Home Bibles ମାଥିଉଲିଖିତ ସୁସମାଚାର 10:2 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 10:2 · ଓଡ଼ିଆ ବାଇବେଲ

ସହେି ବାରଜଣ ଶିଷ୍ଯଙ୍କ ନାମ ଏହିଭଳି: ଶିମାନେ(ଯାହାଙ୍କୁ ପିତର ବୋଲି କୁହାୟାଏ), ତାହାଙ୍କ ଭାଇ ଆନ୍ଦ୍ରିୟ, ଜବଦେିଙ୍କ ପୁଅ ଯାକୁବ ଓ ତାହାଙ୍କ ଭାଇ ଯୋହନ।

Cross references

ମାଥିଉଲିଖିତ ସୁସମାଚାର 4:18

ଯୀଶୁ ଗାଲୀଲୀ ହ୍ରଦ ପାଖ ଦଇେ ଯାଉଥିଲେ। ସେ (ପିତର ନାମ ରେ ଖ୍ଯାତ) ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦାଖିଲେ। ସମାନେେ ହ୍ରଦ ରେ ଜାଲ ପକାଉଥିଲେ। ସମାନେେ, ବ୍ଯବସାୟ ରେ କେଉଟ ଥିଲେ।

ମାଥିଉଲିଖିତ ସୁସମାଚାର 4:21

ଯୀଶୁ ସଠାରୁେ ଆଗକୁ ଚାଲିଲେ। ସେ ଦେଖିଲେ ଯେ ଜବଦେୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସମାନଙ୍କେୁ ଡାକିଲେ।

ମାଥିଉଲିଖିତ ସୁସମାଚାର 16:16

ଶିମାନେ ପିତର ଉତ୍ତର ଦେଲେ, ଆପଣ ହେଉଛନ୍ତି ଖ୍ରୀଷ୍ଟ। ଜୀବନ୍ତ ପରମେଶ୍ବରଙ୍କ ପୁତ୍ର।

ମାଥିଉଲିଖିତ ସୁସମାଚାର 17:1

ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗ ରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସଠାେରେ ସମାନେେ ସମସ୍ତେ ଥିଲେ।

ମାଥିଉଲିଖିତ ସୁସମାଚାର 20:20

ତା'ପରେ ଜବଦେୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସମାନଙ୍କେର ମାଆ ଯୀଶୁଙ୍କୁ ପ୍ରଣାମ କଲେ। ସେ ସମାନଙ୍କେ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।

ମାଥିଉଲିଖିତ ସୁସମାଚାର 26:37

ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।

ମାର୍କଲିଖିତ ସୁସମାଚାର 1:16

ଯୀଶୁ ଗଲିଲୀ ହ୍ରଦ ଦଇେ ୟିବା ସମୟରେ ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମାନେ, ପିତରଙ୍କର ଏହା ଅନ୍ୟ ଏକ ନାମ। ସହେି ଦୁଇ ଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସମାନେେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ।

ମାର୍କଲିଖିତ ସୁସମାଚାର 1:29

ତା'ପରେ ସମାନେେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସିଧା ଶିମାନେ ଓ ଆନ୍ଦ୍ରିୟଙ୍କ ଘରକୁ ଗଲେ।

ମାର୍କଲିଖିତ ସୁସମାଚାର 3:16

ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି; ଶିମାନେ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)।

ମାର୍କଲିଖିତ ସୁସମାଚାର 13:3

ପରେ ଯୀଶୁ ମନ୍ଦିର ସାମନା ରେ ଥିବା ଜୀତ ପର୍ବତ ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସମାନେେ ଯୀଶୁଙ୍କୁ ବ୍ଯକ୍ତିଗତଭାବେ ପଚାରିଲେ,

ଲୂକଲିଖିତ ସୁସମାଚାର 5:10

ଜବଦେିଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ଯ ସହେିଭଳି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଶିମାନଙ୍କେ ସାଙ୍ଗ ରେ ଏକାଠି କାମ କରୁଥିଲେ।

