Home Bibles ମାଥିଉଲିଖିତ ସୁସମାଚାର 10:3 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 10:3 · ଓଡ଼ିଆ ବାଇବେଲ

ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,

Cross references

ମାଥିଉଲିଖିତ ସୁସମାଚାର 9:9

ଯୀଶୁ ସଠାରୁେ ଯାଉଯାଉ ଦେଖିଲେ ଯେ କର ଆଦାୟ କନ୍େଦ୍ର ରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, ମାରେ ଅନୁସରଣ କର। ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।

ମାଥିଉଲିଖିତ ସୁସମାଚାର 27:56

ସମାନଙ୍କେ ମଧିଅରେ ମଗ୍ଦଲିନୀ ମରିୟମ, ଯାକୁବ ଓ ଯୋଷଫଙ୍କେ ମାଆ ମରିୟମ ଓ ଜବଦେୀଙ୍କ ପୁତ୍ରମାନ(ଯାକୁବ ଓ ଯହେନ)ଙ୍କ ମାଆ ଥିଲେ।

ମାର୍କଲିଖିତ ସୁସମାଚାର 2:14

ଯୀଶୁ ଯାଉଥିବା ସମୟରେ କର ଆଦାୟ ସ୍ଥାନ ରେ ବସି ଥିବା ଆଲଫିଙ୍କ ପୁଅ ଲବେୀଙ୍କୁ ଦେଖି ସେ କହିଲେ, ମାେତେ ଅନୁସରଣ କର। ତା'ପରେ ଲବେୀ ଠିଆ ହେଲେ ଓ ଯୀଶୁଙ୍କୁ ଅନୁସରଣ କଲେ।

ମାର୍କଲିଖିତ ସୁସମାଚାର 3:18

ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ

ଲୂକଲିଖିତ ସୁସମାଚାର 5:27

ଏହାପରେ ଯୀଶୁ ସଠାରୁେ ଚାଲିଗଲେ। ସେ କର ଆଦାୟ କରା ଯାଉଥିବା କାର୍ୟ୍ଯାଳୟ ରେ ଲବେୀ ନାମକ ଜଣେ କର ଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, ମାରେଅନୁସହଣ କର।

ଲୂକଲିଖିତ ସୁସମାଚାର 6:14

ସମାନେେ ହେଲେ: ଶିମାନେ ଯାହାଙ୍କୁ ସେ ପିତର ବୋଲି ମଧ୍ଯ ନାମ ଦେଲେ। ଶିମାନଙ୍କେ ଭାଇ ଆନ୍ଦ୍ରିୟ, ଯାକୁବ ଓ ଯୋହନ। ଫିଲିପ୍ପ ଓ ବର୍ଥଲମି,

ଯୋହନଲିଖିତ ସୁସମାଚାର 1:43

ତା'ପରଦିନ ଯୀଶୁ ଗାଲୀଲୀକୁ ୟିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, ମାରେ ଅନୁସରଣ କର।

ଯୋହନଲିଖିତ ସୁସମାଚାର 6:5

ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ଯା ରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ୟଥେଷ୍ଟ ଖାଦ୍ୟ କିଣି ପାରିବା?

ଯୋହନଲିଖିତ ସୁସମାଚାର 11:16

ତା'ପରେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା ସେ ଅନ୍ୟ ଶିଷ୍ଯଙ୍କୁ କହିଲେ, ଚାଲ ଆମ୍ଭମାନେେ ମଧ୍ଯ ଯୀବା ଓ ଯୀଶୁଙ୍କ ସହିତ ୟିହୂଦା ରେ ମରିବା।

ଯୋହନଲିଖିତ ସୁସମାଚାର 12:21

ସହେି ଗ୍ରୀକ୍ ଲୋକମାନେ ଫିଲିପ୍ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଚାହୁଁ।

ଯୋହନଲିଖିତ ସୁସମାଚାର 14:9

ଯୀଶୁ ଉତ୍ତର ଦେଲେ, ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମାେତେ ଜାଣିବା ଉଚିତ। ମାେତେ ୟିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ଯ ଦେଖିଛି। ତେଣୁ ତୁମ୍ଭେ ମାେତେ କାହିଁକି କହୁଛ, 'ଆମ୍ଭକୁ ପରମପିତାଙ୍କୁ ଦଖାେଅ?'

