ପିତର ସମାନଙ୍କେୁ ହାତ ରେ ଠାରି ଚୁପ୍ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସମାନଙ୍କେୁ ବୁଝାଇ କହିଲେ। ସେ ଏ ବିଷୟ ରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣଇବୋ ପାଇଁ କହିଲେ। ତା'ପରେ ସେ ଅନ୍ୟ ସ୍ଥାନକୁ ଚ଼ାଲିଗଲେ।
Cross references
ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ବରଙ୍କୁ ଉପାସନା କର, ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ବର ମାେ ପାଇଁ କ'ଣ ସବୁ କରିଛନ୍ତି।
ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ। ମୃତ୍ଯୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
ସଦାପ୍ରଭୁଙ୍କୁ ତାଙ୍କର ସ୍ନହପେୂର୍ଣ୍ଣ କରୁଣା ନିମନ୍ତେ ଧନ୍ଯବାଦ କର କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି।
ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ୟାହା ନ୍ଯାଯ ତାହା କରନ୍ତି। ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି। ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
ଗୋଟିଏ ନଗର ରେ ସମାନେେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ଯ କହୁଛି ଇଶ୍ରାୟେଲ ସମସ୍ତ ନଗରୀ ରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ଯ ପୁତ୍ର ପୁନର୍ବାର ଆସିବେ।
ଯେତବେେଳେ ଜିଖରିୟ ବାହାରକୁ ଆସିଲେ, ସେତବେେଳେ ସେ କିଛି କଥା କରିପାରୁ ନ ଥିଲେ। ତେଣୁ ସମାନେେ ବୁଝି ପାରିଲେ ଯେ, ସେ ମନ୍ଦିର ଭିତ ରେ କୌଣସି ଦିବ୍ଯଦର୍ଶନ ପାଇଛନ୍ତି। ସେ ମୂକ ହାଇେ ଯାଇଥିଲେ ଓ କବଳେ ଠାର ରେ କହୁଥିଲେ।
ଏହାପରେ ଯୀଶୁ ଗାଲିଲୀ ପ୍ରଦେଶ ରେ ଭ୍ରମଣ କରିବାକୁ ଲାଗିଲେ। ସେ ୟିହୂଦା ରେ ଯାତ୍ରା କରିବା ପାଇଁ ଚାହୁଁ ନଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ଯା କରିବା ପାଇଁ ଚାହୁଁଥିଲେ।
ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।
ତା'ପରେ ଯୀଶୁ ୟର୍ଦ୍ଦନ ନଦୀର ଅପର ପାଶର୍ବ ରେ ପହନ୍ଚିଲେ। ଯୋହନ ପ୍ରଥମେ ଯେଉଁଠା ରେ ବାପ୍ତିସ୍ମ ଦେଉଥିଲେ, ସେ ସହେି ସ୍ଥାନକୁ ଆସିଲେ ଓ ସଠାେରେ ରହିଲେ।
ତେଣୁ ଯୀଶୁ ଯିହୂଦୀମାନଙ୍କ ମଧିଅରେ ଖାେଲାଖାଲିେ ଭାବରେ ଯାତ୍ରା କରିବା ବନ୍ଦ କରି ଦେଲେ। ସେ ୟିରୂଶାଲମ ଛାଡି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଚାଲିଗଲେ। ସହେି ସହରର ନାମ ଏଫ୍ରଯିମ। ସେ ସଠାେରେ ନିଜ ଶିଷ୍ଯମାନଙ୍କ ସହିତ ରହିଲେ।
ଶିମାନେ ପିତର, ସହେି ଶିଷ୍ଯକୁ ଯୀଶୁ କାହା ସମ୍ବନ୍ଧ ରେ କହୁଛନ୍ତି ତାହା ତାହାଙ୍କୁ ପଚାରିବା ପାଇଁ ଠାରିଲେ।
