Home Bibles ଯୋହନଲିଖିତ ସୁସମାଚାର 20:6 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 20:6 · ଓଡ଼ିଆ ବାଇବେଲ

ତା'ପର ତାହାଙ୍କ ପଛ ରେ ଶିମାନେ ପିତର ଆସି ପହନ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ଯ ସଠାେରେ ପତଳା ଆଚ୍ଛାଦନ ବସ୍ତ୍ର ପଡିଥିବାର ଦେଖିଲେ।

Cross references

ମାଥିଉଲିଖିତ ସୁସମାଚାର 16:15

ଯୀଶୁ କହିଲେ, ମୁଁ କିଏ ବୋଲି ତୁମ୍ଭେ କ'ଣ କହୁଛ?

ଲୂକଲିଖିତ ସୁସମାଚାର 22:31

କୃଷକ ତା'ର ଗହମକୁ ଚାଲୁଣୀ ରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମାନେ! ହେ ଶିମାନେ,

ଯୋହନଲିଖିତ ସୁସମାଚାର 6:67

ଯୀଶୁ ବାରଜଣ ପ୍ ରରେିତଙ୍କୁ ପଚାରିଲେ, ତୁମ୍ଭମାନେେ ମଧ୍ଯ କ'ଣ ମାେତେ ଛାଡିୟିବା ପାଇଁ ଚାହଁ କି?

ଯୋହନଲିଖିତ ସୁସମାଚାର 18:17

ସହେି ଦାସୀ ପିତରଙ୍କୁ ପଚାରିଲା, ତୁମ୍ଭେ ବି କ'ଣ ଏହି ଲୋକର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ?

ଯୋହନଲିଖିତ ସୁସମାଚାର 18:25

ଶିମାନେ ପିତର ନିଆଁ ପାଖେ ଠିଆ ହାଇେ ସକେି ହେଉଥିଲେ। ଅନ୍ୟ ଲୋକମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଏହି ଲୋକର ଶିଷ୍ଯମାନଙ୍କ ଭିତରୁ ଜଣେ? କିନ୍ତୁ ପିତର ମନା କଲେ।

ଯୋହନଲିଖିତ ସୁସମାଚାର 21:7

ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କୁ ପୋଷାକ ପିନ୍ଧିଲେ। କାରଣ ସେ କାର୍ୟ୍ଯ କରିବା ପାଇଁ ସବୁ ବସ୍ତ୍ର ଖାଲିେ ଦଇେଥିଲେ। ତା'ପରେ ସେ ପାଣିକୁ ଡଇେଁ ପଡିଲେ।

ଯୋହନଲିଖିତ ସୁସମାଚାର 21:15

ସମାନେେ ଖାଇବା ପରେ ଯୀଶୁ ଶିମାନେ ପିତରଙ୍କୁ କହିଲେ, ଯୋହନଙ୍କର ପୁତ୍ର ଶିମାନେ। ତୁମ୍ଭେ କ'ଣ ମାେତେ ଏମାନଙ୍କ ଅପେକ୍ଷା ଅଧିକ ପ୍ ରମେ କର?

Interlinear

Choose Theme