Home Bibles ବିଚାରକର୍ତାମାନଙ୍କ ବିବରଣ 19:12 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 19:12 · ଓଡ଼ିଆ ବାଇବେଲ

କିନ୍ତୁ ତାଙ୍କର ମକ୍ସ୍ଟନିବ ଲବେୀୟ ଲୋକଜଣଙ୍କ ତାଙ୍କୁ କହିଲେ, ନା, ଆମେ ଏହି ବିଚିତ୍ର ନଗର ରେ ରହିବା ନାହିଁ। ସହେି ଲୋକଗକ୍ସ୍ଟଡିକ ଇଶ୍ରାୟେଲୀୟ ନକ୍ସ୍ଟହଁନ୍ତି। ଆମ୍ଭମାନେେ ଗିବିଯାକକ୍ସ୍ଟ ୟିବା।

Cross references

ଯିହୋଶୂୟ 18:25

ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,

ଯିହୋଶୂୟ 18:28

ସେଲା, ଏଲଫ୍ ୟିବୂଷ ଗିବିଯା ଓ କିରିଯଥ ଗ୍ରାମ ସମତେ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନକ୍ସ୍ଟସା ରେ ବିଦ୍ଯାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।

ପ୍ରଥମ ଶାମୁୟେଲ 10:26

ଶାଉଲ ମଧ୍ଯ ଗିବିଯା ରେ ଥିବା ତାଙ୍କ ଘରକକ୍ସ୍ଟ ଫରେିଲେ। କେତକେ ସାହସୀ ବ୍ଯକ୍ତି ଯେଉଁମାନଙ୍କ ହୃଦଯ ପରମେଶ୍ବର ସ୍ପର୍ଶ କରିଥିଲେ, ସମାନେେ ଶାଉଲଙ୍କକ୍ସ୍ଟ ଅନକ୍ସ୍ଟସରଣ କଲେ।

ପ୍ରଥମ ଶାମୁୟେଲ 13:2

ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ଯରକ୍ସ୍ଟ 2,000 ମିକ୍ମସ୍ ରେ ବୈଥେଲ୍ର ପାର୍ବତ୍ଯ ଅଞ୍ଚଳ ଶାଉଲଙ୍କ ସହ ରହିଲେ। ଏବଂ 1,000 ଗିବିଯାର ଯୋନାଥନ ସହିତ ବିନ୍ଯାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ଯମାନଙ୍କୁ ଆପଣା ଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିବାକୁ ଆଦେଶ ଦେଲେ।

ଯିଶାଇୟ 10:29

ସମାନେେ ଘାଟି' ନିକଟରେ ନଦୀ ଅତିକ୍ରମ କରିବେ। ସମାନେେ ଗବୋ ରେ ଶଯନ କରିବେ। ରାମା କମ୍ପିତ ହବେ। ଶାଉଲର ଗିବିଯା ରେ ଲୋକମାନେ ପଳାଯନ କରିବେ।

ହୋଶେୟ 5:8

ଗିବିଯା ରେ ଶିଙ୍ଗା ବଜାଅ। ରାମା ରେ ତୂରୀ ବଜାଅ। ବୈଥ-ଆବନ ରେ ସତର୍କ କରିଦିଅ। ହେ ବିନ୍ଯାମୀନ, ତୁମ୍ଭର ପଛ ରେ ଶତୃଗଣ ଅଛନ୍ତି।

Interlinear

Choose Theme