ଏହି ଝିଅମାନେ ଇଲିଯାସର ଯାଜକ ପାଖକକ୍ସ୍ଟ ଗଲେ। ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ସନୋପତିଗଣ। କନ୍ଯାଗଣ କହିଲେ, ଆମ୍ଭମାନଙ୍କ ପୁରୁଷ ସଐର୍କୀଯମାନଙ୍କ ପରି ଆମ୍ଭକକ୍ସ୍ଟ ଭୂମି ଦବୋକକ୍ସ୍ଟ ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ସଦାପ୍ରଭୁଙ୍କ ଆଜ୍ଞାନକ୍ସ୍ଟସା ରେ ସମାନେେ ସମାନଙ୍କେର ପିତାର ଭାତୃଗଣ ମଧିଅରେ ସମାନଙ୍କେୁ ଏକ ଅଧିକାର ଦେଲେ।
Cross references
ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।
ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇୟିବ, ଯେ ହତେୁ ତାଙ୍କର କୌଣସି ପୁତ୍ର ନଥିଲେ। ତେଣୁ ଆମ୍ଭ ପିତୃବଂଶୀଯ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।
ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବଦନେ କଲେ।
ସଲଫାଦର କନ୍ଯାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସମାନଙ୍କେ ପିତୃବଂଶୀଯ ଭାତୃଗଣ ମଧିଅରେ ଅବଶ୍ଯ ସମାନଙ୍କେୁ ପୈତୃକ ଅଧିକାର ଦବେ। ତେଣୁ ସମାନଙ୍କେୁ ତାହା ଦିଅ, ଯାହା ସମାନଙ୍କେର ପିତା ପାଇଥାନ୍ତେ।
ଯେଉଁମାନେ ତୁମ୍ଭମାନଙ୍କ ନିମନ୍ତେ ଦେଶ ଭାଗ କରିବେ, ସମାନେେ ହେଉଛନ୍ତି ଯାଜକ ଇଲିଯାସର ଓ ନୂନର ପୁତ୍ର ଯିହାଶୂେୟ।
ସଦାପ୍ରଭୁ ମାଶାଙ୍କେୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ଯାମାନେ ସହେି ଅନୁସାରେ କର୍ମ କଲେ।
ଯାଜକ ଇଲିଯାସର ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ପରିବାରବର୍ଗର ପ୍ରଧାନବର୍ଗ ନିଷ୍ପତ୍ତି ନେଲେ, ଭୂମି କିପରି ଲୋକମାନଙ୍କ ମଧିଅରେ ବଣ୍ଟା ହବେ।
ଏହାପରେ ଲବେୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିଯାସର ଯାଜକ ଓ ନୂନର ପକ୍ସ୍ଟତ୍ର ଯିହାଶୂେୟ ଓ ଇଶ୍ରାୟେଲ ସନ୍ତାନମାନଙ୍କ ବଂଶ ସମକ୍ସ୍ଟହର ପିତୃ ଗୃହର ପ୍ରଧାନମାନଙ୍କ ନିକଟକକ୍ସ୍ଟ ଆସିଲେ।
ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।