Home Bibles ପ୍ରଥମ ଶାମୁୟେଲ 24:11 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 24:11 · ଓଡ଼ିଆ ବାଇବେଲ

ଦେଖ, ମାେ ହାତ ରେ ଥିବା ଲକ୍ସ୍ଟଗା ଖଣ୍ତକକ୍ସ୍ଟ। ମୁ ଏହାକକ୍ସ୍ଟ ତକ୍ସ୍ଟମ୍ଭ ଲକ୍ସ୍ଟଗା ଧଡିରକ୍ସ୍ଟ କାଟିଅଛି। ମୁ ତୁମ୍ଭକୁ ମାରି ପାରିଥାନ୍ତି କିନ୍ତୁ ମୁ ମାରି ନାହିଁ। ମୁ ତୁମ୍ଭକୁ ବର୍ତ୍ତମାନ ବକ୍ସ୍ଟଝିବାକକ୍ସ୍ଟ ଦେଉଛି। ମୁ ତୁମ୍ଭକୁ ଜଣାଇ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି ଯେ ମୁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନଥିଲି। ମୁ ତକ୍ସ୍ଟମ୍ଭ ପ୍ରତି କବେେ ଅନ୍ଯାଯ କରି ନାହିଁ। କିନ୍ତୁ ତୁମ୍ଭେ ମାେତେ ଆଘାତ କରିଛ ଏବଂ ମାରିବାକକ୍ସ୍ଟ ମଧ୍ଯ ଗ୍ଭହିଁଛ।

Cross references

ପ୍ରଥମ ଶାମୁୟେଲ 12:3

ମୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ଅଛି। ଯଦି ମୁ କିଛି ଭକ୍ସ୍ଟଲ କରିଛି ତୁମ୍ଭମାନେେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକକ୍ସ୍ଟ କକ୍ସ୍ଟହ। ମୁ କାହାର ଗଧ କିମ୍ବା ଗାଈ ଚୋରୀ କରିଛି କି? ମୁ କାହାକକ୍ସ୍ଟ ଆଘାତ କିମ୍ବା ଧୋକା ଦଇେଛି କି? ମୁ ମାରେ ଚକ୍ଷକ୍ସ୍ଟକକ୍ସ୍ଟ ଅନ୍ଧ କରିବା ପାଇଁ କାହା ହସ୍ତରକ୍ସ୍ଟ ଲାଞ୍ଚ ନଇେ ନାହିଁ, ଯେପରିକି ମୁ ଅନ୍ୟ ଦ୍ବାରା ଅପରାଧ କରିଥିବା ଉପଦ୍ରବ୍ଯ ଦେଖି ନପା ରେ? ଯଦି ମୁ ଏଥିରକ୍ସ୍ଟ କୌଣସିଟି କରିଛି, ତବେେ ମୁ ତାହା ଭରଣା କରିବା ପାଇଁ ପ୍ରସ୍ତକ୍ସ୍ଟତ ଅଛି।

ପ୍ରଥମ ଶାମୁୟେଲ 18:27

ଦାଉଦ ଓ ତା'ର ଲୋକମାନେ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ବାହାରିଲେ। ସମାନେେ ଦକ୍ସ୍ଟଇଶହ ପଲିଷ୍ଟୀଯମାନଙ୍କୁ ବଧ କଲେ। ଦାଉଦ 200 ପଲିଷ୍ଟୀଯମାନଙ୍କର ସକ୍ସ୍ଟନ୍ନତ ଚର୍ମ ଆଣିଲେ ଏବଂ ଶାଉଲଙ୍କକ୍ସ୍ଟ ଦେଲେ। ଦାଉଦ ଏପରି କଲେ କାରଣ ସେ ଗ୍ଭହିଁଥିଲେ ରାଜାଙ୍କର ଜ୍ବାଇଁ ହବୋପାଇଁ। ଶାଉଲ ତାଙ୍କର କନ୍ଯା ମୀଖାଲକକ୍ସ୍ଟ ଦାଉଦ ସହ ବିବାହ ଦେଲେ।

