Home Bibles ☰ Books ଯୋହନଲିଖିତ ସୁସମାଚାର 11:16 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 11:16 · ଓଡ଼ିଆ ବାଇବେଲ

ତା'ପରେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା ସେ ଅନ୍ୟ ଶିଷ୍ଯଙ୍କୁ କହିଲେ, ଚାଲ ଆମ୍ଭମାନେେ ମଧ୍ଯ ଯୀବା ଓ ଯୀଶୁଙ୍କ ସହିତ ୟିହୂଦା ରେ ମରିବା।

Cross references

ମାଥିଉଲିଖିତ ସୁସମାଚାର 10:3

ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,

ମାଥିଉଲିଖିତ ସୁସମାଚାର 26:35

ପିତର ଏକଥା ଶୁଣି କହିଲେ, ମୁଁ ବରଂ ଆପଣଙ୍କ ସହିତ ମୃତ୍ଯୁ ବରଣ କରିବି, କିନ୍ତୁ କବେେ ହେଲେ ଆପଣଙ୍କୁ ଚିହ୍ନିନାହିଁ ବୋଲି କହିବିନାହିଁ। ପୁଣି ଅନ୍ୟ ସମସ୍ତ ଶିଷ୍ଯମାନେ ସହେି ଏକା କଥା କହିଲେ।

ମାର୍କଲିଖିତ ସୁସମାଚାର 3:18

ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ

ଲୂକଲିଖିତ ସୁସମାଚାର 6:15

ମାଥିଉ ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଶିମାନେ ଯାହାଙ୍କୁ ଉଦ୍ ଯୋଗୀ ବୋଲି କୁହନ୍ତି।

ଲୂକଲିଖିତ ସୁସମାଚାର 22:33

କିନ୍ତୁ ପିତର ଯୀଶୁଙ୍କୁ କହିଲେ, ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ୟିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।

ଯୋହନଲିଖିତ ସୁସମାଚାର 11:8

ଶିଷ୍ଯମାନେ କହିଲେ, ଗୁରୁ, ୟିହୂଦା ରେ ତ ଆପଣଙ୍କୁ ଯିହୂଦୀ ନେତାମାନେ ପଥର ରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପଦିନ ପୂର୍ବେ ହାଇେଥିଲା। ଆପଣ ପୁଣି ସଠାେକୁ ଫରେିୟିବାକୁ ଚାହାଁନ୍ତି?

ଯୋହନଲିଖିତ ସୁସମାଚାର 13:37

ପିତର ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପେଛ ପେଛ ଯାଇ ପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ଯ ପ୍ରସ୍ତୁତ।

ଯୋହନଲିଖିତ ସୁସମାଚାର 14:5

ଥୋମା କହିଲେ, ପ୍ରଭୁ, ଆପଣ କେଉଁଆଡେ ଯାଉଛନ୍ତି, ଆମ୍ଭେ ଜାଣି ନାହୁଁ। ତେଣୁ ସଠାେକୁ ୟିବାର ପଥ ଆମ୍ଭେ ଜାଣିବୁ କିପରି?

ଯୋହନଲିଖିତ ସୁସମାଚାର 20:24

ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ଯମାନଙ୍କ ସହିତ ନଥିଲା। ସେ ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଥିଲା।

ଯୋହନଲିଖିତ ସୁସମାଚାର 21:2

ଯୀଶୁଙ୍କର କେତକେ ଶିଷ୍ଯ ଏକତ୍ର ହାଇେଥିଲେ, ସମାନେେ ହେଲେ ଶିମାନେ ପିତର, ଥୋମା, (ଡାକନାମ ଦିଦୁମ)। ଗାଲୀଲୀର କାନ୍ନା ନିବାସୀ ନିଥନିଯଲେ, ଜବଦେିର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ଯ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:13

ପ୍ ରରେିତମାନେ ସଠାେରେ ପହଞ୍ଚି ଉପରମହଲାର ଏକ କଠାେରୀ ଭିତରକୁ ଗଲେ, ସଠାେରେ ସମାନେେ ରହିଲେ। ଏ ପ୍ ରରେିତମାନେ ପିତର, ଯୋହନ ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମା, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମାନେ ଓ ଯାକୁବର ପୁତ୍ର ୟିହୂଦା ଥିଲେ।

Interlinear

Choose Theme