Home Bibles ଗଣନା ପୁସ୍ତକ 27:5 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 27:5 · ଓଡ଼ିଆ ବାଇବେଲ

ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବଦନେ କଲେ।

Cross references

ଯାତ୍ରା ପୁସ୍ତକ 18:15

ଏହାପରେ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ, ସମାନେେ ପରମେଶ୍ବରଙ୍କର ବିଚାର ବୁଝିବା ପାଇଁ ମାେ ନିକଟକୁ ଆସନ୍ତି।

ଯାତ୍ରା ପୁସ୍ତକ 25:22

ଆଉ ମୁଁ ଯେତବେେଳେ ତୁମ୍ଭକୁ ସାକ୍ଷାତ କରେ ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ଯରୁ ତୁମ୍ଭ ସଙ୍ଗେ ଆଳାପ କରି ଇଶ୍ରାୟେଲ ସନ୍ତାନଗଣ ବିଷଯକ ମୁଁ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବି।

ଲେବୀୟ ପୁସ୍ତକ 24:12

ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ପର୍ୟ୍ଯନ୍ତ ତାକୁ ବନ୍ଦୀ କରି ରଖିଲେ।

ଗଣନା ପୁସ୍ତକ 9:8

ତବେେ ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ରୁହ, ତୁମ୍ଭମାନଙ୍କ ବିଷଯ ରେ ସଦାପ୍ରଭୁ କି ଆଜ୍ଞା ଦବେେ, ମୁଁ ପଚା ରେ।

ଗଣନା ପୁସ୍ତକ 15:34

ଆଉ ସମାନେେ ତାହାକୁ ସଠାେରେ ରଖିଲେ। କାରଣ ତା'ପ୍ରତି କି ପ୍ରକାର ଶାସ୍ତି ବିଧାନ ହବେ ସମାନେେ ଜାଣି ନ ଥିଲେ।

ଆୟୁବ ପୁସ୍ତକ 23:4

ମୁଁ ମାରେ କଥା ତାଙ୍କ ଆଗ ରେ ବର୍ଣ୍ଣନା କରିବି। ମୁଁ ଯେ ନିର୍ଦ୍ ଦୋଷ ଏକଥା ତାଙ୍କ ଆଗ ରେ ୟୁକ୍ତି ବଳ ରେ ଉପସ୍ଥାପନା କରିବି।

ହିତୋପଦେଶ 3:5

ତୁମ୍ଭେ ସର୍ବାନ୍ତଃ ହୃଦଯ ରେ ସଦାପ୍ରଭୁଙ୍କୁ ବିଶ୍ବାସ କର ଏବଂ ନିଜର ଚତୁରତା ଉପ ରେ ନିର୍ଭର କରନାହିଁ।

Interlinear

Choose Theme