ପ୍ରଥମ ଶାମୁୟେଲ 23:14

ଦାଉଦ ମରକ୍ସ୍ଟଭୂମିକକ୍ସ୍ଟ ଗଲେ ଏବଂ ସଠାେରେ ଏକ ସକ୍ସ୍ଟରକ୍ଷିତ ସ୍ଥାନ ଭିତ ରେ ବାସ କଲେ। ସେ ମଧ୍ଯ ସୀଫର ପାର୍ବତ୍ଯମଯ ଦେଶ ରେ ବାସ କଲେ, ପକ୍ସ୍ଟଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ବଷେଣ କଲେ, କିନ୍ତୁ ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ହାତ ରେ ଦେଲେ ନାହିଁ।

ପ୍ରଥମ ଶାମୁୟେଲ 23:23

ଦାଉଦ ଯେଉଁ ଯେଉଁ ସ୍ଥାନ ରେ ଲକ୍ସ୍ଟଚେ ସହେି ସହେି ସ୍ଥାନ ଖାଜେ ଏବଂ ମାେ ପାଖ ରେ ଆସି ସମସ୍ତ ବିଷଯ ରେ ଜଣାଅ। ତା'ପରେ ମୁ ତକ୍ସ୍ଟମ୍ଭ ସହିତ ୟିବି। ଯଦି ଦାଉଦ ଏହି ଅଞ୍ଚଳ ରେ ଥାଏ, ମୁ ତାଙ୍କୁ ଖାଜେି ବାହାର କରିବି। ଏପରିକି ମୁ ତାକକ୍ସ୍ଟ ୟିହକ୍ସ୍ଟଦାର ପ୍ରେତ୍ୟକକ ପରିବାରର ଜରିଆ ରେ ଖାଜେିବି।

ପ୍ରଥମ ଶାମୁୟେଲ 26:18

ଦାଉଦ ପକ୍ସ୍ଟଣି କହିଲେ, ମହାଶୟ ଆପଣ କାହିଁକି ମାରେ ପେଛପେଛ ଗୋଡଉଛନ୍ତି? ମୁ କ'ଣ ଅପରାଧ କଲି? କେଉଁ ଦୋଷ ମୁ କରିଛି?

ପ୍ରଥମ ଶାମୁୟେଲ 26:20

ବର୍ତ୍ତମାନ ତୁମ୍ଭେ ମାେତେ ସଦାପ୍ରଭୁଙ୍କଠାରୁ ଦୂର ରେ ମରିବାକକ୍ସ୍ଟ ଦିଅ ନାହିଁ। ଇଶ୍ରାୟେଲର ରାଜା ଗୋଟିଏ ଡାଆଁଶର ଅନ୍ବଷେଣ ରେ କିମ୍ବା ପର୍ବତ ରେ ଏକ ତିତ୍ତିର ପକ୍ଷୀ ଶିକାର କରିବା ଉଦ୍ଦେଶ୍ଯ ରେ ବାହାରି ଆସିଛନ୍ତି।

ପ୍ରଥମ ଶାମୁୟେଲ 26:23

ସଦାପ୍ରଭୁ ପ୍ରେତ୍ୟକକ ମନକ୍ସ୍ଟଷ୍ଯକକ୍ସ୍ଟ ତାହାର କର୍ମ ଅନକ୍ସ୍ଟସା ରେ ଫଳ ଦିଅନ୍ତି। ସେ ତାକକ୍ସ୍ଟ ସତ୍ କାର୍ୟ୍ଯ ପାଇଁ ପକ୍ସ୍ଟରସ୍କାର ଦିଅନ୍ତି ଏବଂ ଭୂଲ୍ କାର୍ୟ୍ଯ ପାଇଁ ଦଣ୍ତ ଦିଅନ୍ତି। ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ଆଜି ସମର୍ପଣ କଲେ, ପରମେଶ୍ବରଙ୍କ ଦ୍ବାରା ମନୋନୀତ ରାଜାଙ୍କକ୍ସ୍ଟ ମୁ ହତ୍ଯା କରି ନାହିଁ।

ଦିତୀୟ ଶାମୁୟେଲ 1:14

ତା'ପରେ ଦାଉଦ ତାକକ୍ସ୍ଟ ପଚାରିଲେ, ତୁମ୍ଭେ କିପରି ସାହସ କଲ ଓ ସଦାପ୍ରଭୁଙ୍କ ଦ୍ବାରା ମନୋନୀତ ରାଜାଙ୍କକ୍ସ୍ଟ ହତ୍ଯା କରିବା ପାଇଁ ଭୟ କଲ ନାହିଁ।

