Home Bibles ଯୋହନଲିଖିତ ସୁସମାଚାର 14:22 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 14:22 · ଓଡ଼ିଆ ବାଇବେଲ

ତା'ପରେ ୟିହୂଦା (ଈଷ୍କରିଯୋଥ ନୁହଁନ୍ତି) ତାହାଙ୍କୁ ପଚାରିଲେ, କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠା ରେ ନିଜକୁ ଦଖାଇବୋ ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦଖାେଉ ନାହାଁନ୍ତି।

Cross references

ମାଥିଉଲିଖିତ ସୁସମାଚାର 10:3

ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,

ମାର୍କଲିଖିତ ସୁସମାଚାର 3:18

ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ

ଲୂକଲିଖିତ ସୁସମାଚାର 6:16

ଯାକୁବଙ୍କ ପୁତ୍ର ୟିହୂଦା ଓ ଈଷ୍କରିଯୋଥ ୟିହୂଦା ା ପରେ ଏହି ଯିହୁଦା ବିଶ୍ବାସ ଘାତକତା କରି ଯୀଶୁଙ୍କୁ ଶତୃ ହସ୍ତ ରେ ସମର୍ପଣ କଲା।

ଯୋହନଲିଖିତ ସୁସମାଚାର 3:4

ନୀକଦୀମ ତାହାଙ୍କୁ କହିଲେ, କିନ୍ତୁ ଯଦି କୌଣସି ବ୍ଯକ୍ତି ବୃଦ୍ଧ ହାଇେ ସାରିଛି, ତବେେ ସେ କିପରି ପୁନର୍ବାର ଜନ୍ମ ନଇେ ପାରିବ? ଜଣେ ଲୋକ କଦାପି ତାର ମାତାର ଗର୍ଭ ରେ ଆଉ ଥରେ ପ୍ରବେଶ କରିପାରିବ ନାହିଁ। ତେଣୁ ଜଣେ ବ୍ଯକ୍ତି କଦାପି ଦ୍ବିତୀୟ ଥର ଜନ୍ମ ଗ୍ରହଣ କରି ପାରିବ ନାହିଁ।

ଯୋହନଲିଖିତ ସୁସମାଚାର 3:9

ନୀକଦୀମ ପଚାରିଲେ, ଏସବୁ କିପରି ସମ୍ଭବ ହାଇେ ପାରିବ?

ଯୋହନଲିଖିତ ସୁସମାଚାର 4:11

ସହେି ସ୍ତ୍ରୀ ଲୋକଟି କହିଲା, ମହାଶୟ, ଆପଣ କେଉଁଠାରୁ ସହେି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢିବା ପାଇଁ ଆପଣଙ୍କ ପାଖ ରେ କିଛି ନାହିଁ।

ଯୋହନଲିଖିତ ସୁସମାଚାର 6:52

ତା'ପରେ ଯିହୂଦୀମାନେ ପରସ୍ପର ଭିତ ରେ ୟୁକ୍ତିତର୍କ କରିବାକୁ ଲାଗିଲେ। ସମାନେେ କହିଲେ, ଏ ଲୋକ କିପରି ଆମ୍ଭମାନଙ୍କୁ ତା'ର ଶରୀର ଖାଇବା ପାଇଁ ଦଇେ ପାରିବ?

ଯୋହନଲିଖିତ ସୁସମାଚାର 6:60

ଯୀଶୁଙ୍କର ଶିଷ୍ଯମାନେ ଏହି ସବୁ କଥା ଶୁଣିଲେ। ସମାନଙ୍କେ ଭିତରୁ ଅନକେ କହିଲେ, ଏ ଉପଦେଶ ଗ୍ରହଣ କରିବା କଷ୍ଟକର। ଏହି ଉପଦେଶ କିଏ ଗ୍ରହଣ କରିପାରିବ?

ଯୋହନଲିଖିତ ସୁସମାଚାର 16:17

କେତଜେଣ ଶିଷ୍ଯ ପରସ୍ପରକୁ କହିଲେ, ଯୀଶୁଙ୍କର ଏପରି କହିବା ଅର୍ଥ କ'ଣ, 'ଅଳ୍ପ ସମୟ ପରେ ତୁମ୍ଭେ ମାେତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତା ରେ ତୁମ୍ଭେ ମାେତେ ଦେଖିପାରିବ। ପିତାଙ୍କ ନିକଟକୁ ୟିବାର ଅର୍ଥ କ'ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁନାହୁଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:13

ପ୍ ରରେିତମାନେ ସଠାେରେ ପହଞ୍ଚି ଉପରମହଲାର ଏକ କଠାେରୀ ଭିତରକୁ ଗଲେ, ସଠାେରେ ସମାନେେ ରହିଲେ। ଏ ପ୍ ରରେିତମାନେ ପିତର, ଯୋହନ ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମା, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମାନେ ଓ ଯାକୁବର ପୁତ୍ର ୟିହୂଦା ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:40

କିନ୍ତୁ ତାହାଙ୍କ ମୃତ୍ଯୁର ତିନିଦିନ ପରେ ପରମେଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ଯରୁ ପୁନର୍ଜିବୀତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦଖାଇେଲେ।

ଯିହୂଦାଙ୍କ ପତ୍ର 1:1

ମୁଁ ୟିହୂଦା, ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଓ ଯାକୁବଙ୍କର ଭାଇ ଅଟେ।

Interlinear

Choose Theme