Home Bibles ☰ Books ଲୂକଲିଖିତ ସୁସମାଚାର 24:3 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 24:3 · ଓଡ଼ିଆ ବାଇବେଲ

ସମାନେେ ଭିତରକୁ ଗଲେ। କିନ୍ତୁ ସମାନେେ ସଠାେରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ।

Cross references

ମାଥିଉଲିଖିତ ସୁସମାଚାର 16:5

ଯୀଶୁଙ୍କ ଶିଷ୍ଯମାନେ ହ୍ରଦର ଅପର ପାଶର୍‌ବକୁ ଗଲେ। କିନ୍ତୁ ସମାନେେ ସାଙ୍ଗ ରେ ରୋଟୀ ନବୋକୁ ଭୁଲିଗଲେ।

ଲୂକଲିଖିତ ସୁସମାଚାର 24:23

କିନ୍ତୁ ସମାନେେ ସଠାେରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସମାନେେ ସଠାେରେ ସ୍ବର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ଯ ଆମ୍ଭକୁ ଫରେିଆସି କହିଲେ। ସ୍ବର୍ଗଦୂତମାନେ ସମାନଙ୍କେୁ ଯୀଶୁ ଜୀବିତ ଥିବା କଥା କହିଥିଲେ।

ଯୋହନଲିଖିତ ସୁସମାଚାର 20:6

ତା'ପର ତାହାଙ୍କ ପଛ ରେ ଶିମାନେ ପିତର ଆସି ପହନ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ଯ ସଠାେରେ ପତଳା ଆଚ୍ଛାଦନ ବସ୍ତ୍ର ପଡିଥିବାର ଦେଖିଲେ।

Interlinear

Choose Theme