ଦିତୀୟ ରାଜାବଳୀ 5:13

କିନ୍ତୁ ନାମାନ୍ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, ହେ ପିତା, ଯଦି ଭବିଷ୍ଯଦ୍ବକ୍ତା କିଛି ବଡ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ'ଣ ତାହା କରି ନଥାନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ 'ସ୍ନାନ କର ଏବଂ ଶୁଚି ହୁଅ।'

ଆୟୁବ ପୁସ୍ତକ 10:16

ଯଦି ମାେ ଜୀବନ ରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟକେି ବାଟ ଚାଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମାେ ବିରୁଦ୍ଧ ରେ ପ୍ରଯୋଗ କରୁଛ।

ଗୀତସଂହିତା 7:3

ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।

ଗୀତସଂହିତା 7:5

ଏହା ୟଦି ସତ୍ଯ ନୁହେଁ ତାହା ହେଲେ ମାେତେ ଶାସ୍ତି ଦିଅ। ମାରେ ଶତ୍ରୁ ମାେ ପଛରେ ଗୋଡ଼ାଇ ମାେତେ ଧରି ମାରି ଦେଉ। ମାରେ ଜୀବନକୁ ଭୂମିରେ ଦଳି ପକାଉ। ମାରେ ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ।

ଗୀତସଂହିତା 35:7

ମୁଁ କୌଣସି ଭୁଲ କାର୍ୟ୍ଯ କରି ନାହିଁ। ତଥାପି ସେ ଲୋକମାନେ ବିନା କାରଣରେ ମାେତେ ୟନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ। ସମାନେେ ମାେତେ ୟନ୍ତାରେ ପକାଇବାକୁ ଉଦ୍ଯମ କରିଥିଲେ।

ଗୀତସଂହିତା 140:11

ସଦାପ୍ରଭୁ ସହେି ମିଥ୍ଯାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ। ସମାନଙ୍କେୁ ଆକସ୍ମିକ ବିପତ୍ତି ଶିକାର କରିନେଉ।

ହିତୋପଦେଶ 15:1

କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।

ଯିରିମିୟଙ୍କ ବିଳାପ 4:18

ଆମ୍ଭମାନଙ୍କ ଶତ୍ରୁମାନେ ଆମ୍ଭମାନଙ୍କୁ କବଳିତ କରିବା ପାଇଁ ଛକି ରହିଲେ। ତେଣୁ ଆମ୍ଭମାନେେ ରାସ୍ତା ରେ ଚାଲି ପାରିଲୁ ନାହିଁ। ଆମ୍ଭମାନଙ୍କ ଶଷେ ନିକଟ ଅଟେ। ଆମ୍ଭମାନଙ୍କର ଆଯୁ ଶଷେ ହାଇେଛି। ଆମ୍ଭମାନଙ୍କର ଶଷେକାଳ ଉପସ୍ଥିତ।

ଯିହିଜିକଲ 13:18

'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀ ଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ୟାଦୁ ଓଢ଼ଣୀ ମୁଣ୍ଡ ରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶ ରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି।

ମୀଖା 7:2

ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ବସ୍ତ ଓ ଉତ୍ତମ ଲୋକ ଗ୍ଭଲି ୟାଇଛନ୍ତି। ପ୍ରେତ୍ୟକକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରେତ୍ୟକକ ନିଜର ଭାଇକୁ ମଧ୍ଯ ଜାଲ ରେ ପକାଇବାକୁ ଚେଷ୍ଟା କରୁଛନ୍ତି।

ଯୋହନଲିଖିତ ସୁସମାଚାର 15:25

ଏସବୁ ଘଟିବା ଦ୍ବାରା ତାହାଙ୍କ ବିଧି ବ୍ଯବସ୍ଥା ରେ ଯାହା ଲଖାେଥିଲା ତାହା ସତ୍ଯ ହେଲା: ' ସମାନେେ ମାେତେ ବିନା କାରଣ ରେ ଘୃଣା କଲେ।'

Interlinear

Choose Theme