Home Bibles ବିଚାରକର୍ତାମାନଙ୍କ ବିବରଣ 19:13 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 19:13 · ଓଡ଼ିଆ ବାଇବେଲ

ଲବେୀୟ ଲୋକ ଜଣଙ୍କ କହିଲେ, ଆସ ଆମ୍ଭମାନେେ ଏହି ଦକ୍ସ୍ଟଇ ସ୍ଥାନରକ୍ସ୍ଟ କୌଣସି ଏକ ସ୍ଥାନକକ୍ସ୍ଟ ୟିବା, ପକ୍ସ୍ଟଣି ଗିବିଯା କି ରାମା ରେ ରାତ୍ରି କାଟିବା।

Cross references

ଯିହୋଶୂୟ 18:25

ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,

ଯିହୋଶୂୟ 18:28

ସେଲା, ଏଲଫ୍ ୟିବୂଷ ଗିବିଯା ଓ କିରିଯଥ ଗ୍ରାମ ସମତେ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନକ୍ସ୍ଟସା ରେ ବିଦ୍ଯାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।

ପ୍ରଥମ ଶାମୁୟେଲ 10:26

ଶାଉଲ ମଧ୍ଯ ଗିବିଯା ରେ ଥିବା ତାଙ୍କ ଘରକକ୍ସ୍ଟ ଫରେିଲେ। କେତକେ ସାହସୀ ବ୍ଯକ୍ତି ଯେଉଁମାନଙ୍କ ହୃଦଯ ପରମେଶ୍ବର ସ୍ପର୍ଶ କରିଥିଲେ, ସମାନେେ ଶାଉଲଙ୍କକ୍ସ୍ଟ ଅନକ୍ସ୍ଟସରଣ କଲେ।

ଯିଶାଇୟ 10:29

ସମାନେେ ଘାଟି' ନିକଟରେ ନଦୀ ଅତିକ୍ରମ କରିବେ। ସମାନେେ ଗବୋ ରେ ଶଯନ କରିବେ। ରାମା କମ୍ପିତ ହବେ। ଶାଉଲର ଗିବିଯା ରେ ଲୋକମାନେ ପଳାଯନ କରିବେ।

ହୋଶେୟ 5:8

ଗିବିଯା ରେ ଶିଙ୍ଗା ବଜାଅ। ରାମା ରେ ତୂରୀ ବଜାଅ। ବୈଥ-ଆବନ ରେ ସତର୍କ କରିଦିଅ। ହେ ବିନ୍ଯାମୀନ, ତୁମ୍ଭର ପଛ ରେ ଶତୃଗଣ ଅଛନ୍ତି।

Interlinear

Choose Theme