ଲୂକଲିଖିତ ସୁସମାଚାର 6:13

ତା'ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଡାକିଲେ। ସେ ସମାନଙ୍କେ ମଧ୍ଯରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ଯମାନଙ୍କୁ 'ପ୍ ରରେିତ' ନାମ ଦେଲେ।

ଲୂକଲିଖିତ ସୁସମାଚାର 9:10

ରରେିତମାନେ ଫରେିଆସି ସମାନେେ ଯାତ୍ରା କରିବା ସମୟରେ ଯାହା ସବୁ କରିଥିଲେ, ସେ ବିଷୟ ରେ ଯୀଶୁଙ୍କ ଆଗ ରେ ବର୍ଣ୍ଣନା କଲେ। ତା'ପରେ ଯୀଶୁ ପ୍ ରରେିତମାନଙ୍କୁ ସାଙ୍ଗ ରେ ନଇେ ସଠାରୁେ ବେଥ୍ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଚାଲିଗଲେ।

ଲୂକଲିଖିତ ସୁସମାଚାର 11:49

ଏଥିପାଇଁ ପରମେଶ୍ବରଙ୍କ ଜ୍ଞାନ କ ହେ, 'ମୁଁ ଭବିଷ୍ଯଦ୍ବକ୍ତା ଓ ପ୍ ରରେିତମାନଙ୍କୁ ସମାନଙ୍କେ ପାଖକୁ ପଠାଇବି। କେତକଙ୍କେୁ ସମାନେେ ମାରି ପକାଇବେ ଓ ଆଉ କେତକଙ୍କେୁ ବହୁତ ଖରାପ ବ୍ଯବହାର ଦଖାଇବେେ।'

ଲୂକଲିଖିତ ସୁସମାଚାର 22:8

ଯୀଶୁ ପିତର ଓ ଯୋହନଙ୍କୁ କହିଲେ, ତୁମ୍ଭମାନେେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତି କର।

ଲୂକଲିଖିତ ସୁସମାଚାର 22:14

ସମାନେେ ନିସ୍ତାର ପର୍ବର ଖାଦ୍ୟ ଖାଇବାର ସମୟ ହେଲା। ଯୀଶୁ ଓ ପ୍ ରରେିତମାନେ ଖାଇ ବସିଲେ।

ଯୋହନଲିଖିତ ସୁସମାଚାର 1:40

ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟ ରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ, ସେ ଦୁଇ ଜଣଙ୍କ ମଧ୍ଯରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମାନେ ପିତରଙ୍କର ଭାଇ ଥିଲେ।

ଯୋହନଲିଖିତ ସୁସମାଚାର 6:8

ସଠାେରେ ଆଉଜଣେ ଶିଷ୍ଯ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମାନେ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ,

ଯୋହନଲିଖିତ ସୁସମାଚାର 12:22

ଫିଲିପ୍ପ ଆନ୍ଦ୍ରିୟଙ୍କୁ ଯାଇ ଏକଥା ଜଣାଇଲେ। ତା'ପରେ ଆନ୍ଦ୍ରିୟ ଓ ଫିଲିପ୍ପ ଯୀଶୁଙ୍କୁ ଯାଇ କହିଲେ।

ଯୋହନଲିଖିତ ସୁସମାଚାର 13:23

ଯୀଶୁଙ୍କ ପାଖ ରେ ଆଉ ଜଣେ ଶିଷ୍ଯ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ।

ଯୋହନଲିଖିତ ସୁସମାଚାର 20:2

ତେଣୁ ମରିୟମ, ଶିମାନେ ପିତର ଓ ଅନ୍ୟ ଜଣେ ଶିଷ୍ଯ ଯାହାଙ୍କୁ ଯୀଶୁ ପ୍ ରମେ କରୁଥିଲେ, ସମାନଙ୍କେ ନିକଟକୁ ଦୌଡିଗଲେ ଓ ସେ ସମାନଙ୍କେୁ କହିଲେ, ସମାନେେ ପ୍ରଭୁଙ୍କର ମୃତଦହକେୁ କବର ଭିତରୁ ନଇଯାେଇଛନ୍ତି। ସମାନେେ ତାହାଙ୍କୁ କେଉଁଠା ରେ ରଖିଛନ୍ତି ଆମ୍ଭେ ଜାଣି ନାହୁଁ।

