ଏହାପରେ ଯୀଶୁ ସଠାରୁେ ଚାଲିଗଲେ। ସେ କର ଆଦାୟ କରା ଯାଉଥିବା କାର୍ୟ୍ଯାଳୟ ରେ ଲବେୀ ନାମକ ଜଣେ କର ଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, ମାରେଅନୁସହଣ କର।
Cross references
ଯୀଶୁ ସମାନଙ୍କେୁ କହିଲେ, ଆସ, ମାେତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।
କିନ୍ତୁ ଯୀଶୁ ତାହାକୁ କହିଲେ, ମାରେ ଅନୁସରଣ କର। ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।
ଯୀଶୁ ସଠାରୁେ ଯାଉଯାଉ ଦେଖିଲେ ଯେ କର ଆଦାୟ କନ୍େଦ୍ର ରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, ମାରେ ଅନୁସରଣ କର। ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।
ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,
ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।
ପୁଣିଥରେ ଯୀଶୁ ହ୍ରଦ ପାଖ ଦଇେ ଗଲେ। ଅନକେ ଲୋକ ତା'ଙ୍କ ପାଖକୁ ଆସିଲେ। ଯୀଶୁ ସମାନଙ୍କେୁ ଶିକ୍ଷା ଦେଲେ।
ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ
ଏକଥା ଶୁଣି ଯୀଶୁ ସହେି ନେତାଙ୍କୁ କହିଲେ, ତଥାପି ଏ ପର୍ୟ୍ଯନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦଇେ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ବର୍ଗ ରେ ପୁରସ୍କାର ମିଳିବ। ତା'ପରେ ତୁମ୍ଭେ ଆସ ଓ ମାରେ ଅନୁସରଣ କର।
ତା'ପରଦିନ ଯୀଶୁ ଗାଲୀଲୀକୁ ୟିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, ମାରେ ଅନୁସରଣ କର।
ମାରେ ସବୋ କୁରଥିବା ଲୋକେ ନିଶ୍ଚୟ ମାରେ ଅନୁସରଣ କରନ୍ତୁ। ତବେେ ମାରେ ସବେକମାନେ ମୁଁ ଯେଉଁଠା ରେ ଥିବି, ସଠାେରେ ମାେ ସହିତ ରହିବେ। ଯେଉଁ ଲୋକମାନେ ମାରେ ସବୋ କରିଥିବେ, ମାରେ ପରମପିତା ସମାନଙ୍କେୁ ସମ୍ମାନ ଦବେେ।
ପରମେଶ୍ବରଙ୍କର ଗୌରବ ପାଇଁ ପିତର କିପରି ଭାବେ ମୃତ୍ଯୁ ବରଣ କରିବେ, ଏହା ଜଣାଇବା ଉଦ୍ଦେଶ୍ଯ ରେ ଯୀଶୁ ସପରେି କହିଥିଲେ। ଏହା ପରେ ଯୀଶୁ ତାହାଙ୍କୁ କହିଲେ, ମାରେଅନୁଗମନ କର।