ଯୋହନଲିଖିତ ସୁସମାଚାର 14:22

ତା'ପରେ ୟିହୂଦା (ଈଷ୍କରିଯୋଥ ନୁହଁନ୍ତି) ତାହାଙ୍କୁ ପଚାରିଲେ, କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠା ରେ ନିଜକୁ ଦଖାଇବୋ ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦଖାେଉ ନାହାଁନ୍ତି।

ଯୋହନଲିଖିତ ସୁସମାଚାର 20:24

ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ଯମାନଙ୍କ ସହିତ ନଥିଲା। ସେ ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଥିଲା।

ଯୋହନଲିଖିତ ସୁସମାଚାର 21:2

ଯୀଶୁଙ୍କର କେତକେ ଶିଷ୍ଯ ଏକତ୍ର ହାଇେଥିଲେ, ସମାନେେ ହେଲେ ଶିମାନେ ପିତର, ଥୋମା, (ଡାକନାମ ଦିଦୁମ)। ଗାଲୀଲୀର କାନ୍ନା ନିବାସୀ ନିଥନିଯଲେ, ଜବଦେିର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ଯ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:13

ପ୍ ରରେିତମାନେ ସଠାେରେ ପହଞ୍ଚି ଉପରମହଲାର ଏକ କଠାେରୀ ଭିତରକୁ ଗଲେ, ସଠାେରେ ସମାନେେ ରହିଲେ। ଏ ପ୍ ରରେିତମାନେ ପିତର, ଯୋହନ ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମା, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମାନେ ଓ ଯାକୁବର ପୁତ୍ର ୟିହୂଦା ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:17

ପିତର ସମାନଙ୍କେୁ ହାତ ରେ ଠାରି ଚୁପ୍ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସମାନଙ୍କେୁ ବୁଝାଇ କହିଲେ। ସେ ଏ ବିଷୟ ରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣଇବୋ ପାଇଁ କହିଲେ। ତା'ପରେ ସେ ଅନ୍ୟ ସ୍ଥାନକୁ ଚ଼ାଲିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:13

ସମାନେେ କହିବାପରେ ଯାକୁବ ଉତ୍ତର ଦେଲେ, ଭାଇମାନେ, ମାେ କଥା ଶୁଣ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:18

ତା' ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗ ରେ ଯାକୁବଙ୍କୁ ଭଟେିବାକୁ ଗଲେ। ସବୁ ପ୍ରାଚ଼ୀନ ଲୋକମାନେ ସମସ୍ତେ ସଠାେରେ ଉପସ୍ଥିତ ଥିଲେ।

ଗାଲାତୀୟଙ୍କ ପ୍ରତି ପତ୍ର 1:19

ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସଠାରୁେ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ ରରେିତଙ୍କୁ ଦଖାେ କଲି ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 2:9

ଯାକୁବ, ପିତର ଓସଯାହନସନତା ରୂଲପ ପରିଗଣିତସହଉଥିଲଲ।ସସମାଲନସଦଖିଲଲସଯ, ପରଲମଶ୍ବରସମାଲତ ଏହି ବିଶଲଷ ଅନୁଗ୍ରହ ପ୍ରଦାନ କରିଛନ୍ତି।ସସଥିପାଇଁସସମାଲନ ବର୍ଣ୍ଣବବା ଓସମାଲତ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲଲ। ଯାକୁବ, ପିତର ଓସଯାହନ କହିଲଲ, ପାଉଲ ଓ ବର୍ଣ୍ଣବବା, ତୁମ୍ଲଭମାଲନ ଅଣଯିହୂଦୀମାନଙ୍କ ପାଖକୁ ୟିବା କଥାସର ଆମ୍ଲଭମାଲନ ରାଜି ଅଛୁ। ମାତ୍ର ଆମ୍ଲଭମାଲନ ଯିହୂଦୀମାନଙ୍କ ପାଖକୁ ୟିବୁ।

ଯାକୁବଙ୍କ ପତ୍ 1:1

ମୁଁ ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଯାକୁବ, ସାରା ପୃଥିବୀ ରେ ବ୍ଯାପି ହାଇେ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।

ଯିହୂଦାଙ୍କ ପତ୍ର 1:1

ମୁଁ ୟିହୂଦା, ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଓ ଯାକୁବଙ୍କର ଭାଇ ଅଟେ।

Interlinear

Choose Theme