ଯୋହନଲିଖିତ ସୁସମାଚାର 21:2

ଯୀଶୁଙ୍କର କେତକେ ଶିଷ୍ଯ ଏକତ୍ର ହାଇେଥିଲେ, ସମାନେେ ହେଲେ ଶିମାନେ ପିତର, ଥୋମା, (ଡାକନାମ ଦିଦୁମ)। ଗାଲୀଲୀର କାନ୍ନା ନିବାସୀ ନିଥନିଯଲେ, ଜବଦେିର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ଯ।

ଯୋହନଲିଖିତ ସୁସମାଚାର 21:20

ପିତର ବୁଲି ପଡି ଦେଖିଲେ ଯେ ଯେଉଁ ଶିଷ୍ଯଙ୍କୁ ଯୀଶୁ ପ୍ ରମେ କରୁଥିଲେ, ସେ ସମାନଙ୍କେ ଅନୁଗମନ କରୁଛନ୍ତି। ( ସହେି ରାତ୍ରି ଭୋଜନ ବେଳେ, ସହେି ଶିଷ୍ଯ ଯୀଶୁଙ୍କ ଶରୀର ରେ ଆଉଜି ପଡି, ପ୍ରଚାରି ଥିଲେ, ପ୍ରଭୁ, ଆମ୍ଭ ଭିତରୁ କିଏ ଆପଣଙ୍କ ବିରୁଦ୍ଧ ରେ ୟିବ?)

ଯୋହନଲିଖିତ ସୁସମାଚାର 21:24

ସହେି ଶିଷ୍ଯ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସହେି ବ୍ଯକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ଯ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:13

ପ୍ ରରେିତମାନେ ସଠାେରେ ପହଞ୍ଚି ଉପରମହଲାର ଏକ କଠାେରୀ ଭିତରକୁ ଗଲେ, ସଠାେରେ ସମାନେେ ରହିଲେ। ଏ ପ୍ ରରେିତମାନେ ପିତର, ଯୋହନ ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମା, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମାନେ ଓ ଯାକୁବର ପୁତ୍ର ୟିହୂଦା ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:26

ତା'ପରେ ପ୍ ରରେିତମାନେ ଏହି ଦୁହିଁଙ୍କ ନାମ ରେ ଗୁଳା ପକାଇଲେ। କାଗଜ ରେ ଲଖାେଥିବା ଗୁଳା ମଥିୟଙ୍କ ନାମ ରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ ରରେିତଙ୍କ ସହିତ ଜଣେ ପ୍ ରରେିତ ହିସାବ ରେ ଗଣିତ ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:1

ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତବେେଳେ ଦିନ ତିନିଟା ହାଇେଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:2

ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡା ରେ ହତ୍ଯା କରି ଦେଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:7

ତା'ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ ରରେିତମାନଙ୍କୁ ଆଉଥରେ ଦଖାେ ଦେଲେ।

ଏଫିସୀୟଙ୍କ ପ୍ରତି ପତ୍ର 4:11

ଏବଂ ସହେି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲେ ଅର୍ଥାତ୍ କେତକେ ଲୋକଙ୍କୁ ସେ ପ୍ ରରେିତ ହବୋ ପାଇଁ, କେତକଙ୍କେୁ ଭବିଷ୍ଯତ୍ବକ୍ତା ହବୋ ପାଇଁ, କେତକଙ୍କେୁ ସୁସମାଚାର କହିବା ପାଇଁ ଓ କେତକଙ୍କେୁ ପରମେଶ୍ବରଙ୍କ ଲୋକମାନଙ୍କର ଯତ୍ନ ନବୋ ପାଇଁ ଓ ଶିକ୍ଷା ଦବୋ ପାଇଁ।

