Home Bibles ଦିତୀୟ ଶାମୁୟେଲ 3:27 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 3:27 · ଓଡ଼ିଆ ବାଇବେଲ

ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।

Cross references

ଗଣନା ପୁସ୍ତକ 35:19

ଜଣେ ମୃତ ପରିବାରର ଲୋକ, ହତ୍ଯାକାରୀକୁ ହତ୍ଯା କରିପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ଯା କରିପାରିବ।

ଦିତୀୟ ବିବରଣ 27:24

ଲବେୀୟମାନେ କହିବେ, ଯେଉଁଲୋକ ଆପଣା ପଡ଼ୋଶୀକକ୍ସ୍ଟ ଗୋପନ ରେ ହତ୍ଯା କରେ ସେ ଅଭିଶଲ୍ଗ ହେଉ।'

ଦିତୀୟ ଶାମୁୟେଲ 2:19

ଅସା ହେଲ ଅବନର ପେଛ ପେଛ ଦୌଡିଗଲା। ଏବଂ ତାଙ୍କ ପେଛ ପେଛ ୟିବା ଆରମ୍ଭ କଲା।

ଦିତୀୟ ଶାମୁୟେଲ 2:23

କିନ୍ତୁ ଅସା ହେଲ ଅବ୍ନର ପଛ ରେ ଦୌଡିବାରକ୍ସ୍ଟ ବିରତ ହେଲା ନାହିଁ। ତେଣୁ ଅବ୍ନର ବର୍ଚ୍ଛାର ମକ୍ସ୍ଟନ ରେ ତା'ର ପଟେକକ୍ସ୍ଟ ଭୂଷି ଦବୋରକ୍ସ୍ଟ ତାହା ପିଠି ଦଇେ ବାହାରି ଗଲା। ତେଣୁ ସେ ସହେିଠା ରେ ମରିଗଲା।

ଦିତୀୟ ଶାମୁୟେଲ 20:9

ଯୋୟାବ ଅମାସାକକ୍ସ୍ଟ ପଗ୍ଭରିଲା, କି ଭାଇ ତୁମ୍ଭର ମଙ୍ଗଳ?

ଦିତୀୟ ଶାମୁୟେଲ 20:10

ମାତ୍ର ଯୋୟାବର ହସ୍ତସ୍ଥିତ ଖଡ୍ଗ ପ୍ରତି ଅମାସା କିଛି ଦୃଷ୍ଟି ଦଲୋ ନାହିଁ। ଏବଂ ଯୋୟାବ ସହେି ଖଡ୍ଗ ରେ ତା'ର ଉଦରକକ୍ସ୍ଟ ଆଘାତ କରି ତାହାର ଅନ୍ତବକ୍ସ୍ଟଜକ୍ସ୍ଟଳି କାଢି ଭୂମିରେ ପକାଇ ଦଲୋ। ସେ ଦ୍ବିତୀୟ ଥର ଆଘାତ କଲା ନାହିଁ। ସେଥି ରେ ହିଁ ସେ ମରି ୟାଇଥିଲା। ତା'ପରେ ଯୋୟାବ ଏବଂ ତାହାର ଭାଇ ଅବୀଶଯ ବିଖ୍ରିର ପକ୍ସ୍ଟତ୍ର ପଛ ରେ ଗୋଡ଼ାଇବାକକ୍ସ୍ଟ ଆରମ୍ଭ କଲେ।

ପ୍ରଥମ ରାଜାବଳୀ 2:5

ଦାଉଦ ପୁଣି କହିଲେ, ସରୁଯାର ପୁତ୍ର ଯୋୟାବ ମାେ ବିରୁଦ୍ଧ ରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇଶ୍ରାୟେଲର ଦୁଇ ସନୋପତିଙ୍କୁ ହତ୍ଯା କରିଛି, ନରର ପୁତ୍ର ଅବନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଇର୍ଷାନ୍ବିତ ହାଇେ ହତ୍ଯା କଲା। ସହେି ରକ୍ତ ରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମାରେ ଦଣ୍ତ ଦବୋର ଉଚିତ୍ ଥିଲା।

ପ୍ରଥମ ରାଜାବଳୀ 2:32

ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ଯା କରିଥିଲେ। ସମାନେେ ହେଲ ଇଶ୍ରାୟେଲର ସନୋପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସନୋପତି ଯେଥରର ପୁତ୍ର ଅମାସା। ସେ ମାେ ପିତା ଦାଉଦଙ୍କ ଅଜ୍ଞାତସାର ରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ଯା କରିଥିଲା। ତେଣୁ ସହେି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦବେେ।

ପ୍ରଥମ ବଂଶାବଳୀ 27:21

ପୂର୍ବ ମନଃଶିର : ୟିଖରିଯଙ୍କ ପୁତ୍ର ୟିଦ୍ଦୋ।

ହିତୋପଦେଶ 26:26

ତାହାର ଘୃଣା କପଟ ରେ ଆପଣାକୁ ଆବୃତ୍ତ କଲେ ହେଁ, ତା'ର ମନ୍ଦତା ସଭା ରେ ପ୍ରକାଶ ପାଏ।

ଯିରିମିୟ 41:2

ସମାନେେ ଏକତ୍ର ଭୋଜନ କରୁଥିବା ବେଳେ ଇଶମାଯଲେ ଓ ତାର ଦଶଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିଯକୁ ହତ୍ଯା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାୟ୍ଯ ରେ ନିୟୁକ୍ତ କରିଥିଲେ।

ଯିରିମିୟ 41:6

ଇଶମାଯଲେ ମିସ୍ପାକୁ ସହେି ଅଶୀଜଣ ପୁରୁଷଙ୍କୁ ଭଟେିବା ପାଇଁ ଗଲା ଓ ଗଲା ବେଳେ ବାଟସାରା କ୍ରନ୍ଦନ କରି କରି ଗଲା। ସମାନଙ୍କେୁ ସାକ୍ଷାତ କରି କହିଲା, ଅହୀକାମର ପୁତ୍ର ଗଦଲିଯକୁ ଦେଖିବାକୁ ଆସ।

Interlinear

Choose Theme