Home Bibles ☰ Books ଲୂକଲିଖିତ ସୁସମାଚାର 24:4 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 24:4 · ଓଡ଼ିଆ ବାଇବେଲ

ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ଯ କିଛି ବୁଝିପାରିଲେ ନାହିଁ। ଏହି ଘଟଣା ରେ ସମାନେେ ବିସ୍ମିତ ହାଇଯୋଇଥିବା ସମୟରେ ଉଜ୍ଜ୍ବଳ ପୋଷାକ ପିନ୍ଧି ଦୁଇଜଣ ସ୍ବର୍ଗଦୂତ ସମାନଙ୍କେ ପାଖ ରେ ଠିଆ ହେଲେ।

Cross references

ଆଦି ପୁସ୍ତକ 18:2

ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।

ମାଥିଉଲିଖିତ ସୁସମାଚାର 28:2

ସତେିକି ବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ। ସ୍ବର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ପାଖରୁ ପଥରଟି ଗଡ଼ଇେ ବାହାର କରି ଦେଲେ। ସେ ପଥର ଉପରେ ବସିଲେ।

ମାର୍କଲିଖିତ ସୁସମାଚାର 16:5

ସମାନେେ କବର ଭିତରକୁ ଗଲେ। ସଠାେରେ ସମାନେେ ଧଳା ପୋଷାକ ପିନ୍ଧିଥିବା ଜଣେ ୟୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲା। ସମାନେେ ଡରିଗଲେ।

ଯୋହନଲିଖିତ ସୁସମାଚାର 20:11

କିନ୍ତୁ ମରିୟମ କବର ବାହା ରେ ଠିଆ ହାଇେ କାନ୍ଦୁଥିଲେ। ସେ କାନ୍ଦୁଥିବା ବେଳେ ନଇଁପଡି କବର ଭିତରକୁ ଚାହିଁଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:10

ଯୀଶୁ ଚାଲି ଯାଉଥିଲେ ଓ ପ୍ ରରେିତମାନେ ଆକାଶକୁ ଚାହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସମାନଙ୍କେ ପାଖ ରେ ଆସି ଠିଆ ହେଲେ।

Interlinear

Choose Theme