

Interlinear

Choose Theme