Home Bibles ☰ Books ଯିହୋଶୂୟ 7:17 · ଓଡ଼ିଆ ବାଇବେଲ
ଯିହୋଶୂୟ 7:17 · ଓଡ଼ିଆ ବାଇବେଲ

ତା'ପରେ ସେ ୟିହକ୍ସ୍ଟଦାର ପରିବାରର ପରିବାରବର୍ଗକକ୍ସ୍ଟ ଉପସ୍ଥିତ କଲେ। ସରହେ ଗୋଷ୍ଠୀ ପରମେଶ୍ବରଙ୍କ ଦ୍ବାରା ନିର୍ଦ୍ଧାରିତ ହେଲା। ତା'ପରେ ସରହେ ପରିବାରର ସମସ୍ତ ସଭ୍ଯ ସଦାପ୍ରଭୁଙ୍କ ଆଗ ରେ ଛିଡା ହେଲେ। ଜିମିରିର ପରିବାର ବଛାଗଲା।

Cross references

ଆଦି ପୁସ୍ତକ 38:30

ଏହାପରେ ଅନ୍ୟ ପିଲାଟି ଜନ୍ମ ନଲୋ, ଏହି ପିଲାଟିର ହସ୍ତ ରେ ସିନ୍ଦୁର ବର୍ଣ୍ଣ ତା'ର ହାତ ରେ ଥିଲା, ସେ ତା'ର ନାମ ସରହେ ଦେଲେ।

ଗଣନା ପୁସ୍ତକ 26:20

ସରହଠାରୁେ ସରହେୀଯ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶ ରେ ହତ୍ଯା କରାୟାଇଥିଲେ।

ପ୍ରଥମ ବଂଶାବଳୀ 2:4

ଯିହୁଦାଙ୍କର ପୁତ୍ରବଧୂ ତାମର ପରେସ ଓ ସରହଙ୍କେୁ ଜନ୍ମ ଦଲୋ। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ।

Interlinear

Choose Theme