ତେଣୁ ପାଉଲ ଠିଆ ହାଇେ ହାତ ରେ ସଙ୍କତେ ଦେଲେ ଏବଂ କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରିଥିବା ଅନ୍ୟଜାତୀୟମାନେ, ଅନୁଗ୍ରହ କରି ମାେ କଥା ଶୁଣ।
ସମାନେେ କହିବାପରେ ଯାକୁବ ଉତ୍ତର ଦେଲେ, ଭାଇମାନେ, ମାେ କଥା ଶୁଣ।
ପାଉଲ ଓ ଶୀଲା କାରାଗାରରୁ ବାହାରକୁ ଆସି ଲୁଦିଯାର ଘରକୁ ଆସିଲେ। ସଠାେରେ ଭାଇମାନଙ୍କୁ ଦେଖି ସମାନେେ ସମାନଙ୍କେୁ ଉତ୍ସାହର ବାଣୀ ଶୁଣାଇଲେ। ତା'ପରେ ସମାନେେ ସେ ସ୍ଥାନରୁ ଚ଼ାଲିଗଲେ।
ସେତବେେଳେ ଯିହୂଦୀୟମାନେ ଆଲେକ୍ଜାଣ୍ଡରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେକ୍ଜାଣ୍ଡର ଲୋକମାନଙ୍କ ଆଗ ରେ ହାତ ହଲଇେ ସମାନଙ୍କେୁ ବୁଝାଇବା ପାଇଁ ଚେ଼ଷ୍ଟା କରୁଥିଲେ।
ତା' ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗ ରେ ଯାକୁବଙ୍କୁ ଭଟେିବାକୁ ଗଲେ। ସବୁ ପ୍ରାଚ଼ୀନ ଲୋକମାନେ ସମସ୍ତେ ସଠାେରେ ଉପସ୍ଥିତ ଥିଲେ।
ପାଉଲ ସନୋପତିଙ୍କଠାରୁ ଅନୁମତି ପାଇ ପାହାଚ଼ ଉପରେ ଠିଆ ହାଇଗେଲେ। ସେ ଲୋକମାନଙ୍କୁ ହାତ ରେ ସଙ୍କତେ କରିବା ହତେୁ ସମସ୍ତେ ଅତି ଶାନ୍ତ ହାଇଗେଲେ। ତା'ପରେ ସେ ଏବ୍ରୀ ଭାଷା ରେ କହିଲେ।
ତା'ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ ରରେିତମାନଙ୍କୁ ଆଉଥରେ ଦଖାେ ଦେଲେ।
ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସଠାରୁେ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ ରରେିତଙ୍କୁ ଦଖାେ କଲି ନାହିଁ।
ଯାକୁବ, ପିତର ଓସଯାହନସନତା ରୂଲପ ପରିଗଣିତସହଉଥିଲଲ।ସସମାଲନସଦଖିଲଲସଯ, ପରଲମଶ୍ବରସମାଲତ ଏହି ବିଶଲଷ ଅନୁଗ୍ରହ ପ୍ରଦାନ କରିଛନ୍ତି।ସସଥିପାଇଁସସମାଲନ ବର୍ଣ୍ଣବବା ଓସମାଲତ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲଲ। ଯାକୁବ, ପିତର ଓସଯାହନ କହିଲଲ, ପାଉଲ ଓ ବର୍ଣ୍ଣବବା, ତୁମ୍ଲଭମାଲନ ଅଣଯିହୂଦୀମାନଙ୍କ ପାଖକୁ ୟିବା କଥାସର ଆମ୍ଲଭମାଲନ ରାଜି ଅଛୁ। ମାତ୍ର ଆମ୍ଲଭମାଲନ ଯିହୂଦୀମାନଙ୍କ ପାଖକୁ ୟିବୁ।
ସଯଲତଲବଲଳ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲଲ,ସସ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲଲ ଓ ସଂମ୍ପର୍କ ରଖିଥିଲଲ। ମାତ୍ରସଯଲତଲବଲଳ ଯାକୁବଙ୍କ ନିକଟରୁସକଲତକ ଯିହୂଦୀଲଲାକ ଆସିଲଲ,ସସମାଲନ ଆସିଲା ପଲର ପିତର ଅଣଯିହୂଦୀଲଲାକଙ୍କ ସହିତ ଖିଆପିଆ ବନ୍ଦ କରିସଦଲଲ, ଓସସମାନଙ୍କଠାରୁ ଦୂରସର ରହିଲଲ। ସୁନ୍ନତସହବା କଥାସର ବିଶ୍ବାସ କରୁଥିବାସଲାକମାନଙ୍କ ଭୟସର ପିତର ଏପରି ଆଚରଣ କଲଲ।
ମୁଁ ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଯାକୁବ, ସାରା ପୃଥିବୀ ରେ ବ୍ଯାପି ହାଇେ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।