ଏବ୍ରୀ 3:1

ଅତଏବ ତୁମ୍ଭମାନେେ ସମସ୍ତେ ଯୀଶୁଙ୍କଠା ରେ ମନ ଦିଅ। ପରମେଶ୍ବର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ବାସର ମହାୟାଜକ। ମାେ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏକଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ବର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।

ପିତରଙ୍କ ପ୍ରଥମ ପତ୍ 1:1

ଯୀଶୁଖ୍ରୀଷ୍ଟଙ୍କର ଜଣେ ପ୍ ରରେିତ ପିତରଙ୍କଠାରୁ ପନ୍ତ, ଗାଲାତିଆ, କା'ାଦକିଆ, ଆସିଆ ଓ ବୀଥୂନିଆ ଅଞ୍ଚଳ ରେ ସର୍ବତ୍ର ଛିନ୍ନଭିନ୍ନ ହାଇେଥିବା ପରମେଶ୍ବରଙ୍କ ମନୋନୀତ ଲୋକମାନଙ୍କୁ ପତ୍ର।

ପିତରଙ୍କ ଦିତୀୟ ପତ୍ର 1:1

ଯୀଶୁଖ୍ରୀଷ୍ଟଙ୍କ ସବେକ ଓ ପ୍ ରରେିତ,ଶିମିଯୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ବାସ ଅତି ବହୁମୂଲ୍ଯ, ଏହି ପତ୍ରଟି ଲେଖୁଅଛି।

ଯୋହନଙ୍କ ପ୍ରଥମ ପତ୍ର 1:3

ବର୍ତ୍ତମାନ ତୁମ୍ଭମାନଙ୍କୁ ସହେି ସମ୍ବନ୍ଧ ରେ କହିବୁ ଯାହା ଆମ୍ଭମାନେେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ବାରା ତୁମ୍ଭମାନେେ ଆମ୍ଭର ସହଭାଗୀ ହାଇପୋରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ଯ ସହଭାଗୀ।

ଯୋହନଙ୍କ ଦିତୀୟ ପତ୍ 1:1

ପ୍ରାଚୀନ ଯେ ମୁଁ, ପରମେଶ୍ବରଙ୍କ ଦ୍ବାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି :

ଯୋହନଙ୍କ ତୃତୀୟ ପତ୍ର 1:1

ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:1

ଏହା ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ଯ ଯାହା ଯାହା ଶୀଘ୍ର ଘଟିବ, ସେ ବିଷୟ ରେ ତାହାଙ୍କ ସବେକମାନଙ୍କୁ ଦଖାଇବୋ ପାଇଁ ପରମେଶ୍ବର ଯୀଶୁଙ୍କୁ ଏସବୁ ଦଇେଥିଲେ। ଖ୍ରୀଷ୍ଟ ତାହାଙ୍କର ଦୂତଙ୍କୁ ଏସବୁ ଦଖାଇବୋ ପାଇଁ ତାହାଙ୍କ ଦାସ ଯୋହନଙ୍କ ନିକଟକୁ ପାଇଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:9

ଯୀଶୁଙ୍କ ଦୁଃଖ ଭୋଗ ରାଜ୍ଯ ଓ ର୍ଧୈୟ୍ଯ ରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ବରଙ୍କ ବାକ୍ଯ ପ୍ରଚାର ଓ ଯୀଶୁଙ୍କର ସାକ୍ଷୀ ହବୋ ହତେୁ ନିର୍ବାସିତ ହାଇେ ପାତ୍ମ ଦ୍ବୀପରେ ଥିଲି କାରଣ ମୁଁ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କଲି। ମୁଁ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦଲେି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:20

ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:8

ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି।

Interlinear

Choose Theme