Home Bibles ☰ Books ଦିତୀୟ ଶାମୁୟେଲ 4:2 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 4:2 · ଓଡ଼ିଆ ବାଇବେଲ

ଦକ୍ସ୍ଟଇଜଣ ପୁରୁଷ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍କକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏହି ଦକ୍ସ୍ଟଇଜଣ ପୁରୁଷ ସୈନ୍ଯମାନଙ୍କର ଅଧିନାଯକ ଥିଲେ। ସମାନେେ ରେଖବ୍ ଓ ବାନା, ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର ଥିଲେ। ସମାନେେ ବରେୋତୀଯ ନଗରର ବିନ୍ଯାମୀନ ପରିବାରବର୍ଗ ରେ ଗଣିତ ଥିଲେ।

Cross references

ଯିହୋଶୂୟ 9:17

ତେଣୁ ଇଶ୍ରାୟେଲର ଲୋକମାନେ ସେ ଲୋକମାନେ ଯେଉଁଠା ରେ ବାସ କରୁଥିଲେ, ସହେି ସ୍ଥାନକକ୍ସ୍ଟ ଗଲେ ଏବଂ ତୃତୀୟ ଦିନ, ଗିବିଯୋନ, କଫୀରା, ବରେୋତ୍ ଓ କରିଯତ ୟିଆରିମ୍ ନଗରମାନଙ୍କୁ ଆସିଲେ।

ଯିହୋଶୂୟ 18:25

ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,

ଯିହୋଶୂୟ 18:26

ମିସ୍ପୀ, କଫୀରା, ମାେତ୍ସା,

ଦିତୀୟ ଶାମୁୟେଲ 3:22

ୟୋଯାବ୍ ଏବଂ ଦାଉଦଙ୍କର ଉଚ୍ଚପଦସ୍ଥ ସାମରୀକ ପଦାଧିକାରୀମାନେ ଯୁଦ୍ଧରୁ ଫରେିଲେ। ଏବଂ ସମାନେେ ସମାନଙ୍କେ ସହିତ ଶତୃମାନଙ୍କଠାରକ୍ସ୍ଟ ବହକ୍ସ୍ଟ ମୂଲ୍ଯବାନ ପଦାର୍ଥ ସଙ୍ଗ ରେ ଆଣିଥିଲେ। ଅବ୍ନର ହିବ୍ରୋଣ ରେ ସେତବେେଳେ ଦାଉଦଙ୍କ ସଙ୍ଗ ରେ ନ ଥିଲେ। କାରଣ ସେ ତାଙ୍କୁ ୟିବାକକ୍ସ୍ଟ ଦଇେଥିବାରକ୍ସ୍ଟ ସେ ସଠାେରକ୍ସ୍ଟ ଶାନ୍ତି ରେ ସ୍ଥାନ ପରିତ୍ଯାଗ କରିଥିଲେ।

ଦିତୀୟ ଶାମୁୟେଲ 23:37

ଅେମ୍ମାନୀୟ ସେଲକ, ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବର ଅସ୍ତ୍ରବାହକ ବରେୋତୀଯ ନହରଯ,

ଦିତୀୟ ରାଜାବଳୀ 5:2

ଅରାମୀଯମାନେ ସୈନ୍ଯଦଳ ଦ୍ବାରା ଇଶ୍ରାୟେଲ ବିରୁଦ୍ଧ ରେ ଲଢୁଥିଲେ। ସମାନେେ ସମାନଙ୍କେର ଦାସ କରିବାକୁ ଇଶ୍ରାୟେଲରୁ ଘନେି ଆସୁଥିଲେ। ଏକ ସମୟରେ ସମାନେେ ଗୋଟିଏ େଛାଟ ବାଳିକା ନଇେ ଆସିଥିଲେ। ସହେି ବାଳିକାଟି ନାମାନ୍ ଭାର୍ୟ୍ଯାର ଦାସୀ ହେଲା।

ଦିତୀୟ ରାଜାବଳୀ 6:23

ଇଶ୍ରାୟେଲର ରାଜା ସମାନଙ୍କେ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀଯମାନେ ପାନ ଓ ଭୋଜନ କଲାପରେ ସେ ସମାନଙ୍କେୁ ନିଜ ନିଜ ଘରକୁ ଫରେି ୟିବାକୁ ବିଦାଯ ଦେଲେ। ଅରାମର ସୈନ୍ଯମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫରେିଗଲେ। ଏହାପରେ ଅରାମର ସୈନ୍ଯଦଳ ଆଉ କବେେ ଇଶ୍ରାୟେଲକୁ ୟୁଦ୍ଧ ରେ ଆକ୍ରମଣ କରିବାକୁ ଆସିଲେ ନାହିଁ।

Interlinear

Choose Theme