ଦାଉଦ ନାଯୋତ ଠାରକ୍ସ୍ଟ ରାମାକକ୍ସ୍ଟ ପଳାଯନ କଲେ। ଦାଉଦ ଯୋନାଥନଙ୍କ ପାଖକକ୍ସ୍ଟ ୟାଇ ପଚାରିଲେ, ମୁ କ'ଣ ଭକ୍ସ୍ଟଲ କଲି, ମୁ ତକ୍ସ୍ଟମ୍ଭ ପିତାଙ୍କ ବିରକ୍ସ୍ଟଦ୍ଧ ରେ କଣ ଦୋଷ କରିଛି? ତୁମ୍ଭର ପିତା କାହିଁକି ମାେତେ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଛନ୍ତି?
Cross references
ମୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ଅଛି। ଯଦି ମୁ କିଛି ଭକ୍ସ୍ଟଲ କରିଛି ତୁମ୍ଭମାନେେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକକ୍ସ୍ଟ କକ୍ସ୍ଟହ। ମୁ କାହାର ଗଧ କିମ୍ବା ଗାଈ ଚୋରୀ କରିଛି କି? ମୁ କାହାକକ୍ସ୍ଟ ଆଘାତ କିମ୍ବା ଧୋକା ଦଇେଛି କି? ମୁ ମାରେ ଚକ୍ଷକ୍ସ୍ଟକକ୍ସ୍ଟ ଅନ୍ଧ କରିବା ପାଇଁ କାହା ହସ୍ତରକ୍ସ୍ଟ ଲାଞ୍ଚ ନଇେ ନାହିଁ, ଯେପରିକି ମୁ ଅନ୍ୟ ଦ୍ବାରା ଅପରାଧ କରିଥିବା ଉପଦ୍ରବ୍ଯ ଦେଖି ନପା ରେ? ଯଦି ମୁ ଏଥିରକ୍ସ୍ଟ କୌଣସିଟି କରିଛି, ତବେେ ମୁ ତାହା ଭରଣା କରିବା ପାଇଁ ପ୍ରସ୍ତକ୍ସ୍ଟତ ଅଛି।
ଶାଉଲ ଦାଉଦଙ୍କକ୍ସ୍ଟ ହତ୍ଯା କରିବା ପାଇଁ ତାଙ୍କର ପକ୍ସ୍ଟତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦକକ୍ସ୍ଟ ବହକ୍ସ୍ଟତ ଭଲ ପାଉଥିଲେ।
ଦାଉଦ ପଳାଯନ କରି ରକ୍ଷା ପାଇଲେ ଓ ରାମା ରେ ଶାମକ୍ସ୍ଟଯଲେ ନିକଟକକ୍ସ୍ଟ ୟାଇ ଶାଉଲ ତାଙ୍କ ପ୍ରତି ଯେଉଁ ଆଚରଣ କରିଥିଲେ ତାହା କହିଲେ। ତେଣୁ ସେ ଓ ଶାମକ୍ସ୍ଟଯଲେ ୟାଇ ନାଯୋତ ରେ ବାସ କଲେ।
ଶାଉଲଙ୍କକ୍ସ୍ଟ ଜଣାଇ ଦିଆଗଲା, ଦେଖ ଦାଉଦ ରାମାସ୍ଥିତ ନାଯୋତ ରେ ଅଛି।
ଯୋନାଥନ ତା'ର ପିତାଙ୍କୁ ପଗ୍ଭରିଲା, ଦାଉଦକକ୍ସ୍ଟ କାହିଁକି ମାରିବ? ତା'ର ଅପରାଧ କ'ଣ?
