Home Bibles ☰ Books ପ୍ରଥମ ରାଜାବଳୀ 2:31 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 2:31 · ଓଡ଼ିଆ ବାଇବେଲ

ତା'ପରେ ରାଜା ବନାଯକୁ ଆଦେଶ ଦେଲେ, ସେ ଯେପରି କହିଅଛି, ସହେିପରି କର। ସହେିଠା ରେ ତାକୁ ହତ୍ଯା କର ଓ କବର ଦିଅ। ତାହାହେଲେ ଯୋୟାବ ନୀରିହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସହେି ପାପରୁ ମୁଁ ଓ ମାରେ ପରିବାର ମୁକ୍ତ ହବେୁ।

Cross references

ଆଦି ପୁସ୍ତକ 9:5

ମୁଁ ରକ୍ତ ପାତ, ଦ୍ବାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ବାରା ହେଉ ବା ଲୋକମାନଙ୍କ ଦ୍ବାରା। ଯଦି ଲୋକମାନେ ପରସ୍ପରକୁ ହତ୍ଯା କରନ୍ତି, ମୁଁ ରକ୍ତପାତ ଦ୍ବାରା ଦଣ୍ଡିତ କରିବି।

ଯାତ୍ରା ପୁସ୍ତକ 21:14

କିନ୍ତୁ ଯଦି ଜଣେ ବ୍ଯକ୍ତି ଇଚ୍ଛା କରି କିମ୍ବା ରାଗ ରେ ଅନ୍ୟଜଣକୁ ହତ୍ଯା କରେ, ତବେେ ହତ୍ଯାକାରୀ ନିଶ୍ଚିତ ମୃତ୍ଯୁଦଣ୍ଡ ପାଇବ। ତାକୁ ମାରେ ୟଜ୍ଞବଦେୀ ପାଖରୁ ନଇୟୋଅ ଓ ହତ୍ଯା କର।

ଗଣନା ପୁସ୍ତକ 35:33

ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ଯାକାରୀର ମୃତ୍ଯୁ ବ୍ଯତୀତ କୌଣସି ପ୍ରକାର ପ୍ରାପ୍ଯ ଦେଶର ପାପକୁ ଧୋଇ ପାରିବ ନାହିଁ।

ଦିତୀୟ ବିବରଣ 19:12

ଯଦି ଏପରି ଘଟେ, ତବେେ ତା'ର ନଗରର ପ୍ରାଚୀନମାନେ ତାକକ୍ସ୍ଟ ଡାକି ପଠାଇବେ ଏବଂ ତାକକ୍ସ୍ଟ ଫରୋଇ ଆଣିବେ। ଏବଂ ତାହାକକ୍ସ୍ଟ ହତ୍ଯା କରିବା ପାଇଁ ରକ୍ତର ପ୍ରତିହଁନ୍ତାର ହସ୍ତ ରେ ସମର୍ପଣ କରିବେ। ଏବଂ ତାକକ୍ସ୍ଟ ହତ୍ଯା କରାୟିବା ଉଚିତ୍।

ଦିତୀୟ ବିବରଣ 19:13

ତୁମ୍ଭମାନେେ ତା'ପାଇଁ ଦକ୍ସ୍ଟଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧି ଲୋକକୁ ହତ୍ଯାକରି ପାପ କରିଛି। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ନିରୀହମାନଙ୍କର ରକ୍ତପାତ ଦୋଷରକ୍ସ୍ଟ ମକ୍ସ୍ଟକ୍ତି ପାଇବା ଉଚିତ୍। ତାହାହେଲେ କବଳେ ତୁମ୍ଭମାନଙ୍କର ମଙ୍ଗଳ ହବେ।

ଦିତୀୟ ବିବରଣ 21:8

ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇଶ୍ରାୟେଲର ଲୋକମାନଙ୍କୁ ମକ୍ସ୍ଟକ୍ତ କରିଅଛ, ସମାନଙ୍କେୁ କ୍ଷମା କର। ଆପଣା ଇଶ୍ରାୟେଲ ଲୋକ ମଧିଅରେ ନିରପରାଧର ରକ୍ତପାତ ଦୋଷ ରହିବାକକ୍ସ୍ଟ ଦିଅ ନାହିଁ।' ତହିଁରେ ସମାନଙ୍କେ ପ୍ରତି ସହେି ରକ୍ତପାତ ଦୋଷ କ୍ଷମା ହବେ।

ଦିତୀୟ ଶାମୁୟେଲ 3:28

ଏହାପରେ ଦାଉଦ ଏକଥା ଜାଣିବାକକ୍ସ୍ଟ ପାଇଲେ, ଏବଂ କହିଲେ, ନରର ପକ୍ସ୍ଟତ୍ର ଅବ୍ନର ରକ୍ତପାତ ବିଷଯ ରେ ସବୁ ବେଳେ ମୁ ଓ ମାରେରାଜ୍ଯ ନିର୍ଦ୍ ଦୋଷୀ। ସଦାପ୍ରଭୁ ଏହି ବିଷଯ ରେ ଜାଣନ୍ତି।

ଦିତୀୟ ରାଜାବଳୀ 9:26

ସଦାପ୍ରଭୁ କହିଥିଲେ, 'ଆମ୍ଭେ ଗତକାଲି ନାବୋତର ରକ୍ତ ଓ ତା'ର ପୁତ୍ରମାନଙ୍କ ରକ୍ତ ଦେଖିଲୁ। ତେଣୁ ମୁଁ ଆହାବ୍କୁ ଏହି ଭୂମିରେ ପ୍ରତିଫଳ ଦବେି।' ସଦାପ୍ରଭୁ ଏହା କହିଥିଲେ। ତେଣୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ୟୋରାମଙ୍କୁ ନଇେ ସହେି କ୍ଷେତ୍ର ଭୁମି ରେ ପକାଅ।

ହିତୋପଦେଶ 28:17

ଯେଉଁ ଲୋକ କୌଣସି ଲୋକର ରକ୍ତ ରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ୟ୍ଯନ୍ତ ପଳାଇବ। ତାକୁ କହେି ଅଟକାଇବେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:4

ସଠାେର ବାସିନ୍ଦାମାନେ ତାହାଙ୍କ ହାତ ରେ ସାପ ଝୁଲୁ ଥିବାର ଦେଖିଲେ। ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, ଏ ଲୋକଟିର ନିଶ୍ଚୟ ମୃତ୍ଯୁ ହବେ। ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ଯାୟ ଏହାକୁ ବଞ୍ଚିବା ପାଇଁ ଦଲୋ ନାହିଁ।

Interlinear

Choose Theme