Home Bibles ମାଥିଉଲିଖିତ ସୁସମାଚାର 27:56 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 27:56 · ଓଡ଼ିଆ ବାଇବେଲ

ସମାନଙ୍କେ ମଧିଅରେ ମଗ୍ଦଲିନୀ ମରିୟମ, ଯାକୁବ ଓ ଯୋଷଫଙ୍କେ ମାଆ ମରିୟମ ଓ ଜବଦେୀଙ୍କ ପୁତ୍ରମାନ(ଯାକୁବ ଓ ଯହେନ)ଙ୍କ ମାଆ ଥିଲେ।

Cross references

ମାଥିଉଲିଖିତ ସୁସମାଚାର 13:55

ଏ ତ ସହେି ବଢଇରେ ପୁଅ। ତାହାଙ୍କର ମାଆଙ୍କ ନାମ ତ ମରିୟମ, ଯାକୁବ, ଯୋଷଫେ, ଶିମାନେ ଓ ୟିହୂଦା ତ ଏହାର ଭାଇ।

ମାଥିଉଲିଖିତ ସୁସମାଚାର 20:20

ତା'ପରେ ଜବଦେୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସମାନଙ୍କେର ମାଆ ଯୀଶୁଙ୍କୁ ପ୍ରଣାମ କଲେ। ସେ ସମାନଙ୍କେ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।

ମାଥିଉଲିଖିତ ସୁସମାଚାର 27:61

ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସଠାେରେ କବର ଆଗ ରେ ବସି ରହିଥିଲେ।

ମାଥିଉଲିଖିତ ସୁସମାଚାର 28:1

ବିଶ୍ରାମଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ୍ ଦିନ ଅତି ସକାଳୁ ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।

ମାର୍କଲିଖିତ ସୁସମାଚାର 15:40

କେତକେ ସ୍ତ୍ରୀଲୋକ କୃଶଠାରୁ କିଛି ଦୂର ରେ ଠିଆ ହାଇେ ଦେଖୁଥିଲେ। ସମାନଙ୍କେ ମଧିଅରେ ମଗ୍ଦଲୀନ ସହରରୁ ଆସିଥିବା ମରିୟମ, ଶ ଲୋମୀ, ଯାକୁବ ଓ ୟୋସିଙ୍କ ମାଆ ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।

ମାର୍କଲିଖିତ ସୁସମାଚାର 15:47

ମଗ୍ଦଲୀନୀ ମରିୟମ ଓ ୟୋସିଙ୍କ ମାଆ ଯୀଶୁଙ୍କୁ ଯେଉଁଠା ରେ ରଖାଗଲା, ସହେି ସ୍ଥାନଟି ଦେଖିଲେ।

ମାର୍କଲିଖିତ ସୁସମାଚାର 16:9

ସପ୍ତାହର ପ୍ରଥମ ଦିନର ବଡି ସକାଳୁ ଯୀଶୁ ମୃତ୍ଯୁରୁ ପୁନରୁତ୍ଥିତ ହେଲେ। ସର୍ବ ପ୍ରଥମେ ସେ ମଗ୍ଦଲୀନୀ ମରୀୟମଙ୍କ ନିକଟରେ ନିଜକୁ ଦଖାେ ଦେଲେ। ଅତୀତ ରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତଟି ଭୂତଙ୍କୁ ତଡି ଦଇେଥିଲେ।

ଲୂକଲିଖିତ ସୁସମାଚାର 24:10

ସହେି ସ୍ତ୍ରୀ ଲୋକମାନଙ୍କ ମଧିଅରେ ମଗ୍ଦଲୀନୀ, ମରିୟମ, ଯୋହନ, ଯାକୁବଙ୍କ ମାଆ ମରିୟମ ଓ ଅନ୍ୟମାନେ ଥିଲେ। ଏମାନେ ପ୍ ରରେିତମାନଙ୍କୁ ସବୁ ବିଷୟ ଜଣାଇଲେ।

ଯୋହନଲିଖିତ ସୁସମାଚାର 19:25

ଯୀଶୁଙ୍କର ମା' ତାହାଙ୍କ କୃଶ ନିକଟରେ ଠିଆ ହାଇେଥିଲେ, ସଠାେରେ ତାହାଙ୍କର ମାଉସୀ, କ୍ ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲୀନୀ ମରିୟମ ମଧ୍ଯ ଠିଆ ହାଇେଥିଲେ।

ଯୋହନଲିଖିତ ସୁସମାଚାର 20:1

ରବିବାର ଦିନ ପାହାନ୍ତିଆ ରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତବେେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ ପଥରଟି କବର ଦ୍ବାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।

ଯୋହନଲିଖିତ ସୁସମାଚାର 20:18

ମଗ୍ଦଲୀନୀ ମରିୟମ ଶିଷ୍ଯମାନଙ୍କ ପାଖକୁ ଗଲେ ଓ ସମାନଙ୍କେୁ କହିଲେ, ମୁଁ ପ୍ରଭୁଙ୍କୁ ଦେଖିଲି। ସେ ସମାନଙ୍କେୁ ଯୀଶୁ କରିଥିବା କଥା ଶୁଣାଇଲେ।

Interlinear

Choose Theme