ଶାଉଲ ପର୍ବତର ଏକ ପାଶର୍ବକକ୍ସ୍ଟ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସହେି ପର୍ବତର ଅନ୍ୟ ଏକ ପାଖକକ୍ସ୍ଟ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରକ୍ସ୍ଟ ଶିଘ୍ର ଦୌଡି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କକ୍ସ୍ଟ ଧରିବା ନିମନ୍ତେ ପର୍ବତର ଚତକ୍ସ୍ଟଃପାଶର୍ବ ରେ ଘରେି ୟାଇଥିଲେ।
ଦାଉଦ ଶାଉଲଙ୍କକ୍ସ୍ଟ କହିଲେ, ତୁମ୍ଭେ କାହିଁକି ଲୋକମାନଙ୍କ କଥା ଶକ୍ସ୍ଟଣିଲ ଯେତବେେଳେ ଲୋକମାନେ କହିଲେ, 'ଦାଉଦ ଯୋଜନା କରିଛି ତୁମ୍ଭକୁ ମାରିବା ପାଇଁ।'
ଦେଖ, ମାେ ହାତ ରେ ଥିବା ଲକ୍ସ୍ଟଗା ଖଣ୍ତକକ୍ସ୍ଟ। ମୁ ଏହାକକ୍ସ୍ଟ ତକ୍ସ୍ଟମ୍ଭ ଲକ୍ସ୍ଟଗା ଧଡିରକ୍ସ୍ଟ କାଟିଅଛି। ମୁ ତୁମ୍ଭକୁ ମାରି ପାରିଥାନ୍ତି କିନ୍ତୁ ମୁ ମାରି ନାହିଁ। ମୁ ତୁମ୍ଭକୁ ବର୍ତ୍ତମାନ ବକ୍ସ୍ଟଝିବାକକ୍ସ୍ଟ ଦେଉଛି। ମୁ ତୁମ୍ଭକୁ ଜଣାଇ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି ଯେ ମୁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନଥିଲି। ମୁ ତକ୍ସ୍ଟମ୍ଭ ପ୍ରତି କବେେ ଅନ୍ଯାଯ କରି ନାହିଁ। କିନ୍ତୁ ତୁମ୍ଭେ ମାେତେ ଆଘାତ କରିଛ ଏବଂ ମାରିବାକକ୍ସ୍ଟ ମଧ୍ଯ ଗ୍ଭହିଁଛ।
ସଦାପ୍ରଭୁ ମାରେ ଓ ତକ୍ସ୍ଟମ୍ଭ ଭିତ ରେ ବିଗ୍ଭର କରନ୍ତକ୍ସ୍ଟ ଓ ଆପଣଙ୍କ ମାଠାେ ରେ ଭୂଲ୍ କରିଥିବା ସଦାପ୍ରଭୁ ତା'ର ଦଣ୍ତ ଦିଅନ୍ତକ୍ସ୍ଟ। କିନ୍ତୁ ମୁ ତକ୍ସ୍ଟମ୍ଭ ସହିତ ୟକ୍ସ୍ଟଦ୍ଧ କରିବି ନାହିଁ।
ଶାଉଲ କହିଲେ, ତୁମ୍ଭେ ମାେ ଅପେକ୍ଷା ସତ୍ ବ୍ଯକ୍ତି ଅଟ। ତୁମ୍ଭେ ମାେ ପ୍ରତି ଭଲ ବ୍ଯବହାର ଦଖାଇେଛ। କିନ୍ତୁ ମୁ ଏହା ତକ୍ସ୍ଟମ୍ଭ ପ୍ରତି ଖରାପ ବ୍ଯବହାର କରିଥିଲି।
ଦାଉଦ ପକ୍ସ୍ଟଣି କହିଲେ, ମହାଶୟ ଆପଣ କାହିଁକି ମାରେ ପେଛପେଛ ଗୋଡଉଛନ୍ତି? ମୁ କ'ଣ ଅପରାଧ କଲି? କେଉଁ ଦୋଷ ମୁ କରିଛି?
ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।
ମୁଁ ନିରପରାଧ। ତଣେୁ ସଦାପ୍ରଭୁ ମାେତେ ନିଶ୍ଚଯ ମାରେ ପୁରସ୍କାର ଦବେେ। ମୁଁ କିଛି ଭୁଲ୍ କରି ନାହିଁ। ତଣେୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର। ସେ ଆମ୍ଭମାନଙ୍କୁ ସମାନଙ୍କେର ଦାନ୍ତର ଶିକାର ହବୋକୁ ନାହାନ୍ତି।
ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।
ପରମେଶ୍ବର ଏହି ସମସ୍ତ କାର୍ୟ୍ଯ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସବୋ କରୁଛନ୍ତି, ପ୍ରଭୁ ସର୍ବଦା ସମାନଙ୍କେୁ ରକ୍ଷା କରିବେ। ସମସ୍ଯା ରେ ପଡ଼ିଥିଲା ବେଳେ ସେ ସମାନଙ୍କେୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଚାର ଦିନ ରେ ଦଣ୍ଡ ଦବେେ।
ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ପରମେଶ୍ବରଙ୍କ ଛାମୁ ରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି।