Home Bibles ଲୂକଲିଖିତ ସୁସମାଚାର 24:2 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 24:2 · ଓଡ଼ିଆ ବାଇବେଲ

ସମାଧି ବନ୍ଦ କରିବା ପାଇଁ ତାର ପ୍ରବେଶ ଦ୍ବାର ରେ ଗୋଟିଏ ପଡ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡି ଯାଇଛି।

Cross references

ମାଥିଉଲିଖିତ ସୁସମାଚାର 27:60

ଯୋଷଫେ ଯୀଶୁଙ୍କ ଶରୀରକୁ ତାହାଙ୍କୁ ନୂଆ କବର ମଧିଅରେ ରଖିଲେ। ସହେି କବରକୁ ୟୋ ସଫେ ପଥରର କାନ୍ଥ କାଟି ତିଆରି କରିଥିଲେ। ତାପରେ ସେ ଗୋଟିଏ ବହୁତ ବଡ ପଥର ଗଡ଼ଇେ ଆଣି ପ୍ରବେଶଦ୍ବାରକୁ ବନ୍ଦ କରି ଦେଲେ। ଏସବୁ କଲପରେେ ୟୋ ସଫେ ଚାଲିଗଲେ।

ମାଥିଉଲିଖିତ ସୁସମାଚାର 28:2

ସତେିକି ବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ। ସ୍ବର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ପାଖରୁ ପଥରଟି ଗଡ଼ଇେ ବାହାର କରି ଦେଲେ। ସେ ପଥର ଉପରେ ବସିଲେ।

ମାର୍କଲିଖିତ ସୁସମାଚାର 15:46

ୟୋ ସଫେ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କୃଶ ଉପରୁ ତଳକୁ ଓହ୍ଲଇେ ଆଣିଲେ। ସେ ଶବକୁ ବସ୍ତ୍ର ରେ ସପୂର୍ଣ୍ଣ ଗୁଡଇେ ଦେଲେ ଓ ପଥର କଟା ହାଇେ ତିଆରି ହାଇେଥିବା ଗୋଟିଏ କବର ରେ ତାହାଙ୍କୁ ରଖି ଦେଲେ। ଖଣ୍ଡିଏ ବଡ ପଥର ଗଡଇେ ଆଣି କବରର ମୁହଁକୁ ବନ୍ଦ କରି ଦେଲେ।

ମାର୍କଲିଖିତ ସୁସମାଚାର 16:3

ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ବାରା ବନ୍ଦ କରି ଦିଆ ହାଇେଛି। ପଥରଟିକୁ ଆମ୍ଭ ପାଇଁ କିଏ ସଠାରୁେ ଗଡଇେ ଦବେ?

ଯୋହନଲିଖିତ ସୁସମାଚାର 20:1

ରବିବାର ଦିନ ପାହାନ୍ତିଆ ରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତବେେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ ପଥରଟି କବର ଦ୍ବାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।

Interlinear

Choose Theme