ସଲଫାଦର ଥିଲେ ହଫରେ ପକ୍ସ୍ଟତ୍ର, ହଫରେ ଥିଲେ ଗିଲିଯଦର ପକ୍ସ୍ଟତ୍ର, ଗିଲିଯଦ ଥିଲେ ମାଖୀର ପକ୍ସ୍ଟତ୍ର ଏବଂ ମାଖୀର ଥିଲେ ମନଃଶିର ପକ୍ସ୍ଟତ୍ର। ସଲଫାଦର କୌଣସି ପକ୍ସ୍ଟତ୍ର ନଥିଲେ। କିନ୍ତୁ ତାଙ୍କର ପାଞ୍ଚ କନ୍ଯା ଥିଲେ। ସେ ଝିଅମାନଙ୍କର ନାମ ଥିଲା, ମହଲା, ନୋଯା, ହଗଲା, ମିଲ୍ଲା ଓ ତିର୍ସା।
Cross references
ସହେି ହଫରେର ପୁତ୍ର ସଲଫାଦର ପୁତ୍ର ନ ଥିଲା, କବଳେ ପାଞ୍ଚଟି କନ୍ଯା ଥିଲା। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତିର୍ସା
ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।
ସମାନେେ କହିଲେ, ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଗୁଳାବାଣ୍ଟ ଦ୍ବାରା ଦଶାଧେିକାର ଦବୋ ପାଇଁ ଆମ୍ଭମାନଙ୍କର ମୁନିବ ମାଶାଙ୍କେୁ ଆଜ୍ଞା ଦେଲେ। ଆମ୍ଭ ମୂନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ଯାମାନଙ୍କୁ ଦବୋ ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।