Home Bibles ☰ Books ଗଣନା ପୁସ୍ତକ 36:10 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 36:10 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମାଶାଙ୍କେୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ଯାମାନେ ସହେି ଅନୁସାରେ କର୍ମ କଲେ।

Cross references

ଯାତ୍ରା ପୁସ୍ତକ 12:50

ତେଣୁ ସମସ୍ତ ଇଶ୍ରାୟେଲୀୟମାନେ ସଦାପ୍ରଭୁ ମାଶାଙ୍କେୁ ଦଇେଥିବା ଆଜ୍ଞାକୁ ସମସ୍ତେ ମାନିଲେ।

ଯାତ୍ରା ପୁସ୍ତକ 39:42

ଇଶ୍ରାୟେଲର ଲୋକମାନେ ଏହିପରି କାର୍ୟ୍ଯମାନ କରିଥିଲେ। ଯାହା ଯାହା କରିବାକୁ ସଦାପ୍ରଭୁ ମାଶାଙ୍କେୁ ଆଜ୍ଞା ଦଇେଥିଲେ.

ଲେବୀୟ ପୁସ୍ତକ 24:23

ତା'ପରେ ମାଶାେ ଇଶ୍ରାୟେଲ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବାରୁ ସମାନେେ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇଶ୍ରାୟେଲ ସନ୍ତାନଗଣ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।

ଗଣନା ପୁସ୍ତକ 1:54

ସଦାପ୍ରଭୁ ମାଶାଙ୍କେୁ ଯେଉଁସବୁ ଆଜ୍ଞା ଦଇେଥିଲେ, ଇଶ୍ରାୟେଲୀୟ ମାନେ ସହେିରୂପେ ମାନି କାର୍ୟ୍ଯ କଲେ।

ଯିହୋଶୂୟ 17:4

ଏହି ଝିଅମାନେ ଇଲିଯାସର ଯାଜକ ପାଖକକ୍ସ୍ଟ ଗଲେ। ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ସନୋପତିଗଣ। କନ୍ଯାଗଣ କହିଲେ, ଆମ୍ଭମାନଙ୍କ ପୁରୁଷ ସଐର୍କୀଯମାନଙ୍କ ପରି ଆମ୍ଭକକ୍ସ୍ଟ ଭୂମି ଦବୋକକ୍ସ୍ଟ ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ସଦାପ୍ରଭୁଙ୍କ ଆଜ୍ଞାନକ୍ସ୍ଟସା ରେ ସମାନେେ ସମାନଙ୍କେର ପିତାର ଭାତୃଗଣ ମଧିଅରେ ସମାନଙ୍କେୁ ଏକ ଅଧିକାର ଦେଲେ।

ଦିତୀୟ ବଂଶାବଳୀ 30:12

ଆହୁରି ମଧ୍ଯ ଯିହୁଦା ରେ ପରମେଶ୍ବରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରୀତ କଲା, ଯେପରି ସମାନେେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ଯ ହାଇପୋରନ୍ତି। ଏହି ପ୍ରକା ରେ, ସମାନେେ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ।

ମାଥିଉଲିଖିତ ସୁସମାଚାର 28:20

ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

Interlinear

Choose Theme