କଯିନ ତା'ର ଭାଇ ହବେଲକୁ କହିଲା, ଚ଼ାଲ କ୍ଷତକେୁ ୟିବା। ତେଣୁ କଯିନ ଏବଂ ହବେଲ କ୍ଷତକେୁ ବାହାରି ଗଲେ। ଏହାପରେ କଯିନ ହବେଲକୁ ଆକ୍ରମଣ କରି ହତ୍ଯା କଲେ।
Cross references
ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।
ଏଥି ରେ ଅବଶା ଲୋମ କହିଲା, ଯଦି ଆପଣ ଆସକ୍ସ୍ଟନାହାନ୍ତି, ତବେେ ମାରେ ଭାଇ ଅମ୍ମାନେକକ୍ସ୍ଟ ଆମ ସଙ୍ଗ ରେ ୟିବାକକ୍ସ୍ଟ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ।
ଆପଣଙ୍କ ଏହି ଦାସୀର ଦକ୍ସ୍ଟଇ ପକ୍ସ୍ଟତ୍ର ଥିଲେ। ସେ ଦକ୍ସ୍ଟ ହେଁ କ୍ଷେତ୍ର ରେ ବିବାଦ କଲେ। ସେତବେେଳେ ସମାନଙ୍କେୁ ଛଡାଇ ଦବୋକକ୍ସ୍ଟ କହେି ନଥିବାରକ୍ସ୍ଟ ଜଣେ ଅନ୍ୟ ଜଣଙ୍କକ୍ସ୍ଟ ମାରି ବଧ କଲା।
ଯୋୟାବ ଅମାସାକକ୍ସ୍ଟ ପଗ୍ଭରିଲା, କି ଭାଇ ତୁମ୍ଭର ମଙ୍ଗଳ?
ସେତବେେଳେ ସନ୍ବଲ୍ଲଟ ଓ ଗେଶମ ମାେ ନିକଟକୁ ଲୋକ ପଠାଇ କହିଲେ, ଆସ ଆମ୍ଭମାନେେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମ ରେ ସାକ୍ଷାତ କରିବା। ମାତ୍ର ସମାନେେ ମାରେ ହିଂସା କରିବାକୁ ବିଗ୍ଭର କରିଥିଲେ।
ତା'ପରେ ତୁମ୍ଭେ ଲଜ୍ଜ୍ଯାରହିତ ହାଇେ ପରମେଶ୍ବରଙ୍କୁ ଦେଖି ପାରିବ ଏବଂ ତୁମ୍ଭେ ବିନା ଭୟ ରେ ପରମେଶ୍ବରଙ୍କ ଆଗ ରେ ଶକ୍ତିଶାଳୀ ହାଇେ ଛିଡ଼ା ହାଇେ ପାରିବ।
କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ୟାଇପାରିବ ? କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରିପାରିବ ?
ତା'ର ବାକ୍ଯସବୁ କବଳେ ମୂଲ୍ଯହୀନ ମିଥ୍ଯା ଅଟେ। ସେ ଜ୍ଞାନୀ ହାଇପୋରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
ମାରେ ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଂଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ଯ ଚିକ୍କଣ। କିନ୍ତୁ ତା ହୃଦଯରେ ଘୃଣା ଅଛି। ତା'ର କଥାଗୁଡ଼ିକ ତଲେ ସଦୃଶ ଦିଛିଳ, କିନ୍ତୁ ସଗେୁଡ଼ିକ ଧାରୁଆ ଖଡ୍ଗ ତୁଲ୍ଯ କାଟନ୍ତି।
ହେ ପରମେଶ୍ବର, ଦୁଷ୍ଟ ଲୋକମାନଙ୍କୁ ହତ୍ଯା କର। ହେ ହତ୍ଯାକାରୀଗଣ, ମାଠାରୁେ ତୁମ୍ଭେ ଦୂରଇେ ୟାଅ।
ଘୃଣାକାରୀ ନିଜ କଥା ରେ କପଟ କରେ, କିନ୍ତୁ ସେ ହୃଦଯ ରେ ପ୍ରବଞ୍ଚନା ରେଖ।
