Home Bibles ଲୂକଲିଖିତ ସୁସମାଚାର 24:23 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 24:23 · ଓଡ଼ିଆ ବାଇବେଲ

କିନ୍ତୁ ସମାନେେ ସଠାେରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସମାନେେ ସଠାେରେ ସ୍ବର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ଯ ଆମ୍ଭକୁ ଫରେିଆସି କହିଲେ। ସ୍ବର୍ଗଦୂତମାନେ ସମାନଙ୍କେୁ ଯୀଶୁ ଜୀବିତ ଥିବା କଥା କହିଥିଲେ।

Cross references

ମାଥିଉଲିଖିତ ସୁସମାଚାର 28:6

କିନ୍ତୁ ଯୀଶୁ ଏଠା ରେ ନାହାଁନ୍ତି। ସେ ତାହାଙ୍କୁ କଥା ଅନୁସାରେ ମୃତ୍ଯୁରୁ ପୁର୍ନଉଥିତ ହାଇେଛନ୍ତି। ତାହାଙ୍କ ଶବ ଯେଉଁ ସ୍ଥାନ ରେ ରଖା ଯାଇଥିଲା, ସେ ସ୍ଥାନ ତୁମ୍ଭେ ଆସି ଦେଖ।

ମାର୍କଲିଖିତ ସୁସମାଚାର 16:11

ମରିୟମ ସମାନଙ୍କେୁ କହିଲେ ଯେ ଯୀଶୁ ଜୀବିତ ଅଛନ୍ତି ଏବଂ ସେ ନିଜେ ଯୀଶୁଙ୍କୁ ଦେଖିଛନ୍ତି। କିନ୍ତୁ ଶିଷ୍ଯମାନେ ସମାନଙ୍କେ କଥା ରେ ବିଶ୍ବାସ କଲେ ନାହିଁ।

ଲୂକଲିଖିତ ସୁସମାଚାର 24:3

ସମାନେେ ଭିତରକୁ ଗଲେ। କିନ୍ତୁ ସମାନେେ ସଠାେରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ।

Interlinear

Choose Theme