Home Bibles ମାଥିଉଲିଖିତ ସୁସମାଚାର 16:5 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 16:5 · ଓଡ଼ିଆ ବାଇବେଲ

ଯୀଶୁଙ୍କ ଶିଷ୍ଯମାନେ ହ୍ରଦର ଅପର ପାଶର୍‌ବକୁ ଗଲେ। କିନ୍ତୁ ସମାନେେ ସାଙ୍ଗ ରେ ରୋଟୀ ନବୋକୁ ଭୁଲିଗଲେ।

Cross references

ମାଥିଉଲିଖିତ ସୁସମାଚାର 15:39

ସମାନେେ ଖାଇ ସାରିବା ପରେ ଯୀଶୁ ସମାନଙ୍କେୁ ଘରକୁ ଫରେିୟିବା ପାଇଁ କହିଲେ। ସମାନଙ୍କେୁ ବିଦାୟ କରିସାରି ଯୀଶୁ ଡ଼ଙ୍ଗା ରେ ବସି ମଗ୍ଦାନ୍ ଅଞ୍ଚଳକୁ ଗଲେ।

ମାର୍କଲିଖିତ ସୁସମାଚାର 8:13

ତା'ପରେ ଯୀଶୁ ଫାରୂଶୀମାନଙ୍କୁ ଛାଡି ପୁନଃ ଡଙ୍ଗା ଭିତରକୁ ଚାଲି ଆସିଲେ। ସେ ଡଙ୍ଗା ରେ ବସି ହ୍ରଦର ଅପର ପାରିକୁ ଚାଲିଗଲେ।

ମାର୍କଲିଖିତ ସୁସମାଚାର 8:14

ସମାନେେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୂଲି ଯାଇଥିଲେ। ଯୀଶୁଙ୍କ ଶିଷ୍ଯମାନଙ୍କ ପାଖ ରେ ଖଣ୍ଡିଏ ମାତ୍ର ରୋଟୀ ଥିଲା।

Interlinear

Choose Theme