ତାହାର ଘୃଣା କପଟ ରେ ଆପଣାକୁ ଆବୃତ୍ତ କଲେ ହେଁ, ତା'ର ମନ୍ଦତା ସଭା ରେ ପ୍ରକାଶ ପାଏ।
ତୁମ୍ଭ ନିଜ ପରିବାରର ଲୋକେ ତୁମ୍ଭର ଶତୃ ପାଲଟିବେ। ପୁଅ ତାଙ୍କର ବାପାଙ୍କୁ ଅସମ୍ମାନ କରିବ, କନ୍ଯା ମାଆର ବିରୁଦ୍ଧ ରେ ୟିବ ଓ ବୋହୂ ଶାଶୁର ବିରୁଦ୍ଧ ରେ କାର୍ୟ୍ଯ କରିବ।
ତେଣୁ ଧାର୍ମିକ ଲୋକ ହବେଲଙ୍କଠାରୁ ଆରମ୍ଭ କରି ବରେିଖିୟଙ୍କ ପୁତ୍ର ୟିଖରିୟଙ୍କ ପର୍ୟ୍ଯନ୍ତ ଏ ପୃଥିବୀ ରେ ଯେତେ ଭଲ ଲୋକଙ୍କୁ ମାରି ଦିଆ ଯାଇଛି, ସେଥିପାଇଁ ତୁମ୍ଭମାନେେ ଦୋଷୀ ସାବ୍ଯସ୍ତ ହବେ। ବରେିଖିୟଙ୍କ ପୁତ୍ରୟିଖରିୟଙ୍କୁ ମନ୍ଦିର ଓ ବଦେୀ ମଧ୍ଯ ସ୍ଥଳ ରେ ତୁମ୍ଭମାନେେ ହତ୍ଯା କରିଥିଲ।
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ହବେଲ ଙ୍କ ରକ୍ତପାତଠାରୁ ଆରମ୍ଭ କରି ବଦେୀ ଓ ମନ୍ଦିର ର ମଧ୍ଯସ୍ଥଳ ରେ ନିହତ ହାଇେଥିବା ଜିଖରିୟଙ୍କ ରକ୍ତପାତ ପର୍ୟ୍ଯନ୍ତ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିବ।
କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ୟିହୂଦା, ତୁମ୍ଭେ କ'ଣ ମନୁଷ୍ଯପୁତ୍ରଙ୍କୁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦବୋପାଇଁ ବଂଧୁତାର ଚୁମ୍ବନକୁ ବ୍ଯବହାର କରୁଛ?
ତୁମ୍ଭମାନେେ, ପରମେଶ୍ବରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭମାନେେ ହବେଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ଯ କହି ପାରୁଥିବା ରକ୍ତ ସଚେନ326 ନିକଟକୁ ଆସିଛ।
ଆମ୍ଭେ କଯିନ344 ଭଳି ହବୋ ଉଚିତ ନୁହେଁ। କାରଣ ତାହାଙ୍କଠା ରେ ପାପାତ୍ମା ଥିଲା। ସେ ନିଜ ଭାଇ ହବେଲକୁ ହତ୍ଯା କଲା। ସେ ତା'ର ଭାଇକୁ କାହିଁକି ହତ୍ଯା କଲା ? ସେ ଏପରି କଲା, କାରଣ ତା'ର କାର୍ୟ୍ଯଗୁଡ଼ିକ ମନ୍ଦ ଥିଲା ଓ ତା' ଭାଇର କର୍ମଗୁଡ଼ିକ ଭଲ ଥିଲା।
ଏହା ସମାନଙ୍କେ ପାଇଁ ଖରାପ ଅଟେ। ଏହି ଲୋକମାନେ କଯିନର ପଥ ଅନୁସରଣ କରିଛନ୍ତି। ସମାନେେ ଅର୍ଥ ଲୋଭ ସକାେଶ ବିଲିୟମ ପରି ଅନ୍ଯାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ବରଙ୍କ ବିରୁଦ୍ଧ ରେ ଆଚରଣ କରିଛନ୍ତି। କୋରହ ପରି ସମାନେେ ମଧ୍ଯ ଧ୍ବଂସ ହବେେ।